ଇମ୍ରାନ୍‌ଙ୍କ ପିଛା ଛାଡ଼ୁନି ଦୁର୍ଭାଗ୍ୟ, ଧୋକା ଦେଲା ବିମାନ

ନ୍ୟୁୟର୍କ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ବିଭିନ୍ନ ସମୟରେ ହଟହଟା ହେବା ସାଧାରଣ ଘଟଣା ପାଲଟିଲାଣି। ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ଗୁରୁତ୍ୱ କମିବା ସହ ତାଙ୍କ ସହିତ ଅଜବ ଘଟଣାସବୁ ଘଟୁଛି। ଶନିବାର ସେ ଆମେରିକାରୁ ପାକିସ୍ତାନ ଫେରୁଥିବା ସମୟରେ ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ଘଟିବା କାରଣରୁ ଏହା ଜରୁରୀକାଳୀନ ଅବତରଣ କରିଛି। ଇମ୍ରାନ୍‌ ଖାନ୍‌ ଏବଂ ତାଙ୍କ ସହ ଥିବା ପାକିସ୍ତାନର ଅନ୍ୟ ପ୍ରତିନିଧିମାନଙ୍କୁ ନେଇ ଉଡ଼ାଣ ଭରିଥିବା ଏହି ବିମାନ ଶେଷରେ ନ୍ୟୁୟର୍କ […]

imran

imran

Subrat Kumar Nayak
  • Published: Saturday, 28 September 2019
  • Updated: 28 September 2019, 05:01 PM IST

Sports

Latest News

ନ୍ୟୁୟର୍କ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ବିଭିନ୍ନ ସମୟରେ ହଟହଟା ହେବା ସାଧାରଣ ଘଟଣା ପାଲଟିଲାଣି। ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ଗୁରୁତ୍ୱ କମିବା ସହ ତାଙ୍କ ସହିତ ଅଜବ ଘଟଣାସବୁ ଘଟୁଛି। ଶନିବାର ସେ ଆମେରିକାରୁ ପାକିସ୍ତାନ ଫେରୁଥିବା ସମୟରେ ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ଘଟିବା କାରଣରୁ ଏହା ଜରୁରୀକାଳୀନ ଅବତରଣ କରିଛି।

ଇମ୍ରାନ୍‌ ଖାନ୍‌ ଏବଂ ତାଙ୍କ ସହ ଥିବା ପାକିସ୍ତାନର ଅନ୍ୟ ପ୍ରତିନିଧିମାନଙ୍କୁ ନେଇ ଉଡ଼ାଣ ଭରିଥିବା ଏହି ବିମାନ ଶେଷରେ ନ୍ୟୁୟର୍କ ଆଡ଼କୁ ମୁହାଁଇଥିଲା। ବର୍ତ୍ତମାନ ଇମ୍ରାନ୍‌ ଏବଂ ଅନ୍ୟ ପ୍ରତିନିଧିମାନେ ନ୍ୟୁୟର୍କଠାରେ ରାତି କଟାଇବେ ବୋଲି ସୂଚନା ମିଳିଛି। ଏହି ବିମାନର ମରାମତି କରାଯିବା ପରେ ସେମାନେ ସ୍ୱଦେଶ ଫେରିବେ।

ସୂଚନାଯୋଗ୍ୟ ଯେ, ସାଉଦି ଆରବ ସରକାର ଇମ୍ରାନ୍‌ଙ୍କୁ ଆମେରିକା ଯିବା ପାଇଁ ଏହି ସ୍ୱତନ୍ତ୍ର ବିମାନ ଦେଇଥିଲେ। ଇମ୍ରାନ୍‌ ଖାନ୍‌ ଜାତିସଂଘର ସାଧାରଣ ଅଧିବେଶନରେ ଯୋଗଦେବା ପାଇଁ ଆମେରିକା ଗସ୍ତରେ ଅଛନ୍ତି। ସେ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅଭିଭାଷଣ ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story