ବିଜେପି ମୁଖ୍ୟାଳୟରେ ପଶିଲା କରୋନା, ୨୦ରୁ ଅଧିକ ଆକ୍ରାନ୍ତ

ପାଟନା: ବିଜେପିର ବିହାର ମୁଖ୍ୟାଳୟରେ ମହାମାରୀ କରୋନା ଭାଇରସ୍‌ ପ୍ରବେଶ କରିଛି। ୪ ଜଣ ଅଫିସ ଅଧିକାରୀଙ୍କ ସମେତ ୨୦ରୁ ଅଧିକ ଲୋକ ଏହି ପ୍ରାଣଘାତୀ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ବିହାର ବିଜେପି ୟୁନିଟ ମୁଖ୍ୟ ସଞ୍ଜୟ ଜୈସୱାଲ ସୂଚନା ଦେଇଛନ୍ତି। କିଛି ମିଡିଆରେ ୭୫ ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଦାବି କରାଯାଇଥିଲା। ହେଲେ ସଞ୍ଜୟ କହିଛନ୍ତି, “କେବଳ ୨୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରାପିଡ୍‌ ଟେଷ୍ଟ ସମୟରେ ଏମାନଙ୍କ ରିପୋର୍ଟ […]

ua

ua

Hemant Lenka
  • Published: Tuesday, 14 July 2020
  • Updated: 14 July 2020, 07:56 PM IST

Sports

Latest News

ପାଟନା: ବିଜେପିର ବିହାର ମୁଖ୍ୟାଳୟରେ ମହାମାରୀ କରୋନା ଭାଇରସ୍‌ ପ୍ରବେଶ କରିଛି। ୪ ଜଣ ଅଫିସ ଅଧିକାରୀଙ୍କ ସମେତ ୨୦ରୁ ଅଧିକ ଲୋକ ଏହି ପ୍ରାଣଘାତୀ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ବିହାର ବିଜେପି ୟୁନିଟ ମୁଖ୍ୟ ସଞ୍ଜୟ ଜୈସୱାଲ ସୂଚନା ଦେଇଛନ୍ତି।

କିଛି ମିଡିଆରେ ୭୫ ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଦାବି କରାଯାଇଥିଲା। ହେଲେ ସଞ୍ଜୟ କହିଛନ୍ତି, “କେବଳ ୨୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରାପିଡ୍‌ ଟେଷ୍ଟ ସମୟରେ ଏମାନଙ୍କ ରିପୋର୍ଟ ପଜିଟିଭ ଆସିଛି। ଏବେ ଆମେ ଆରଟିପିସିଆର ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରିଛୁ।

ଯେଉଁମାନଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ସେମାନଙ୍କର କୌଣସି ଲକ୍ଷଣ ନଥିଲା। ତଥାପି ସତର୍କତାମୂଳକ ଭାବେ ସମସ୍ତେ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି। ନିକଟରେ ଜଣେ ବ୍ୟକ୍ତି ଅଫିସକୁ ଆସିଥିବା ବେଳେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା।

ଏହାପରେ ଏଠାରେ ଥିବା ୧୧୦ ଜଣ ସଦସ୍ୟଙ୍କର ନମୁନା ସୋମବାର ସଂଗ୍ରହ କରାଯାଇଥିଲା। ଏବେ ସେମାନଙ୍କ ମଧ୍ୟରୁ ୨୪ ଜଣଙ୍କ ନମୁନା ପଜିଟିଭ ଆସିଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story