କୁଲଭୂଷଣଙ୍କୁ ଆଇନଗତ ସହାୟତା ପାଇଁ ରାଜିହେଲା ପାକିସ୍ତାନ

ନୂଆଦିଲ୍ଲୀ: ଶୁକ୍ରବାର ଅଗଷ୍ଟ ୨ରେ ପୂର୍ବତନ ନୌବାହିନୀ କମାଣ୍ଡର କୁଲଭୂଷଣ ଯାଦବଙ୍କୁ ଭାରତ ଆଇନଗତ ସହାୟତା ଦେଇପାରିବ ବୋଲି ପାକିସ୍ତାନ ରାଜି ହୋଇଛି। ଏନେଇ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଏହାର ମୁଖପାତ୍ର କହିଛନ୍ତି ଏହି ନିଷ୍ପତ୍ତି ନେବା ପୂର୍ବରୁ ଭାରତର ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି। ପାକିସ୍ତାନ ଭିଏନା ଚୁକ୍ତି ଉଲ୍ଲଂଘନ କରିଥିବା ନେଇ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ)ର ଭର୍ତ୍ସନା ପରେ ପାକିସ୍ତାନ ଏହି ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ […]

Kulbhushan-Jadhav-ICJ-Verdict

Kulbhushan-Jadhav-ICJ-Verdict

Subrat Kumar Nayak
  • Published: Thursday, 01 August 2019
  • Updated: 01 August 2019, 04:56 PM IST

Sports

Latest News

ନୂଆଦିଲ୍ଲୀ: ଶୁକ୍ରବାର ଅଗଷ୍ଟ ୨ରେ ପୂର୍ବତନ ନୌବାହିନୀ କମାଣ୍ଡର କୁଲଭୂଷଣ ଯାଦବଙ୍କୁ ଭାରତ ଆଇନଗତ ସହାୟତା ଦେଇପାରିବ ବୋଲି ପାକିସ୍ତାନ ରାଜି ହୋଇଛି। ଏନେଇ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଏହାର ମୁଖପାତ୍ର କହିଛନ୍ତି ଏହି ନିଷ୍ପତ୍ତି ନେବା ପୂର୍ବରୁ ଭାରତର ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି।

ପାକିସ୍ତାନ ଭିଏନା ଚୁକ୍ତି ଉଲ୍ଲଂଘନ କରିଥିବା ନେଇ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ)ର ଭର୍ତ୍ସନା ପରେ ପାକିସ୍ତାନ ଏହି ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ ଗତ କିଛି ଦିନ ତଳେ ପାକିସ୍ତାନ କୁଳଭୂଷଣଙ୍କ ଆଇନଗତ ସହାୟତା ଯୋଗାଇବା ପାଇଁ ଭାରତକୁ ପ୍ରସ୍ତାବ ଦେବ ବୋଲି କହିଥିଲା। ଜୁଲାଇ ୧୯ରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା, ଭିଏନା ଚୁକ୍ତିର ଧାରା ୩୬ ପାରାଗ୍ରାଫ୍‌ ୧ (ବି) ଅନୁଯାୟୀ କମାଣ୍ଡର କୁଲଭୂଷଣ ଯାଦବଙ୍କୁ ଆଇନଗତ ସହାୟତା ବାବଦରେ ରହିଥିବା ତାଙ୍କର ଅଧିକାର ବିଷୟରେ ଅବଗତ କରାଯାଇଛି। ପାକିସ୍ତାନର ଆଇନ ଅନୁଯାୟୀ କୁଲଭୂଷଣଙ୍କୁ ଭାରତ ପକ୍ଷରୁ ଆଇନଗତ ସହାୟତା ପାଇଁ ଅନୁମତି ଦିଆଯିବ ଓ ସେଥିପାଇଁ ଆବଶ୍ୟକ କାଗଜପତ୍ର କାମ ଆରମ୍ଭ ହୋଇସାରିଛି।

ଏହା ପୂର୍ବରୁ ପାକିସ୍ତାନର ସାମରିକ କୋର୍ଟ କୁଲଭୂଷଣଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ ହେଁ ଏହାକୁ ଆଇସିଜେ ଖାରଜ କରି ଏହାକୁ ପୁଣି ସମୀକ୍ଷା କରିବାକୁ କହିଛନ୍ତି। କୁଲଭୂଷଣ ଯାଦବ ଗୁଇନ୍ଦାଗିରି କରୁଥିଲେ ବୋଲି ପାକିସ୍ତାନର ଅଭିଯୋଗକୁ ଆଇସିଜେ ଖଣ୍ଡନ କରିବା ପରେ ଏହା ଭାରତର କୂଟନୀତିକ ବିଜୟ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story