ବାରାଣସୀ: ବହିଷ୍କୃତ ଯବାନ ତେଜ ବାହାଦୁରଙ୍କ ନାମାଙ୍କନ ରଦ୍ଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବାରାଣସୀରୁ ସମାଜବାଦୀ ପାର୍ଟିର ପ୍ରାର୍ଥୀ ହୋଇଥିବା ବହିଷ୍କୃତ ବିଏସ୍‌ଏଫ୍‌ ଯବାନ ତେଜ ବାହାଦୁ ଯାଦବଙ୍କ ପ୍ରାର୍ଥୀ ପତ୍ର ରଦ୍ଦ ହୋଇଯାଇଛି। ଦୁର୍ନୀତି ଓ ଡିସ୍‌ଲୟାଲିଟି କାରଣରୁ ତାଙ୍କ ନାମାଙ୍କନକୁ ନିର୍ବାଚନ କମିଶନ ଖାରଜ କରିଦେଇଥିବା ଜଣାପଡ଼ିଛି। ବାରାଣସୀର ରିଟର୍ଣ୍ଣି ଅଫିସର ସୁରେନ୍ଦ୍ର ସିଂହ କହିଛନ୍ତି, “ଯଦି ଜଣେ ବ୍ୟକ୍ତି ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବେ ଏବଂ ତାଙ୍କୁ ଦୁର୍ନୀତି କିମ୍ବା ଡିସ୍‌ଲୟାଲଟି ଯୋଗୁ ଚାକିରି […]

tez

tez

Hemant Lenka
  • Published: Wednesday, 01 May 2019
  • Updated: 01 May 2019, 04:51 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବାରାଣସୀରୁ ସମାଜବାଦୀ ପାର୍ଟିର ପ୍ରାର୍ଥୀ ହୋଇଥିବା ବହିଷ୍କୃତ ବିଏସ୍‌ଏଫ୍‌ ଯବାନ ତେଜ ବାହାଦୁ ଯାଦବଙ୍କ ପ୍ରାର୍ଥୀ ପତ୍ର ରଦ୍ଦ ହୋଇଯାଇଛି। ଦୁର୍ନୀତି ଓ ଡିସ୍‌ଲୟାଲିଟି କାରଣରୁ ତାଙ୍କ ନାମାଙ୍କନକୁ ନିର୍ବାଚନ କମିଶନ ଖାରଜ କରିଦେଇଥିବା ଜଣାପଡ଼ିଛି।

ବାରାଣସୀର ରିଟର୍ଣ୍ଣି ଅଫିସର ସୁରେନ୍ଦ୍ର ସିଂହ କହିଛନ୍ତି, “ଯଦି ଜଣେ ବ୍ୟକ୍ତି ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବେ ଏବଂ ତାଙ୍କୁ ଦୁର୍ନୀତି କିମ୍ବା ଡିସ୍‌ଲୟାଲଟି ଯୋଗୁ ଚାକିରି ହରାଇବାକୁ ପଡ଼ିଥିବ, ତା’ହେଲେ ସେ ନିର୍ବାଚନ ଲଢ଼ିବାକୁ ଯୋଗ୍ୟ ହୋଇପାରିବେ ନାହିଁ।”

ତେଜ ବାହାଦୁର କହିଛନ୍ତି, “ମୋ ନାମାଙ୍କନକୁ ବେଆଇନ୍‌ ଭାବେ ରଦ୍ଦ କରାଯାଇଛି। ଆମେ ଏହା ବିରୋଧରେ ସୁପ୍ରିମକୋର୍ଟ ଯିବୁ।”

ଗତକାଲି ନିର୍ବାଚନ କମିଶନ ତେଜବାହାଦୁରଙ୍କୁ ନୋଟିସ୍‌ କରିବା ସହ ବିଏସ୍‌ଏଫ୍‌ରୁ ନୋ-ଅବଜେକସନ୍‌ ପ୍ରମାଣପତ୍ର ଆଣିବାକୁ କହିଥିଲେ। ବୁଧବାର ଦିନ ୧୧ଟା ପର୍ଯ୍ୟନ୍ତ ଏଥିପାଇଁ ତେଜବାହାଦୁରଙ୍କୁ ସମୟ ମିଳିଥିଲା।

ତେଜବାହାଦୁର ସେନାରେ ଖରାପ ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରିବା ସହ ଏକ ଭିଡିଓ ଫେସବୁକ୍‌ରେ ପୋଷ୍ଟ କରିଥିଲେ। ଏଥିପାଇଁ ତାଙ୍କୁ ୨୦୧୭ରେ ବିଏସ୍‌ଏଫ୍‌ରୁ ବହିଷ୍କାର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story