ଭାରତକୁ ଆସିଲା ନୋକିଆ ୮ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହେଲା ନୋକିଆ ୮ ସ୍ମାର୍ଟଫୋନ୍‌। ଏହି ଫୋନ୍‌ ଆଜି ଲଞ୍ଚ ହୋଇଥିବା ବେଳେ ଅକ୍ଟୋବର ୧୪ରୁ ଆମାଜନ୍‌ରେ  ଉପଲବ୍ଧ ହେବ। ଯାହାର ମୂଲ୍ୟ ୩୬,୯୯୯ ଟଙ୍କାରୁ ଆରମ୍ଭ ହେଉଛି। ଏହାର ଫ୍ରଣ୍ଟ ୧୩ ଏମପି ଏବଂ ରିଅର କ୍ୟାମେରା ୧୩ ଏମପି  ରହିଛି। ଏହାର ଆପ୍ରେଚର୍‌ f/2.0 ଥିବା ବେଳେ ଅଟୋଫୋକସ୍  (PDAF), IR range ରହିଛି। ଏହି ସେଟ୍‌  5.3-inch QHD IPS ରହିଛି। ସେହିପରି ଏହାର ଡିସପ୍ଲେ ସିଷ୍ଟମ ମଧ୍ୟ […]

Rakesh Mallick
  • Published: Tuesday, 26 September 2017
  • , Updated: 26 September 2017, 02:05 PM IST

ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହେଲା ନୋକିଆ ୮ ସ୍ମାର୍ଟଫୋନ୍‌। ଏହି ଫୋନ୍‌ ଆଜି ଲଞ୍ଚ ହୋଇଥିବା ବେଳେ ଅକ୍ଟୋବର ୧୪ରୁ ଆମାଜନ୍‌ରେ  ଉପଲବ୍ଧ ହେବ। ଯାହାର ମୂଲ୍ୟ ୩୬,୯୯୯ ଟଙ୍କାରୁ ଆରମ୍ଭ ହେଉଛି। ଏହାର ଫ୍ରଣ୍ଟ ୧୩ ଏମପି ଏବଂ ରିଅର କ୍ୟାମେରା ୧୩ ଏମପି  ରହିଛି। ଏହାର ଆପ୍ରେଚର୍‌ f/2.0 ଥିବା ବେଳେ ଅଟୋଫୋକସ୍  (PDAF), IR range ରହିଛି। ଏହି ସେଟ୍‌  5.3-inch QHD IPS ରହିଛି। ସେହିପରି ଏହାର ଡିସପ୍ଲେ ସିଷ୍ଟମ ମଧ୍ୟ ଉନ୍ନତମାନର। ଏହି ଫୋନ୍‌ରେ ୮୩୫ ପ୍ରସେସର ରହିଛି। ବ୍ୟାଟେରୀ କ୍ଷମତା 3090mAh ରହିଛି। ୪ଜିବି ରାମ ବିଶିଷ୍ଟ ଏହି ଫୋନ୍‌ରେ ୬୪ ଜିବି ଇଣ୍ଟରନାଲ ମେମୋରୀ ଉପଲବ୍ଧ।

Related story