ଏବେ ଭେଣ୍ଟିଲେଟରରେ ଥିବା ପ୍ରଣବ ଦା’ଙ୍କୁ ଦିନେ ପ୍ରଶଂସାରେ ପୋତିଥିଲେ ବାଜପେୟୀ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଆଜି ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ସୋଶାଲ ମିଡିଆରେ ବାଜପେୟୀଙ୍କର ଅନେକ କଥା, ସ୍ମୃତିକୁ ବଖାଣୁଛନ୍ତି ଦେଶବାସୀ। ଅନ୍ୟପଟେ ଆଉ ଜଣେ ଭାରତ ରତ୍ନ ପ୍ରଣବ ମୂଖାର୍ଜୀ ଭେଣ୍ଟିଲେଟରରେ ରହି ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ଦେଶବାସୀ ମଧ୍ୟ ପ୍ରଣବଙ୍କ ଆରୋଗ୍ୟ କାମନା କରୁଛି। ତେବେ ଅଟଳ ବିହାରୀ ବାଜପେୟୀ ଏମିତି ଏକ ନେତା ଥିଲେ ଯିଏକି ବିରୋଧୀ ଦଳର ନେତାଙ୍କ ପାଖରେ […]

VAJPAYEE PRANAB

VAJPAYEE PRANAB

Subhransu Sekhar
  • Published: Sunday, 16 August 2020
  • Updated: 16 August 2020, 08:18 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଆଜି ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ସୋଶାଲ ମିଡିଆରେ ବାଜପେୟୀଙ୍କର ଅନେକ କଥା, ସ୍ମୃତିକୁ ବଖାଣୁଛନ୍ତି ଦେଶବାସୀ। ଅନ୍ୟପଟେ ଆଉ ଜଣେ ଭାରତ ରତ୍ନ ପ୍ରଣବ ମୂଖାର୍ଜୀ ଭେଣ୍ଟିଲେଟରରେ ରହି ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ଦେଶବାସୀ ମଧ୍ୟ ପ୍ରଣବଙ୍କ ଆରୋଗ୍ୟ କାମନା କରୁଛି। ତେବେ ଅଟଳ ବିହାରୀ ବାଜପେୟୀ ଏମିତି ଏକ ନେତା ଥିଲେ ଯିଏକି ବିରୋଧୀ ଦଳର ନେତାଙ୍କ ପାଖରେ ମଧ୍ୟ ଲୋକପ୍ରିୟ ଥିଲେ। ଆଉ ପ୍ରଣବ ମୂଖାର୍ଜୀଙ୍କ ସହ ମଧ୍ୟ ତାଙ୍କର ସମ୍ପର୍କ ଭଲ ଥିଲା। ସଂସଦରେ ପ୍ରଣବ ଯେଉଁଭଳି ବିତର୍କରେ ଭାଗ ନେଉଥିଲେ ତାହା ଜଣେ ପ୍ରଫେସର ବିତର୍କରେ ଭାଗ ନେଲା ଭଳି ଲାଗୁଥିଲା। ପ୍ରଣବଙ୍କ ପାଇଁ ଏଭଳି କହିଥିଲେ ବାଜପେୟୀ।

୧୭ ଡିସେମ୍ବର ୧୯୯୯ରେ ସେତେବେଳର ସାଂସଦ ପ୍ରଣବ ମୂଖାର୍ଜୀ ଏବଂ ଜୟପାଲ ରେଡ୍ଡୀଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର ପ୍ରଦାନ କରାଯାଇଥିଲା। ସେତେବେଳେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସେହି ସମୟରେ ଗୃହକୁ ସମ୍ବୋଧିତ କରିଥିଲେ। ସେ କହିଥିଲେ ଯେ ଏହି ଦୁଇଜଣ ନିଶ୍ଚିତ ଭାବରେ ଏହି ସମ୍ମାନ ପାଇବାକୁ ଯୋଗ୍ୟ। ଦଳର ଆଭିମୁଖ୍ୟ ବାହାରକୁ ଯାଇ ସଂସଦର ଉଭୟ ଗୃହରେ ଥିବା ପ୍ରତିଭାକୁ ଚିହ୍ନିବା ଏବଂ ସମ୍ମାନ ଦେବା ଆମ ସଂସଦୀୟ ବ୍ୟବସ୍ଥାର ପରିପକ୍ୱତା ଦେଖାଏ ଏବଂ ଏହା ମଧ୍ୟ ଗଣତନ୍ତ୍ର ପ୍ରତି ଆମର ସଂକଳ୍ପ ବୋଲି ବାଜପେୟୀ କହିଥିଲେ।

“ସଂସଦ ଗଣତନ୍ତ୍ରର ସଫଳତା ପାଇଁ। ସରକାର ଏବଂ ବିରୋଧୀ ନିଜ ନିଜର ଭୂମିକା ଭଲ ଭାବରେ ତୁଲାଇଲେ ହିଁ ପ୍ରଭାବଶାଳୀ ପ୍ରଶାସନ ସମ୍ଭବ ହୁଏ। ଯେତେବେଳେ ସଂସଦରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିତର୍କ ହୁଏ, ସେତେବେଳେ ସଂସଦ ଆହୁରି ପରିପକ୍ୱ ହୁଏ”।

