କେନ୍ଦ୍ରର ନିଷ୍ପତ୍ତି: ହେବନି ଦୈନିକ ପ୍ରେସମିଟ୍, ଜାରି ହେବ ସ୍ୱାସ୍ଥ୍ୟ ବୁଲେଟିନ୍

ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଶେଷ ହେବା ପରେ ଜାରି ହେବ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍। ହେଲେ ଏହା ନୂଆ ଧରଣର ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୧୨ରେ ଏହି ଘୋଷଣା କରିଛନ୍ତି। ଦେଶକୁ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏବେ କେନ୍ଦ୍ର ସରକାର ଆଉ ଏକ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି। ଲକଡାଉନ୍ ଆରମ୍ଭ ହେବା ପାଖରୁ କେନ୍ଦ୍ର ଯୁଗ୍ମ ସ୍ୱାସ୍ଥ୍ୟ ସଚିବ ଲବ୍ ଅଗ୍ରଓ୍ୱାଲଙ୍କ ନେତୃତ୍ୱରେ ହେଉଥିବା ଦୈନିକ ସାମ୍ୱାଦିକ ସମ୍ମଳନୀ […]

health-ministry press meet

health-ministry press meet

Subhransu Sekhar
  • Published: Wednesday, 13 May 2020
  • Updated: 13 May 2020, 07:22 AM IST

Sports

Latest News

ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଶେଷ ହେବା ପରେ ଜାରି ହେବ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍। ହେଲେ ଏହା ନୂଆ ଧରଣର ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୧୨ରେ ଏହି ଘୋଷଣା କରିଛନ୍ତି। ଦେଶକୁ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏବେ କେନ୍ଦ୍ର ସରକାର ଆଉ ଏକ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି। ଲକଡାଉନ୍ ଆରମ୍ଭ ହେବା ପାଖରୁ କେନ୍ଦ୍ର ଯୁଗ୍ମ ସ୍ୱାସ୍ଥ୍ୟ ସଚିବ ଲବ୍ ଅଗ୍ରଓ୍ୱାଲଙ୍କ ନେତୃତ୍ୱରେ ହେଉଥିବା ଦୈନିକ ସାମ୍ୱାଦିକ ସମ୍ମଳନୀ ଆଉ ହେବ ନାହିଁ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସାମ୍ୱାଦିକ ସମ୍ମିଳନୀ ଜାଗାରେ ସ୍ୱାସ୍ଥ୍ୟ ବୁଲେଟିନ୍ ଜାରି ହେବ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଏହି ପ୍ରେସମିଟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବଂ କରୋନା ଟେଷ୍ଟ ବାବଦରେ ସୂଚନା ଦିଆଯାଏ।

କିଭଳି ଲୋକମାନେ ଆତ୍ମନିର୍ଭର ହେବେ, ସ୍ଥାନୀୟ ଜିନିଷର ଚାହିଦା ସାଙ୍ଗକୁ ଉତ୍ପାଦ ବଢ଼ାଇ ହେବ ସେ ଦିଗରେ ଲୋକଙ୍କୁ ବୁଝାଇବା ପାଇଁ କେନ୍ଦ୍ର ସରକାର ଗୁରୁତ୍ୱ ଦେବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story