କରୋନାରେ ପ୍ରଭାବିତ ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା

ନୂଆଦିଲ୍ଲୀ: ଶନିବାର ଭାରତରେ ୯୩,୩୩୭ ଟି ନୂଆ କରୋନା ମାମଲା ଆସିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ମୋଟ୍ ୫,୩୦୮,୦୧୪ ରହିଛି। ଦେଶରେ ୨୪ ଘଣ୍ଟା ମଧ୍ୟରେ ଏହି ଭାଇରସ ଯୋଗୁଁ ୧,୨୪୭ ଜଣଙ୍କର ମୃତ୍ୟୁ ଘଟିଛି। ଦେଶରେ ମୃତ୍ୟୁ ସଂଖ୍ୟା ୮୫,୬୧୯ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ଏବଂ ତାମିଲନାଡୁ କେବଳ ଦେଶର ମୋଟ ମାମଲାର ୬୦ ପ୍ରତିଶତ। ତେବେ ଏହି ରାଜ୍ୟରେ […]

odish covid

odish covid

Subhransu Sekhar
  • Published: Saturday, 19 September 2020
  • Updated: 19 September 2020, 08:17 PM IST

Sports

Latest News

ନୂଆଦିଲ୍ଲୀ: ଶନିବାର ଭାରତରେ ୯୩,୩୩୭ ଟି ନୂଆ କରୋନା ମାମଲା ଆସିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ମୋଟ୍ ୫,୩୦୮,୦୧୪ ରହିଛି। ଦେଶରେ ୨୪ ଘଣ୍ଟା ମଧ୍ୟରେ ଏହି ଭାଇରସ ଯୋଗୁଁ ୧,୨୪୭ ଜଣଙ୍କର ମୃତ୍ୟୁ ଘଟିଛି। ଦେଶରେ ମୃତ୍ୟୁ ସଂଖ୍ୟା ୮୫,୬୧୯ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ଏବଂ ତାମିଲନାଡୁ କେବଳ ଦେଶର ମୋଟ ମାମଲାର ୬୦ ପ୍ରତିଶତ। ତେବେ ଏହି ରାଜ୍ୟରେ ଆରୋଗ୍ୟ ହାର ମଧ୍ୟ ରହିଛି। ତେବେ ଗତ ମାସକ ରିପୋର୍ଟକୁ ଯଦି ଦେଖିବା ତାହେଲେ ଦେଶରେ କରୋନାର ଟପ୍ ୧୦ ହଟସ୍ପଟ ରାଜ୍ୟ ମଧ୍ୟରେ ଓ଼ଡ଼ିଶା ରହିଛି। ଯାହାକି ରାଜ୍ୟ ସରକାର ପାଇଁ ଚିନ୍ତାଜନକ।

ଭାରତରେ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ପ୍ରତିଦିନ ଆସୁଥିବା ମାମଲାରେ ସଂଖ୍ୟା ଯଦି ଦେଖିବା ତାହେଲେ ଗତ ପାଞ୍ଚ ସପ୍ତାହରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବିଶେଷଜ୍ଞ କହିଛନ୍ତି ଯେ, ଯଦି ଆକ୍ରାନ୍ତଙ୍କ ସଂଖ୍ୟା ସମାନ ଭାବରେ ବଢ଼ି ଚାଲିବ ତାହେଲେ ଆମେରିକାକୁ ପଛରେ ପକାଇଦେବ ଭାରତ। ଏବେ ସାରା ଦେଶରେ ୧,୦୧୩,୯୬୪ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି। ଆମେରିକା ପରେ ବିଶ୍ୱରେ କରୋନା ଦ୍ୱାରା ପ୍ରଭାବିତ ଦେଶ ଭାରତ ରହିଛି, ତୃତୀୟରେ ବ୍ରାଜିଲ୍ ରହିଛି।

ଗତ କିଛି ସପ୍ତାହ ମଧ୍ୟରେ ଓଡିଶାରେ ଆକ୍ରାନ୍ତ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି। ଏଯାବତ ୧.୭୫ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ପ୍ରତିଦିନ ପ୍ରାୟ ୪,୦୦୦ ନୂଆ ମାମଲା ସାମ୍ୱାକୁ ଆସିଛି।

ଓଡ଼ିଶାରେ ଖୋର୍ଦ୍ଦା ଜିଲ୍ଲାରୁ ଏହି ମାସ ଆରମ୍ଭରୁ ପ୍ରତିଦିନ ୬୦୦ ରୁ ୮୦୦ ମାମଲା ସାମ୍ନାକୁ ଆସିଛି। ଯାହାକି ଅନ୍ୟ ଜିଲ୍ଲା ତୁଳନାରେ ସର୍ବାଧିକ। ଖୋର୍ଦ୍ଦା ଜିଲ୍ଲାରେ ବର୍ତ୍ତମାନ ୩୦,୦୦୦ ରୁ ଅଧିକ ସଂକ୍ରମିତ ହୋଇଛନ୍ତି।

କିଛି ସପ୍ତାହ ପୂର୍ବରୁ ସବୁଠୁ ବଡ ହଟସ୍ପଟ୍ ପାଲଟିଥିଲା ଗଞ୍ଜାମ। ଏବେ କିନ୍ତୁ ଏହି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା କମିଛି। ଗତ ମାସ ତୁଳନାରେ ଏଯାବତ ୧,୫୦୦ ରୁ କମ୍ ମାମଲା ସାମ୍ନାକୁ ଆସିଛି। ପାଖାପାଖି ଦିନକୁ ୦.୩ ପ୍ରତିଶତକୁ ଖସିଛି। ତେବେ ଚଳିତ ମାସରେ ଜିଲ୍ଲାରେ ୨୫ ଜଣ କରୋନାରେ ମୃତ୍ୟୁ ବରଣ କରିଥିବା ସୂଚନା ରହିଛି। ହେଲେ ଏଯାବତ ଗଞ୍ଜାମରୁ ୨୧୫ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଯାହାକି ସର୍ବାଧିକ। ତେବେ ଗଞ୍ଜାମରେ ଆରୋଗ୍ୟ ହାର ପ୍ରାୟ ୯୮ ପ୍ରତିଶତ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story