ରାମ ମନ୍ଦିର ନିର୍ମାଣ ପାଇଁ ୧ ଏକର ଜମି ଆବଶ୍ୟକ: ଟ୍ରଷ୍ଟ ମହାସଚିବ

ଅଯୋଧ୍ୟା: ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି, ମନ୍ଦିର ତିଆରି ବେଳେ ତିନୋଟି ଦିଗ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ପ୍ରଥମେ ସୁରକ୍ଷା, ଦ୍ୱିତୀୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଏବଂ ତୃତୀୟରେ ତୀର୍ଥଯାତ୍ରୀଙ୍କୁ କମ୍ ଚାଲିବା ଉପରେ ଗୁରୁତ୍ୱ ଦିଆଯିବ। ରାମଲଲାଙ୍କର ଷ୍ଟ୍ରକଚର କପଡାର ନହେବା ଦରକାର। ଯେମିତି ତିନି ବର୍ଷ ଯାଏ ତାହା ପରିବର୍ତ୍ତନ କରିବାର ଆବଶ୍ୟକତା ରହିବ ନାହିଁ ବୋଲି ସେ କହିଛନ୍ତି। ରାମ ମନ୍ଦିର ନିର୍ମାଣ ପାଇଁ ମୋଟାମୋଟି […]

ayodhya

ayodhya

Subhransu Sekhar
  • Published: Saturday, 22 February 2020
  • Updated: 22 February 2020, 05:20 PM IST

Sports

Latest News

ଅଯୋଧ୍ୟା: ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି, ମନ୍ଦିର ତିଆରି ବେଳେ ତିନୋଟି ଦିଗ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ପ୍ରଥମେ ସୁରକ୍ଷା, ଦ୍ୱିତୀୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଏବଂ ତୃତୀୟରେ ତୀର୍ଥଯାତ୍ରୀଙ୍କୁ କମ୍ ଚାଲିବା ଉପରେ ଗୁରୁତ୍ୱ ଦିଆଯିବ। ରାମଲଲାଙ୍କର ଷ୍ଟ୍ରକଚର କପଡାର ନହେବା ଦରକାର। ଯେମିତି ତିନି ବର୍ଷ ଯାଏ ତାହା ପରିବର୍ତ୍ତନ କରିବାର ଆବଶ୍ୟକତା ରହିବ ନାହିଁ ବୋଲି ସେ କହିଛନ୍ତି।

ରାମ ମନ୍ଦିର ନିର୍ମାଣ ପାଇଁ ମୋଟାମୋଟି ଭାବରେ ୩.୫ ଏକର ଜମି ଆବଶ୍ୟକ ରହିଛି। ଏକ ଏକର ଜମିରେ ମନ୍ଦିର ତିଆରି ହେବ। ଦୁଇ ଏକର ଜମିରେ କରିଡର ତିଆରି ହେବ। ସ୍ୱାମୀ ସ୍ୱରୂପାନ୍ଦ ସରସ୍ୱତୀ କହିଛନ୍ତି, ରାମଲଲାଙ୍କ ଗର୍ଭ ଗୃହ ହୀରାରେ ତିଆରି ହେଲେ ଭଲ ହେବ। ଏହାକୁ ନେଇ ଚମ୍ପତ ରାୟ କହିଛନ୍ତି, ରାମ ମନ୍ଦିର ଆନ୍ଦୋଳନ ବେଳେ ଦୀର୍ଘ ୩୪ ବର୍ଷରେ ସ୍ୱରୂପାନନ୍ଦ ସରସ୍ୱତୀ କେବେ ସମର୍ଥନ କରିନଥିଲେ।

ଆଜି ସକାଳେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଦସ୍ୟ ମାନେ ଜମି ଅଧିଗ୍ରହଣ ବାବଦରେ ସ୍ଥିତି ସମୀକ୍ଷା କରିଥିଲେ। ୨୮ ବର୍ଷ ପରେ ସେ ଜମି ଅଧିଗ୍ରହଣର ନୀରିକ୍ଷଣ କରିଛନ୍ତି। ଜମି ବାବଦରେ ନୀରିକ୍ଷଣ କରିବା ପରେ ରାମ ଜନ୍ମଭୀମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଦସ୍ୟ ଏବଂ ବ୍ୟାଙ୍କ କର୍ମଚାରୀ ମଧ୍ୟରେ ବନ୍ଦ କଠୋରୀରେ ଆଲୋଚନା ହୋଇଥିଲା।

ଅଯୋଧ୍ୟାରେ ହୋଇଥିବା ଏହି ବୈଠକରେ ଟ୍ରଷ୍ଟର ମହାସଚିବ ଚମ୍ପତ ରୟ, ଡକ୍ଚର ଅନୀଲ ମିଶ୍ର ଏବଂ ରାଜା ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ର ଉପସ୍ଥିତ ଥିଲେ। ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ରେ ଟ୍ରଷ୍ଟର ଆକାଉଣ୍ଟ ଖୋଲାଯିବ ବୋଲି ଜଣାପଡ଼ିଛି। ବ୍ୟାଙ୍କ ଆକାଉଣ୍ଟର ବ୍ୟବହାର ବାବଦରେ ସବିଶେଷ ଜାଣିବା ପାଇଁ ଆଜି ହୋଇଥିବା ବୈଠକରେ ବ୍ୟାଙ୍କ ଅଧିକାରୀ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story