ଏହି ବିତର୍କ ସରକାରଙ୍କ ନୀତିକୁ ସୁଦୃଢ଼ କରିବା ପାଇଁ ସାହାଯ୍ୟ କରେ। ସରକାର ଏବଂ ବିରୋଧୀଙ୍କ ମତ ମଧ୍ୟରେ ଅସମାନତା ରହିଲେ ମଧ୍ୟ ଗୃହର ସମ୍ମାନ ଏବଂ ସୌଜନ୍ୟତା ବଜାୟ ରଖିବା ଆବଶ୍ୟକ, ନଚେତ୍ ସଂସଦ ଏହାର ଦାୟିତ୍ୱ ପୂରଣ କରିପାରିବ ନାହିଁ ବୋଲି ବାଜପେୟୀ କହିଥିଲେ।

ଏହି କଥା ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ମୁଦ୍ରିତ ବହିରେ ଉଲ୍ଲେଖ ରହିଛି। ଏହି ବହି ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ। ବାଜପେୟୀ ପ୍ରଣବଙ୍କ ପାଇଁ କହିଥିଲେ, ମୂଖାର୍ଜୀ ଏବଂ ରେଡ୍ଡୀ ହେଉଛନ୍ତି ଦୁଇଜଣ ସାଂସଦ ଯେଉଁମାନେ ଶାସକ ଦଳ ତଥା ବିରୋଧୀ ଦଳରେ ଅଛନ୍ତି। ଉଭୟ ଶାସକ ଏବଂ ବିରୋଧୀ ଦଳରେ ଅଛନ୍ତି। ଉଭୟ ନିଜ ନିଜ ଶୈଳୀରେ ସଂସଦରେ ଭାଗ ନିଅନ୍ତି।

ଅଟଳ ବିହାରୀ ବାଜପେୟୀ କହିଥିଲେ ଯେ ଉଭୟ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ଘରୁ ସଂସଦକୁ ଆସନ୍ତି। ସଂସଦରେ ସେମିତି କିଛି ସମୟ ଆସିଲେ ଦୁହେଁ ତୀକ୍ଷ୍ଣ ଜବାବ ମଧ୍ୟ ଦିଅନ୍ତି, ଉଭୟଙ୍କର ଦୃଢ଼ ଯୁକ୍ତି ଅନ୍ୟ ସଦସ୍ୟଙ୍କୁ ବୁଝିବାରେ ସାହାଯ୍ୟ କରେ। ସେମାନଙ୍କ ବିତର୍କରୁ ମଧ୍ୟ ସରକାର ଲାଭବାନ ହୁଅନ୍ତି।

“ପ୍ରଣବ ମୂଖାର୍ଜୀଙ୍କୁ ବହୁ ବର୍ଷ ଧରି ଜାଣିଛି। ଦୀର୍ଘ ଦିନ ଧରି ସରକାରରେ ରହିବା ଦ୍ୱାରା ସେମାନେ ପାଇଥିବା ଅଭିଜ୍ଞତାର ଲାଭ ପାଆନ୍ତି। ମୁଁ କହିବାକୁ ଚାହେଁ ଯେ ବର୍ତ୍ତମାନ ବିରୋଧୀ ଦଳରେ ସେମାନେ ରହିଥିବାରୁ ଅନେକ ଅଭିଜ୍ଞତାର ଭଲ ଉପଯୋଗ କରୁଛନ୍ତି। ସେ ୧୯୯୭ ପାଇଁ ଶ୍ରେଷ୍ଠ ସଂସଦୀୟ ପୁରସ୍କାର ପାଇବାକୁ ଯୋଗ୍ୟ”।

ଶ୍ରୀ ଜୟପାଲ ରେଡ୍ଡୀଙ୍କ ବାବଦରେ ମଧ୍ୟ ବାଜପେୟୀ କହିଥିଲେ, ଆମର ଜୁନିଅର ସହକର୍ମୀମାନଙ୍କ ମଧ୍ୟରୁ ସେ ଜଣେ। ତାଙ୍କର ସଂସଦୀୟ କ୍ୟାରିଅର୍ ୧୯୮୪ ରେ ଆରମ୍ଭ ହୋଇଥିଲା। ୧୫ ବର୍ଷର ଅଭିଜ୍ଞତା ଅପେକ୍ଷା କମ୍ ଥିଲେ ମଧ୍ୟ ୧୯୯୮ରେ ସଂସଦୀୟ ପୁରସ୍କାର ପାଇଁ ମନୋନୀତ ହେବା କେବଳ ରେଡ୍ଡୀଙ୍କର ସଂସଦର ଯୋଗ୍ୟତାକୁ ଦର୍ଶାଏ”।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story