ପାକିସ୍ତାନ ଆଡ଼କୁ ଢଳୁଛି ଋଷ

ନୂଆଦିଲ୍ଲୀ: ଆତଙ୍କବାଦୀ ପ୍ରସଙ୍ଗକୁ ନେଇ ବ୍ରିକ୍ସ ସମ୍ମିଳନୀରେ ପାକିସ୍ତାନକୁ ଘେରିବାକୁ କରିଥିବା ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପ୍ରକାର ବିଫଳ ହୋଇଛନ୍ତି। ସମ୍ମିଳନୀ ପୂର୍ବରୁ ଚୀନ ଜୈଶ-ଏ-ମହମ୍ମଦ ଓ ଲଶ୍କର-ଏ-ତୋଏବା ନାମ ଆଣିବା ବାଟ୍‌ ବନ୍ଦ କରି ଦେଇଥିବା ବେଳେ ପୁରୁଣା ବନ୍ଧୁ ଋଷ ମଧ୍ୟ ଭାରତକୁ ସମର୍ଥନ କରିନାହିଁ। ବ୍ରିକ୍ସ ସମ୍ମିଳନୀରେ ପାକିସ୍ତାନକୁ ଆତଙ୍କବଦୀ ରାଷ୍ଟ୍ର ଘୋଷଣା କରି ଏକ ଘରିଆ କରିବାକୁ ଭାରତର ଉଦ୍ୟମକୁ ଋଷ ସମର୍ଥନ କରିବା ବଦଳରେ ଚୁପ ରହିଥିଲା। […]

india-russia

india-russia

Rakesh Mallick
  • Published: Tuesday, 18 October 2016
  • Updated: 04 May 2017, 03:44 PM IST

Sports

Latest News

ନୂଆଦିଲ୍ଲୀ: ଆତଙ୍କବାଦୀ ପ୍ରସଙ୍ଗକୁ ନେଇ ବ୍ରିକ୍ସ ସମ୍ମିଳନୀରେ ପାକିସ୍ତାନକୁ ଘେରିବାକୁ କରିଥିବା ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପ୍ରକାର ବିଫଳ ହୋଇଛନ୍ତି। ସମ୍ମିଳନୀ ପୂର୍ବରୁ ଚୀନ ଜୈଶ-ଏ-ମହମ୍ମଦ ଓ ଲଶ୍କର-ଏ-ତୋଏବା ନାମ ଆଣିବା ବାଟ୍‌ ବନ୍ଦ କରି ଦେଇଥିବା ବେଳେ ପୁରୁଣା ବନ୍ଧୁ ଋଷ ମଧ୍ୟ ଭାରତକୁ ସମର୍ଥନ କରିନାହିଁ। ବ୍ରିକ୍ସ ସମ୍ମିଳନୀରେ ପାକିସ୍ତାନକୁ ଆତଙ୍କବଦୀ ରାଷ୍ଟ୍ର ଘୋଷଣା କରି ଏକ ଘରିଆ କରିବାକୁ ଭାରତର ଉଦ୍ୟମକୁ ଋଷ ସମର୍ଥନ କରିବା ବଦଳରେ ଚୁପ ରହିଥିଲା। ଫଳରେ ଭାରତ ଏହି ପ୍ରସଙ୍ଗକୁ ଦୃଢତାର ସହ ସମ୍ମିଳନୀରେ ଉପସ୍ଥାପନ କରିପାରି ନ ଥିଲା।

ସମ୍ମିଳନୀ ଅବସରରେ ମୋଦି ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁତିନ୍‌ଙ୍କୁ ଭେଟିବା ପରେ କହିଥିଲେ ପୁରୁଣା ବନ୍ଧୁ ନୂଆ ବନ୍ଧୁଠାରୁ ଭଲ। ହେଲେ ଆତଙ୍କୀ ପ୍ରସଙ୍ଗରେ ଚୁପ ରହିବା ଭାରତ ସହ ଋଷର ସମ୍ପର୍କ ଆଉ ଆଗ ଭଳି ନ ଥିବାକୁ ସୂଚାଉଛି।

 ଜୈଶ-ଏ-ମହମ୍ମଦ ଓ ଲଶ୍କର-ଏ-ତୋଏବାକୁ ୟୁଏନ୍‌ ଆତଙ୍କବାଦୀ ସଂଗଠନ ତାଲିକାରେ ସାମିଲ କରିଛି। ତେଣୁ ବ୍ରିକ୍ସ ରାଷ୍ଟ୍ରମାନେ ଏହି ଦୁଇ ସଂଗଠନକୁ ଆତଙ୍କୀ ଘୋଷଣା କରିବାକୁ ବାଧ୍ୟ। ହେଲେ ଋଷର ଏପରି ଆଚରଣ ପାକିସ୍ତାନ ପ୍ରତି ବଢୁଥିବା ତା’ର ସମର୍ଥନକୁ ସୂଚାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story