ପାକିସ୍ତାନକୁ ଘାରିଛି ଭାରତ ଭୟ

ଇସଲାମାବାଦ: ପାକିସ୍ତାନକୁ ଘାରିଛି ଭାରତ ଭୟ। ଆଗାମୀ କିଛି ଦିନ ମଧ୍ୟରେ ଭାରତ ଆକ୍ରମଣ କରିପାରେ ବୋଲି ଭାବି ପାକିସ୍ତାନ ସରକାର ଭୟଭୀତ ହୋଇଯାଇଛନ୍ତି। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଆଏଶା ଫାରୁକିଙ୍କ ମନ୍ତବ୍ୟରୁ ଏହା ଜଣାପଡ଼ୁଛି। ସେ କହିଛନ୍ତି, ତୁର୍କୀର ରାଷ୍ଟ୍ରପତି ରିସେପ ତୈୟପ ଏବେ ପାକିସ୍ତାନ ଗସ୍ତରେ ଆସିଛନ୍ତି। କଶ୍ମୀର ପ୍ରସଙ୍ଗରେ ତାଙ୍କ ନେଶ ପାକିସ୍ତାନକୁ ସମର୍ଥନ କରୁଥିବାରୁ ଭାରତ ଆକ୍ରମଣ କରିପାରେ। ଯଦି ଭାରତ ଆକ୍ରମଣ କରିବ, ତା’ହେଲେ ପାକିସ୍ତାନ ମଧ୍ୟ କଡ଼ା […]

MISSILE

MISSILE

Subhransu Sekhar
  • Published: Friday, 14 February 2020
  • Updated: 14 February 2020, 10:17 AM IST

Sports

Latest News

ଇସଲାମାବାଦ: ପାକିସ୍ତାନକୁ ଘାରିଛି ଭାରତ ଭୟ। ଆଗାମୀ କିଛି ଦିନ ମଧ୍ୟରେ ଭାରତ ଆକ୍ରମଣ କରିପାରେ ବୋଲି ଭାବି ପାକିସ୍ତାନ ସରକାର ଭୟଭୀତ ହୋଇଯାଇଛନ୍ତି। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଆଏଶା ଫାରୁକିଙ୍କ ମନ୍ତବ୍ୟରୁ ଏହା ଜଣାପଡ଼ୁଛି।

ସେ କହିଛନ୍ତି, ତୁର୍କୀର ରାଷ୍ଟ୍ରପତି ରିସେପ ତୈୟପ ଏବେ ପାକିସ୍ତାନ ଗସ୍ତରେ ଆସିଛନ୍ତି। କଶ୍ମୀର ପ୍ରସଙ୍ଗରେ ତାଙ୍କ ନେଶ ପାକିସ୍ତାନକୁ ସମର୍ଥନ କରୁଥିବାରୁ ଭାରତ ଆକ୍ରମଣ କରିପାରେ। ଯଦି ଭାରତ ଆକ୍ରମଣ କରିବ, ତା’ହେଲେ ପାକିସ୍ତାନ ମଧ୍ୟ କଡ଼ା ଜବାବ ଦେବ।

ପାକିସ୍ତାନର ଏଭଳି ଭୟ ପଛରେ ଅନ୍ୟ କାରଣ ରହିଛି। ଭାରତ ଆମେରିକା ସହିତ ଏୟାର ଡିଫେନ୍ସ ସିଷ୍ଟମ ଲାଗୁ କରିବାକୁ ଯାଉଛି। ମିଡିଆ ରିପୋର୍ଟ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥିପାଇଁ ଭାରତକୁ ୧.୮ ଅରବ ଡଲାରରେ ଚୁକ୍ତି ପାଇଁ ମଧ୍ୟ ମଞ୍ଜୁରୀ ଦେଇସାରିଛନ୍ତି। ଏହାକୁ ପାକିସ୍ତାନ ସହଜରେ ଗ୍ରହଣ କରିପାରୁନି। ଏହି ଚୁକ୍ତି ଦ୍ୱାରା ଦକ୍ଷିଣ ଏସିଆରେ ଅସ୍ତ୍ରଶସ୍ତ୍ର ଠୁଳ କରିବା ପ୍ରତିଯୋଗିତ ଆରମ୍ଭ ହୋଇଯିବ।

ସେହିପରି ଚବିଶ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜ୍ୟ ଗୁଜରାଟକୁ ଯିବେ। ଟ୍ରମ୍ପଙ୍କର ଏହା ପ୍ରଥମ ଭାରତ ଗସ୍ତ ରହିବ। ଟ୍ରମ୍ପଙ୍କୁ ଅହମଦାବାଦରେ ସ୍ୱାଗତ କରିବା ପାଇଁ ଏକ ବଡ଼ ପ୍ରସ୍ତୁତି ମଧ୍ୟ ଚାଲିଛି, ଯାହାକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ସ୍ତ୍ରୀ ମେଲାନିଆ ଟ୍ରମ୍ପ ମଧ୍ୟ ଉତ୍ସାହିତ ଥିବା ଟୁଇଟ୍ କରି କହିଛନ୍ତି। ମୋଦିଙ୍କ ସହ ଟ୍ରମ୍ପଙ୍କର ନିବିଡ଼ତାକୁ ଦେଖି ପାକିସ୍ତାନ ଏକ ପ୍ରକାର ଚିନ୍ତିତ ଥିବା ଜଣାପଡ଼ିଛି। ଆତଙ୍କବାଦୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକା ପାକିସ୍ତାନକୁ ଅନେକ ଥର ଚେତାବନୀ ଦେଇସାରିଛି। ତେଣୁ ଭାରତ ଗସ୍ତ ବେଳେ ମଧ୍ୟ ଆତଙ୍କବାଦକୁ ପ୍ରସଙ୍ଗ କରି ମୋଦି ଟ୍ରମ୍ପଙ୍କର ଆହୁରି ନିକଟତର ହେବାକୁ ଚେଷ୍ଟା କରିବେ ବୋଲି ପାକିସ୍ତାନ ମନେ କରୁଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story