ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା, ୧୮ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

କୋଲକତା: ‘କୋମେନ୍’ ପ୍ରଭାବରେ ଗତ ୧୮ ଘଣ୍ଟାରୁ ଅଧିକ ସମୟ ହେବ ପଶ୍ଚିମବଙ୍ଗର ଦକ୍ଷିଣ ଭାଗରେ ବର୍ଷା ଜାରି ରହିଛି। ଫଳରେ ବନ୍ୟାସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଯୋଗୁ ୧୩ଟି ଜିଲ୍ଲାର ପ୍ରାୟ ୧୮ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବର୍ଷାର ସ୍ଥିତି ଦେଖି ଇଂଲଣ୍ଡ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଧାରୁ କୋଲକତା ଫେରିଆସିଛନ୍ତି। ରାଜ୍ୟରେ ବର୍ଷାର ସ୍ଥିତି ଦେଖି ସେ ଏକ ସମୀକ୍ଷା ବୈଠକ କରିବା ସହ ବିଭିନ୍ନି ଜିଲ୍ଳା ଉପରେ ସେ […]

mamota

mamota

Rakesh Mallick
  • Published: Sunday, 02 August 2015
  • Updated: 02 August 2015, 09:00 AM IST

Sports

Latest News

କୋଲକତା: ‘କୋମେନ୍’ ପ୍ରଭାବରେ ଗତ ୧୮ ଘଣ୍ଟାରୁ ଅଧିକ ସମୟ ହେବ ପଶ୍ଚିମବଙ୍ଗର ଦକ୍ଷିଣ ଭାଗରେ ବର୍ଷା ଜାରି ରହିଛି। ଫଳରେ ବନ୍ୟାସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଯୋଗୁ ୧୩ଟି ଜିଲ୍ଲାର ପ୍ରାୟ ୧୮ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।

ବର୍ଷାର ସ୍ଥିତି ଦେଖି ଇଂଲଣ୍ଡ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଧାରୁ କୋଲକତା ଫେରିଆସିଛନ୍ତି। ରାଜ୍ୟରେ ବର୍ଷାର ସ୍ଥିତି ଦେଖି ସେ ଏକ ସମୀକ୍ଷା ବୈଠକ କରିବା ସହ ବିଭିନ୍ନି ଜିଲ୍ଳା ଉପରେ ସେ ନିଜେ ନଜର ରଖୁଛନ୍ତି।

ବର୍ଷା ଯୋଗୁଁ ପ୍ରାୟ ୩୯ ଲୋକଙ୍କ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story