ଜଣେ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜମ୍ମୁ଼-କଶ୍ମୀରରେ ଆଜି ଜଣେ ଆତଙ୍କବାଦୀ ନିହତ ହୋଇଛି। ପୁଲୱାମା ଜିଲ୍ଲାର ତ୍ରାଲ୍‌ର ସୈମୋହରେ ସୁରକ୍ଷାକର୍ମୀମାନଙ୍କ ସହ ଗୁଳିବିନିମୟ ବେଳେ ଏହି ଆତଙ୍କବାଦୀର ମୃତ୍ୟୁ ଘଟିଛି। ଖବର ଲେଖାଯିବା ସୁଦ୍ଧା ଉକ୍ତ ଅଞ୍ଚଳରେ ସୁରକ୍ଷାବାହିନୀର ଅପରେସନ୍ ଜାରି ରହିଛି। ଏହା ପୂର୍ବରୁ ରାଜ୍ୟର ନୌଶେରା ସେକ୍ଟରରେ ଭାରତୀୟ ସେନାର ଅପରେସନ୍‌ ବେଳେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସୋମବାର ନିୟନ୍ତ୍ରଣ ରେଖା ପାର ହୋଇ ଏହି ଆତଙ୍କବାଦୀମାନେ ଭାରତ ସୀମା ଭିତରେ ଅନୁପ୍ରବେଶ […]

army

army

Jitendra Garnayak
  • Published: Tuesday, 02 June 2020
  • Updated: 02 June 2020, 08:25 AM IST

Sports

Latest News

ନୂଆଦିଲ୍ଲୀ: ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜମ୍ମୁ଼-କଶ୍ମୀରରେ ଆଜି ଜଣେ ଆତଙ୍କବାଦୀ ନିହତ ହୋଇଛି। ପୁଲୱାମା ଜିଲ୍ଲାର ତ୍ରାଲ୍‌ର ସୈମୋହରେ ସୁରକ୍ଷାକର୍ମୀମାନଙ୍କ ସହ ଗୁଳିବିନିମୟ ବେଳେ ଏହି ଆତଙ୍କବାଦୀର ମୃତ୍ୟୁ ଘଟିଛି। ଖବର ଲେଖାଯିବା ସୁଦ୍ଧା ଉକ୍ତ ଅଞ୍ଚଳରେ ସୁରକ୍ଷାବାହିନୀର ଅପରେସନ୍ ଜାରି ରହିଛି।

ଏହା ପୂର୍ବରୁ ରାଜ୍ୟର ନୌଶେରା ସେକ୍ଟରରେ ଭାରତୀୟ ସେନାର ଅପରେସନ୍‌ ବେଳେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସୋମବାର ନିୟନ୍ତ୍ରଣ ରେଖା ପାର ହୋଇ ଏହି ଆତଙ୍କବାଦୀମାନେ ଭାରତ ସୀମା ଭିତରେ ଅନୁପ୍ରବେଶ କରିବାକୁ ପ୍ରୟାସ କଲା ବେଳେ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ଅନୁପ୍ରବେଶ ରୋକିବା ପାଇଁ ମେ’ ୨୮ ତାରିଖରୁ ଭାରତୀୟ ସେନା ପକ୍ଷରୁ ଅପରେସନ୍ ଜାରି ରଖାଯାଇଥିବା ବେଳେ ପୁଂଛ ଜିଲ୍ଲାର ମେଣ୍ଢର ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ୧୦ ଆତଙ୍କବାଦୀ ନିହତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story