ମହିଳା ପରିଚୟ ଦେଇ ଫସାଉଛନ୍ତି ପାକ୍‌ ଏଜେଣ୍ଟ, ସେନା ଜାରି କଲା ନିର୍ଦ୍ଦେଶନାମା

ନୂଆଦିଲ୍ଲୀ:ପାକିସ୍ତାନୀ ଏଜେଣ୍ଟ ସୋଶାଲ ମିଡିଆ ଯୋଗେ ଭାରତୀୟ ଯବାନଙ୍କୁ ଟାର୍ଗେଟ୍‌ କରୁଥିବା ତଥ୍ୟ ସାମ୍ନାକୁ ଆସିବା ପରେ ସେନା ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସେନା ପକ୍ଷରୁ ଯବାନଙ୍କୁ ଏବଂ ଅଧିକାରୀମାନଙ୍କୁ କୁହାଯାଇଛି, ପାକିସ୍ତାନୀ ଏଜେଣ୍ଟ ଧର୍ମଗୁରୁ ଏବଂ ବିଦେଶୀ ମହିଳାଙ୍କ ପରିଚୟ ଦେଇ ଏଭଳି ଜାଲ ବିଛାଉଛନ୍ତି। ସେମାନଙ୍କ ପ୍ରତି ସତର୍କ ରହିବାକୁ ଏବଂ ଭୁଲ୍‌ରେ ବି ସମ୍ବେଦନଶୀଳ ତଥ୍ୟ ନ ଦେବାକୁ କୁହାଯାଇଛି। ଯୋଧପୁରରେ ଜଣେ ଯବାନ ବହୁ ଗୋପନୀୟ ତଥ୍ୟ ବିକ୍ରି କରୁଥିବାର […]

indian-army

indian-army

Subrat Kumar Nayak
  • Published: Thursday, 07 November 2019
  • Updated: 07 November 2019, 09:31 PM IST

Sports

Latest News

ନୂଆଦିଲ୍ଲୀ:ପାକିସ୍ତାନୀ ଏଜେଣ୍ଟ ସୋଶାଲ ମିଡିଆ ଯୋଗେ ଭାରତୀୟ ଯବାନଙ୍କୁ ଟାର୍ଗେଟ୍‌ କରୁଥିବା ତଥ୍ୟ ସାମ୍ନାକୁ ଆସିବା ପରେ ସେନା ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସେନା ପକ୍ଷରୁ ଯବାନଙ୍କୁ ଏବଂ ଅଧିକାରୀମାନଙ୍କୁ କୁହାଯାଇଛି, ପାକିସ୍ତାନୀ ଏଜେଣ୍ଟ ଧର୍ମଗୁରୁ ଏବଂ ବିଦେଶୀ ମହିଳାଙ୍କ ପରିଚୟ ଦେଇ ଏଭଳି ଜାଲ ବିଛାଉଛନ୍ତି। ସେମାନଙ୍କ ପ୍ରତି ସତର୍କ ରହିବାକୁ ଏବଂ ଭୁଲ୍‌ରେ ବି ସମ୍ବେଦନଶୀଳ ତଥ୍ୟ ନ ଦେବାକୁ କୁହାଯାଇଛି।

ଯୋଧପୁରରେ ଜଣେ ଯବାନ ବହୁ ଗୋପନୀୟ ତଥ୍ୟ ବିକ୍ରି କରୁଥିବାର ଅଭିଯୋଗ ଆସିବା ସମୟରେ ଏଭଳି ନିର୍ଦ୍ଦେଶନାମା ସାମ୍ନାକୁ ଆସିଛି। ସୋଶାଲ ମିଡିଆରେ ଜଣେ ପାକିସ୍ତାନୀ ମହିଳା ଏଜେଣ୍ଟଙ୍କୁ ଯବାନ ଜଣକ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିବା ଭଳି ଅଭିଯୋଗ ତାଙ୍କ ନାମରେ ଆସିଛି। ତାଙ୍କ ସହ ଆଉ ଜଣେ ଯବାନ ଅଟକ ରହିଥିଲେ ମଧ୍ୟ ପ୍ରମାଣ ଅଭାବରୁ ତାଙ୍କୁ ଛାଡ଼ିଦିଆଯାଇଥିଲା।

ଗତ ମାସରେ ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି, ସମ୍ବେଦନଶୀଳ ସ୍ଥାନରେ ନିଯୁକ୍ତ ଯବାନଙ୍କୁ ଟାର୍ଗେଟ୍‌ କରିବା ପାଇଁ ପାକିସ୍ତାନ ଏଜେଣ୍ଟ ମିଛ ପରିଚୟ ସହ ସୋଶାଲ ମିଡିଆରେ ସକ୍ରିୟ ଅଛନ୍ତି। ଏଭଳି ୧୫୦ ପ୍ରୋଫାଇଲ୍‌ ରହିଥିବା ସେନା ପକ୍ଷରୁ କୁହାଯାଇଛି। ଏହି ଉପାୟରେ ସେମାନେ ବରିଷ୍ଠ ଅଧିକାରୀଙ୍କ ଯୋଗାଯୋଗ ନମ୍ବର ସଂଗ୍ରହ କରିବା ଏବଂ କେଉଁ ସ୍ଥାନରେ କେତେ ସାନା ନିୟୋଜିତ ହୋଇଥା’ନ୍ତି ତାହା ଖବର ଲଗାନ୍ତି। ଏଥିପାଇଁ ବିଶେଷ କରି କନିଷ୍ଠ ଅଧିକାରୀ ଏବଂ ଯବାନଙ୍କୁ ଟାର୍ଗେଟ୍‌ କରାଯାଏ।

ସୂଚନାଯୋଗ୍ୟ ଯେ, ଜଣେ ଓଡ଼ିଆ ଯବାନ ବିଚିତ୍ର ବେହେରା ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇ ଆଜି ଗିରଫ ହୋଇଛନ୍ତି। ରାଜସ୍ଥାନର ଜୟପୁର ରେଲଓ୍ୱେ ଷ୍ଟେସନରୁ ମଙ୍ଗଳବାର ବିଚିତ୍ରଙ୍କୁ ପୁଲିସ ଅଟକ ରଖିଥିଲା। ଦେଶର ତଥ୍ୟ ଚୋରି ଲିକ୍ କରିବା ମାମଲାରେ ତାଙ୍କୁ ପୁଲିସ୍ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story