ବୁର୍ଖା ପିନ୍ଧି ଶାହୀନବାଗରେ ଭୁବନେଶ୍ୱର ଏକ୍ସଆଇଏମବିର ପୂର୍ବତନ ଛାତ୍ରୀ, ଘେରିଲେ ଆନ୍ଦୋଳନକାରୀ

ନୂଆଦିଲ୍ଲୀ:  ଦିଲ୍ଲୀରେ ଶାହୀନବାଗ ଧାରଣାସ୍ଥଳରେ ଆଜି ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଛି। ଜଣେ ସନ୍ଦିଗ୍ଧ ମହିଳା ବୁର୍ଖା ପିନ୍ଧି ଭିଡିଓ ରେକର୍ଡିଂ କରୁଥିବାର ଦେଖିବାକୁ ମିଳିଥିଲା। ଏହାପରେ ସିଏଏ ବିରୋଧୀ ଆନ୍ଦୋଳନରେ ସାମିଲ ଥିବା ମହିଳାମାନେ ଏହି ସନ୍ଦିଗ୍ଧ ମହିଳାଙ୍କୁ ଧରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ପରେ ସଂପୃକ୍ତ ମହିଳାଙ୍କ ପାଖରୁ ଏକ କ୍ୟାମେରା ମଧ୍ୟ ମିଳିଥିଲା। ପୁଲିସ ମଧ୍ୟ ସନ୍ଦିଗ୍ଧ ମହିଳାଙ୍କ ପରିଚୟ ପାଇଛି। ମହିଳାଙ୍କ ନାମ ଗୁଞ୍ଜା କପୁର। ନିଜେ ଏକ ୟୁଟ୍ୟୁବ ଚ୍ୟାନେଲ […]

gunja_kapoor

gunja_kapoor

Subhransu Sekhar
  • Published: Wednesday, 05 February 2020
  • Updated: 05 February 2020, 11:27 PM IST

Sports

Latest News

ନୂଆଦିଲ୍ଲୀ:  ଦିଲ୍ଲୀରେ ଶାହୀନବାଗ ଧାରଣାସ୍ଥଳରେ ଆଜି ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଛି। ଜଣେ ସନ୍ଦିଗ୍ଧ ମହିଳା ବୁର୍ଖା ପିନ୍ଧି ଭିଡିଓ ରେକର୍ଡିଂ କରୁଥିବାର ଦେଖିବାକୁ ମିଳିଥିଲା। ଏହାପରେ ସିଏଏ ବିରୋଧୀ ଆନ୍ଦୋଳନରେ ସାମିଲ ଥିବା ମହିଳାମାନେ ଏହି ସନ୍ଦିଗ୍ଧ ମହିଳାଙ୍କୁ ଧରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ପରେ ସଂପୃକ୍ତ ମହିଳାଙ୍କ ପାଖରୁ ଏକ କ୍ୟାମେରା ମଧ୍ୟ ମିଳିଥିଲା।

ପୁଲିସ ମଧ୍ୟ ସନ୍ଦିଗ୍ଧ ମହିଳାଙ୍କ ପରିଚୟ ପାଇଛି। ମହିଳାଙ୍କ ନାମ ଗୁଞ୍ଜା କପୁର। ନିଜେ ଏକ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ କରିଛନ୍ତି। ଏବେ ମହିଳା ଜଣଙ୍କୁ ପୁଲିସ ପଚରାଉଚରା କରୁଛି। ଗୁଞ୍ଜା କପୁରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟରରେ ଫଲୋ କରୁଥିବା ଦେଖିବାକୁ ମିଳିଛି। ଗୁଞ୍ଜା କପୁର ଏ ନେଇ ତାଙ୍କ ଟୁଇଟ୍ ଆକାଉଣ୍ଟରେ ଏକ ଟୁଇଟ୍ ମଧ୍ୟ କରିଥିଲେ। ନୂଆବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କୁ ଟୁଇଟରରେ ଫଲୋ କରୁଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଟ୍ୟାଗ କରି ସେ ଏକ ଧନ୍ୟବାଦ ଟୁଇଟ୍ କରିଥିଲେ। ସେ ଓଡ଼ିଆ, କନ୍ନଡ ଏବଂ ମରାଠୀ ଭାଷା ବୁଝିପାରନ୍ତି ବୋଲି ତାଙ୍କ ଟୁଇଟର ବାୟୋରେ ଲେଖିଛନ୍ତି।

ଗୁଞ୍ଜା କପୁର ଜଣେ ଦକ୍ଷିଣ ପନ୍ଥୀ ଚିନ୍ତାଧାରାର ରାଜନୀତିକ ବିଶ୍ଳେଷକ। ତାଙ୍କର ଅଫିସିଆଲ ଟୁଇଟର ଆକାଉଣ୍ଟ ରାଇଟ୍ ନେରେଟିଭ ନାମରେ ରହିଛି। ଗୁଞ୍ଜା କପୁର ଦେଶର ଅନେକ ଖବରକୁ ନେଇ ବିଶ୍ଳେଷଣ କରନ୍ତି ତାଙ୍କ ୟ୍ୟୁଟ୍ୟୁବ ଚ୍ୟାନେଲରେ। ସେ ଭୁବନେଶ୍ୱର ସ୍ଥିତ ଜାଭିଅର ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟର ପୂର୍ବତନ ଛାତ୍ରୀ। ପେହଲେ ଇଣ୍ଡିଆ ଫାଉଣ୍ଡେସନ ସହିତ ସେ ମଧ୍ୟ ଜଡ଼ିତ ରହିଛନ୍ତି।

https://twitter.com/gunjakapoor/status/1212361215730540550

ଧାରଣାରେ ବସିଥିବା ମହିଳା ଗୁଞ୍ଜା କପୁରଙ୍କୁ ବୁର୍ଖା ପିନ୍ଧି କ୍ୟାମେରାରେ ଭିଡିଓ ରେକର୍ଡିଂ କରୁଥିବା ଦେଖିବାକୁ ପାଇଥିଲେ। ଏ ନେଇ ଗୁଞ୍ଜା କପୁରଙ୍କୁ ଆନ୍ଦୋଳନକାରୀ ମହିଳା କିଛି ପଚାରିଥିଲେ। କାହିଁକି ସେ ବୁର୍ଖା ପିନ୍ଧିଛନ୍ତି ଓ ଲୁଚି ଲୁଚି କାହିଁକି ଭିଡିଓ ରେକର୍ଡିଂ କରୁଛନ୍ତି ବୋଲି ଗୁଞ୍ଜାଙ୍କୁ ଆନ୍ଦୋଳନକାରୀ ମହିଳା ପଚାରିଥିଲେ। ହେଲେ ସେ କୌଣସି ଉତ୍ତର ଦେଇପାରିନଥିଲେ। ଏହାପରେ ସିଏଏକୁ ବିରୋଧ କରୁଥିବା ମହିଳା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରିଥିଲା। ଏହାପରେ ଗୁଞ୍ଜାଙ୍କୁ ନିଜ ହେପାଜତକୁ ନେଇ ତଦନ୍ତ କରୁଥିବା ଜଣାପଡ଼ିଛି। ଏହାବାଦ ପୁଲିସ କୌଣସି ସୂଚନା ଦେଇନାହିଁ।

ସୂଚନାଯୋଗ୍ୟ, ଶାହୀନବାଗରେ ସିଏଏକୁ ବିରୋଧ କରି ଦେଢ଼ ମାସରୁ ଅଧିକ ଦିନ ହେବ ଆନ୍ଦୋଳନ ଚାଲିଛି। ମହିଳାମାନେ ଏହି ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story