କରୋନା ପାଇଁ ୧.୭ କୋଟି ପିପିଇ ଓ ୪୯ ହଜାର ଭେଣ୍ଟିଲେଟର ମଗାଇଲେ ସରକାର

ନୂଆଦିଲ୍ଲୀ: କରୋନା ଲଢ଼େଇ ଆବଶ୍ୟକ ଅସ୍ତ୍ର ପାଇଁ ଅର୍ଡର କରିଛନ୍ତି ଭାରତ ସରକାର। ବର୍ତ୍ତମାନ ସୁଦ୍ଧା ୧.୭ କୋଟି ପିପିଇ(ପର୍ସନାଲ ପ୍ରୋଟେକସନ ଇକ୍ୟୁପମେଣ୍ଟ) ଓ ୪୯ ହଜାର ଭେଣ୍ଟିଲେଟର ପାଇଁ ଭାରତ ସରକାର ଅର୍ଡର କରିଛନ୍ତି। ଏହି ପିପିଇ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ କରୋନା ରୋଗୀଙ୍କ ଚିକିତ୍ସା କରିବା ସମୟରେ ପରିଧାନ କରନ୍ତି। ଆଜି ଏହି ମେଡିକାଲ ସାମଗ୍ରୀ ଅର୍ଡର ଦିଆଯାଇଥିବା ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ […]

dc

dc

Hemant Lenka
  • Published: Thursday, 09 April 2020
  • Updated: 09 April 2020, 06:19 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଲଢ଼େଇ ଆବଶ୍ୟକ ଅସ୍ତ୍ର ପାଇଁ ଅର୍ଡର କରିଛନ୍ତି ଭାରତ ସରକାର। ବର୍ତ୍ତମାନ ସୁଦ୍ଧା ୧.୭ କୋଟି ପିପିଇ(ପର୍ସନାଲ ପ୍ରୋଟେକସନ ଇକ୍ୟୁପମେଣ୍ଟ) ଓ ୪୯ ହଜାର ଭେଣ୍ଟିଲେଟର ପାଇଁ ଭାରତ ସରକାର ଅର୍ଡର କରିଛନ୍ତି। ଏହି ପିପିଇ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ କରୋନା ରୋଗୀଙ୍କ ଚିକିତ୍ସା କରିବା ସମୟରେ ପରିଧାନ କରନ୍ତି।

ଆଜି ଏହି ମେଡିକାଲ ସାମଗ୍ରୀ ଅର୍ଡର ଦିଆଯାଇଥିବା ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ ଆଜି କହିଛନ୍ତି, “ଆମେ ଦେଇଥିବା ଅର୍ଡର ଅନୁଯାୟୀ ପିପିଇ, ଭେଣ୍ଟିଲେଟର ଓ ଏନ୯୫ ଫେସ ମାସ୍କ ଆମ ପାଖକୁ ଆସିବା ଆରମ୍ଭ ହୋଇଗଲାଣି। ତେଣୁ କେହି ବି ଆତଙ୍କିତ ହେବା ଦରକାର ନାହିଁ।

ସମସ୍ତେ ପିପିଇ ପିନ୍ଧିବାର ଆବଶ୍ୟକତା ନାହିଁ। ଏହାକୁ କେବଳ ଜରୁରୀ ଥିବା ସ୍ୱାସ୍ଥ୍ୟକର୍ମୀ ପରିଧାନ କରନ୍ତୁ। ଏ ସମ୍ପର୍କରେ ସବୁ ଡାକ୍ତରଖାନାକୁ ଗାଇଡଲାଇନ ଜାରି କରାଯାଇଛି। ୨୦ଟି ଘରୋଇ ଉତ୍ପାଦନ ସଂସ୍ଥା ସହ ଆମେ ଯୋଗାଯୋଗ କରିଛୁ। ୧.୭ କୋଟି ପିପିଇ ତିଆରି କରିବାକୁ କହିଛୁ।

ଏହାର ଆମଦାନୀ ଆରମ୍ଭ ହେଇଗଲାଣି। ସେହିପରି ଆଉ ୪୯ ହଜାର ଭେଣ୍ଟିଲେଟର ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତେ ପିପିଇ ଆବଶ୍ୟକ କରୁଛନ୍ତି। ତେବେ ସମସ୍ତେ ପିପିଇ ପିନ୍ଧିବା ଜରୁରୀ ନୁହେଁ। ପିପିଇରେ ବୁଟ୍ସ, ଏନ୯୫ ମାସ୍କ ଓ ଶରୀରର ସମସ୍ତ ଅଂଶକୁ ଘୋଡ଼ାଇବାର ଜିନିଷ ରହିଛି।

ଯେଉଁମାନେ ଅତି ସମ୍ବେଦନଶୀଳ କାର୍ଯ୍ୟ କରୁଛନ୍ତି, ସେମାନେ ପିପିଇ ପିନ୍ଧିବେ। ହେଲେ କମ ସମ୍ବେଦନଶୀଳ କାମ କରୁଥିବା ଲୋକମାନେ କେବଳ ମାସ୍କ ଓ ଗ୍ଲୋବସ ପିନ୍ଧି ପାରିବେ। ଆବଶ୍ୟକ ଅନୁଯାୟୀ ପିପିଇକୁ ବ୍ୟବହାର କରନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story