ଆମ ଯବାନ ବିଶ୍ୱରେ ଶ୍ରେଷ୍ଠ, ଦେଶକୁ ନିଶ୍ଚୟ ଗର୍ବିତ କରିବେ: ଆର୍ମି ମୁଖ୍ୟ

ଲେହ: ଚାଇନା ସୀମାବର୍ତ୍ତି ଅଞ୍ଚଳ ପରିଦଶର୍ନ ସହ ଭାରତୀୟ ସେନାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନାରାଭଣେ । ସେ ଶୁକ୍ରବାର କହିଛନ୍ତି ଏଲଏସିରେ ସ୍ଥିତି ଗମ୍ଭୀର ରହିଛି। ସେ ଆହୁରି ମଧ୍ୟ କହିଛନ୍ତି, ଭାରତୀୟ ଯବାନ ସମଗ୍ର ବିଶ୍ୱରେ ଶ୍ରେଷ୍ଠ । ସେମାନେ ଅତି ଅନୁପ୍ରାଣିତ ଏବଂ ନିଶ୍ଚୟ ଦେଶକୁ ଗର୍ବିତ କରିବେ। ସେ କହିଛନ୍ତି, ମୁଁ ଲେହ ପହଞ୍ଚି ବିଭିନ୍ନ ସ୍ଥାନ ବୁଲିଛି। ଅଧିକାରୀଙ୍କ ସହ ଏବଂ ଅନ୍ୟମାନଙ୍କ ସହ […]

Naravane

Naravane

Subrat Kumar Nayak
  • Published: Friday, 04 September 2020
  • Updated: 04 September 2020, 01:48 PM IST

Sports

Latest News

ଲେହ: ଚାଇନା ସୀମାବର୍ତ୍ତି ଅଞ୍ଚଳ ପରିଦଶର୍ନ ସହ ଭାରତୀୟ ସେନାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନାରାଭଣେ । ସେ ଶୁକ୍ରବାର କହିଛନ୍ତି ଏଲଏସିରେ ସ୍ଥିତି ଗମ୍ଭୀର ରହିଛି। ସେ ଆହୁରି ମଧ୍ୟ କହିଛନ୍ତି, ଭାରତୀୟ ଯବାନ ସମଗ୍ର ବିଶ୍ୱରେ ଶ୍ରେଷ୍ଠ । ସେମାନେ ଅତି ଅନୁପ୍ରାଣିତ ଏବଂ ନିଶ୍ଚୟ ଦେଶକୁ ଗର୍ବିତ କରିବେ।

ସେ କହିଛନ୍ତି, ମୁଁ ଲେହ ପହଞ୍ଚି ବିଭିନ୍ନ ସ୍ଥାନ ବୁଲିଛି। ଅଧିକାରୀଙ୍କ ସହ ଏବଂ ଅନ୍ୟମାନଙ୍କ ସହ ପ୍ରସ୍ତୁତି ବାବଦରେ କଥା ହୋଇଛି। ଆମ ଯବାନ ଯେକୌଣସି ଆହ୍ବାନର ସାମ୍ନା କରିବାକୁ ପ୍ରସ୍ତୁତ। ସୀମାକୁ ସୁରକ୍ଷିତ ରଖିବା ପାଇଁ ଏବଂ ନିରପତ୍ତା ପାଇଁ ସେନା ପକ୍ଷରୁ ପ୍ରତିଷେଧାତ୍ମକ ଭାବେ ବ୍ୟାପକ ସେନା ମୁତୟନ କରାଯାଇଛି। ଏହାଫଳରେ ଆମର ଅଖଣ୍ଡତା ଅକ୍ଷୁର୍ଣ୍ଣ ରହିପାରିବ।

ତେବେ ସୀମା ବିବାଦର ସମାଧାନ ପାଇଁ ଭାରତ ଲଗାତାର ପ୍ରୟାସ କରୁଛି ଏବଂ ଶାନ୍ତିପୂର୍ଣ୍ଣ ଉପାୟରେ ଓ ଅସ୍ତ୍ରବିରତି ଉଲ୍ଲଂଘନ କରି ଏହାର ପ୍ରୟାସ କରୁଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story