ଇସ୍‌ଲାମାବାଦ୍‌: ବସ୍‌ ଦୁର୍ଘଟଣାରେ ୨୭ ମୃତ, ୬୫ ଆହତ

ଇସ୍‌ଲାମାବାଦ୍‌: ପାକିସ୍ତାନ ରହୀମ୍‌ ୟାର ଖେର ଜିଲ୍ଲାରେ ଦୁଇଟି ବସ୍‌ ମଧ୍ୟରେ ଧକ୍କା ହେବାରୁ ୨୭ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୬୫ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୋଟିଏ ବସ୍‌ କରାଚିରୁ ବାହାୱାଲପୁର ଯାଉଥିବା ବେଳେ ଅନ୍ୟଟି ସିଡିଗୋବାଡ଼ରୁ ଫରିଦାବାଦ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା।

pakistan

Rakesh Mallick
  • Published: Monday, 17 October 2016
  • , Updated: 04 May 2017, 03:44 PM IST

Related story