ଆତଙ୍କୀ ରିଆଜର ମୃତ୍ୟୁ ପରେ ପାକିସ୍ତାନକୁ ଘାରିଲା ସର୍ଜିକଲା ଷ୍ଟାଇକ୍ ଭୟ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ହନ୍ଦଓ୍ୱାରାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଗୁଳିବିନିମୟ ପରେ ଏବେ ପାକିସ୍ତାନ ଭୟଭୀତ। ଭାରତ ପ୍ରତିଶୋଧ ନେବାକୁ ଯାଇ ସର୍ଜିକାଲ ଷ୍ଟ୍ରାଇକ୍ ରଣନୀତି ଆପଣାଇପାରେ। ଏଭଳି କିଛି ଆକଳନ କରି ପାକିସ୍ତାନ ସୀମାରେ ଆଲର୍ଟ ହୋଇଛି। ଏଥିପାଇଁ ଆକାଶମାର୍ଗରେ ମଧ୍ୟ ଲଢ଼ୁଆ ବିମାନ ଉଡ଼ାଇ ଭାରତ ଉପରେ କଡ଼ା ନଜର ରଖିଛି। ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ପୂର୍ବରୁ ପାକିସ୍ତାନର ସେନା ସୀମାରେ ଲୁଚିଛପି ଅଭ୍ୟାସ କରୁଥିଲେ। ଏ ବାବଦରେ କିନ୍ତୁ ଭାରତୀୟ […]

PAK PANIC

PAK PANIC

Subhransu Sekhar
  • Published: Sunday, 10 May 2020
  • Updated: 10 May 2020, 06:26 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ହନ୍ଦଓ୍ୱାରାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଗୁଳିବିନିମୟ ପରେ ଏବେ ପାକିସ୍ତାନ ଭୟଭୀତ। ଭାରତ ପ୍ରତିଶୋଧ ନେବାକୁ ଯାଇ ସର୍ଜିକାଲ ଷ୍ଟ୍ରାଇକ୍ ରଣନୀତି ଆପଣାଇପାରେ। ଏଭଳି କିଛି ଆକଳନ କରି ପାକିସ୍ତାନ ସୀମାରେ ଆଲର୍ଟ ହୋଇଛି। ଏଥିପାଇଁ ଆକାଶମାର୍ଗରେ ମଧ୍ୟ ଲଢ଼ୁଆ ବିମାନ ଉଡ଼ାଇ ଭାରତ ଉପରେ କଡ଼ା ନଜର ରଖିଛି।

ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ପୂର୍ବରୁ ପାକିସ୍ତାନର ସେନା ସୀମାରେ ଲୁଚିଛପି ଅଭ୍ୟାସ କରୁଥିଲେ। ଏ ବାବଦରେ କିନ୍ତୁ ଭାରତୀୟ ଗୁଇନ୍ଦା ସବୁକିଛି ଜାଣିଥିଲା। ଏହାରି ଭିତରେ ହନ୍ଦଓ୍ୱାରା କର୍ଣ୍ଣେଲ୍ ଓ ମେଜର ରାଙ୍କର ