ୟୁନିସେଫ୍ କରୋନା ଲଢ଼େଇର ଆଇଡଲ୍ ହେଲେ ସବ୍ୟସାଚୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ବେଳେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଛନ୍ତି ଓଡ଼ିଆ ହିରୋ ସବ୍ୟସାଚୀ ମିଶ୍ର। ଲକଡାଉନରେ ବାହାର ରାଜ୍ୟରେ ଫଶି ରହିଥିବା ଶ୍ରମିକଙ୍କୁ ସବ୍ୟସାଚୀ କେବଳ ସୁବିଧାରେ ଓଡ଼ିଶାକୁ ଫେରାଇ ଆଣିନାହାନ୍ତି ବରଂ ସେମାନଙ୍କ ଥଇଥାନ ପାଇଁ ବିଭିନ୍ନ ପର୍ଯ୍ୟାୟରେ ଦେଖିଲା ଭଳି କାମ ବି କରିଛନ୍ତି। ନିକଟରେ ତାଙ୍କର ଜଣେ ସହଯୋଗୀ କଳାକାର ଫଳ ବ୍ୟବସାୟ କରୁଥିବା ଦେଖି ସହଯୋଗର ହାତ ବଢ଼ାଇଥିଲେ ସବ୍ୟ। ମହାମାରୀ ବେଳେ ସବ୍ୟଙ୍କ […]

SABYASACHI

SABYASACHI

Subhransu Sekhar
  • Published: Monday, 27 July 2020
  • Updated: 27 July 2020, 08:31 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ବେଳେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଛନ୍ତି ଓଡ଼ିଆ ହିରୋ ସବ୍ୟସାଚୀ ମିଶ୍ର। ଲକଡାଉନରେ ବାହାର ରାଜ୍ୟରେ ଫଶି ରହିଥିବା ଶ୍ରମିକଙ୍କୁ ସବ୍ୟସାଚୀ କେବଳ ସୁବିଧାରେ ଓଡ଼ିଶାକୁ ଫେରାଇ ଆଣିନାହାନ୍ତି ବରଂ ସେମାନଙ୍କ ଥଇଥାନ ପାଇଁ ବିଭିନ୍ନ ପର୍ଯ୍ୟାୟରେ ଦେଖିଲା ଭଳି କାମ ବି କରିଛନ୍ତି। ନିକଟରେ ତାଙ୍କର ଜଣେ ସହଯୋଗୀ କଳାକାର ଫଳ ବ୍ୟବସାୟ କରୁଥିବା ଦେଖି ସହଯୋଗର ହାତ ବଢ଼ାଇଥିଲେ ସବ୍ୟ। ମହାମାରୀ ବେଳେ ସବ୍ୟଙ୍କ ଏହି ନିଆରା ସମାଜ ସେବା ଖାଲି ଓଡ଼ିଶା ନୁହଁ ଦେଶ ବିଦେଶରେ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଆଉ ଏହାରି ଭିତରେ ୟୁନିସେଫ୍ ପାଇଁ ସବ୍ୟସାଚୀ କରୋନା ଲଢ଼େଇର ଆଇଡଲ ପାଲଟିଛନ୍ତି। କରୋନା ମୁକାବିଲା ନେଇ ସବ୍ୟସାଚୀଙ୍କ ଏକ ବାର୍ତ୍ତାକୁ ୟୁନିସେଫ୍ ଇଣ୍ଡିଆ ତା’ର ଟୁଇଟର ହ୍ୟାଣ୍ଡେଲରେ ଅପଲୋଡ କରିଛି। ଏହି ଭିଡିଓ ଜରିଆରେ ସବ୍ୟସାଚୀ କରୋନା ଲଢ଼େଇ ନେଇ ଲୋକଙ୍କୁ ନିଜର ବାର୍ତ୍ତା ଦେଇଛନ୍ତି। ଏଥିସହ ଲୋକଙ୍କୁ ସକାରାତ୍ମକ ବାର୍ତ୍ତା ପଠାଇ ନିଜ ନିଜର ଯତ୍ନ ନେବା ଦରକାର ବୋଲି ‘ପାଗଳ ପ୍ରେମୀ’ର ହିରୋ କହିଛନ୍ତି।

https://twitter.com/UNICEFIndia/status/1287678493577187330

ଖାଲି ଦେଶ ଭିତରେ ନୁହେଁ ନିକଟରେ ଦୁବାଇରେ ଥିବା ଜଣେ ପ୍ରବାସୀ ଓଡ଼ିଆଙ୍କ ମୃତ ଦେହକୁ ସବ୍ୟସାଚୀ ଗଞ୍ଜାମ ଫେରାଇ ଆଣିଥିଲେ। ଯେଉଁ କାମ କରିବାକୁ ୩୦ ରୁ ୩୫ ଦିନ ଲାଗେ ସେହି କାମକୁ ଦୁବାଇ ପୁଲିସ ୩ ଦିନରେ କରିଥିଲେ ବୋଲି ସେ କହିଥିଲେ। କରୋନା ମହାମାରୀ ବେଳେ ବଲିଉଡ ଅଭିନେତା ସୋନୁ ସୁଦ୍ ମଧ୍ୟ ଲୋକଙ୍କୁ ସହଯୋଗ କରୁଥିବା ଦେଖିବାକୁ ମିଳିଛି। କେହି କେହି ସବ୍ୟସାଚୀଙ୍କୁ ଓଡ଼ିଶାର ସୋନୁ ସୁଦ୍ ବୋଲି ମଧ୍ୟ କହିବା ଆରମ୍ଭ କଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story