ଥିରୁଭନନ୍ତପୁରମ୍: ସାବାରୀମାଲାରେ ପାର୍ବଣ ଋତୁ ଅବସରରେ ୧୦,୦୧୭ ପୁଲିସ୍ ନିୟୋଜିତ କରିବା ପାଇଁ ନିଷ୍ପତ୍ତି ନେଇଛି କେରଳ ପୁଲିସ୍। ୫ଟି ଫେଜ୍ରେ ନଭେମ୍ବର ୧୫ରୁ ଏହି ପୁଲିସ୍ମାନେ ନିୟୋଜିତ ହେବେ।
କେରଳ ଅତିରିକ୍ତ ଡିଜିପି ଶୈକ୍ ଦର୍ବେଶ ସାହେବ ସାବରୀମାଲା ଆଖପାଖରେ ଆଇନ ଶୃଙ୍ଖଳା ପାଇଁ ସଂଯୋଜକ ଦାୟିତ୍ୱ ନେବେ। ମଣ୍ଡଳ ପୂଜା ଉତ୍ସବ ପାଇଁ ନଭେମ୍ବର ୧୬ରେ ମନ୍ଦିର ଖୋଲିବାର ଅଛି।
ନିୟୋଜିତ ହେବାକୁ ଥିବା ପୁଲିସ୍ମାନଙ୍କ ମଧ୍ୟରୁ ୨୪ ଜଣ ଏସ୍ପି ଏବଂ ଏଏସ୍ପି ପାହ୍ୟାର ରହିବେ। ୧୧୨ ଜଣ ଡିୱାଇଏସ୍ପି ରହିବେ, ୨୬୪ ଜଣ ସର୍କଲ ଇନ୍ସପେକ୍ଟର ରହିବେ ଏବଂ ୧,୧୮୫ ସବ୍ ଇନ୍ସପେକ୍ଟର ବା ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ରହିବେ। ଏମାନେ ୮,୪୦୨ ସିଭିଲ୍ ପୁଲିସ୍ ଅଧିକାରୀଙ୍କ ପରିଚାଳନା କରିବେ। ଏମାନଙ୍କ ମଧ୍ୟରେ ୩୦୭ ମହିଳା ଅଧିକାରୀ ମଧ୍ୟ ରହିବେ। ଅତିରିକ୍ତ ଭାବେ ୩୦ ଜଣ ସିଆଇ ଏବଂ ଏସ୍ଆଇ ରାଙ୍କର ମହିଳା ପୁଲିସ୍ ଅଧିକାରୀ ଏହି ଅବସରରେ ରହିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ନିର୍ବାଚନ ପୂର୍ବରୁ ଫାଟ, 'ଇଣ୍ଡି ବ୍ଲକ୍'ରୁ କଂଗ୍ରେସକୁ ଆଉଟ୍ କରିବାକୁ ଚାହୁଁଛି ଆପ୍
ଦିଲ୍ଲୀ ନିର୍ବଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ଇଣ୍ଡିଆ ମେଣ୍ଟରୁ କଂଗ୍ରେସକୁ ବାହାର କରିବାକୁ ଚାହୁଁଛି। ଏଥିପାଇଁ ସେ ଅନ୍ୟ ଦଳ ସହ କଥା ହେବ।
National
୨୦୨୩-୨୪ ବର୍ଷରେ ବି ବିଜେପି ମାଲେମାଲ, ପାଇଛି ୨,୨୪୪ କୋଟି ଚାନ୍ଦା
୨୦୨୩-୨୪ ବର୍ଷରେ ବିଜେପି ସର୍ବାଧିକ ୨,୨୪୪ କୋଟି ଟଙ୍କା ପାଇଥିବାବେଳେ ପୂର୍ବତନ ତେଲେଙ୍ଗାନା ସିଏମ ଚନ୍ଦ୍ରଶେଖର ରାଓଙ୍କ ଦଳ ବିଆରଏସ ଦ୍ୱିତୀୟ ସ୍ଥାନରେ ରହିଛି।
National
ମଝି ସମୁଦ୍ରରେ ବୁଡ଼ିଲା ଯାତ୍ରୀବାହୀ ଡ଼ଙ୍ଗା, ଜଣେ ମୃତ, ୨୦ ଉଦ୍ଧାର
ଦୁର୍ଘଟଣାରେ ଜଣେ ୫୪ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨୦ ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
National
ଆସାମରୁ ଗିରଫ ହେଲେ ଆଉ ୨ ଦୁଇ ବାଂଲାଦେଶୀ ଆତଙ୍କୀ
ଏହାପୂର୍ବରୁ ଆସାମ, ପଶ୍ଚିମବଙ୍ଗ ଓ କେରଳରୁ ୮ ଜଣ ଏବିଟି ସଦସ୍ୟ ଗିରଫ ହୋଇଥିଲେ। ସେମାନଙ୍କୁ ଜେରା କରାଯିବା ବେଳେ ଅବଦୁଲ ଓ ମୀର୍ଦ୍ଧା ସମ୍ପର୍କରେ ସୂଚନା ମିଳିଥିଲା।
Viral
ଅସୁସ୍ଥ ପତ୍ନୀଙ୍କ ପାଇଁ ନେଲେ VRS, କିନ୍ତୁ ବିଦାୟ ସମ୍ବର୍ଦ୍ଧନା ବେଳେ ଆଖି ବୁଜିଲେ ପତ୍ନୀ
କ୍ୟାମେରାକୁ ଚାହିଁ ହସୁଥିଲେ। ବେକରେ ଥିଲା ବିରାଟ ଗେଣ୍ଡୁମାଳ। କିଛି ଫୁଲ ମଧ୍ୟ ସେ ଧରିଥିଲେ। ସ୍ୱାମୀଙ୍କ ବିଦାୟୀ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପାଇଁ ତାଙ୍କ ଚାରି ପାଖର ପରିବେଶ ବେଶ ଉତ୍ସବ ମୁଖର ଥିଲା। ସମସ୍ତେ ଖୁସି ହୋଇ କାର୍ଯ୍ୟକ୍ରମର ମଜା ନେଉଥିଲେ। କିନ୍ତୁ ...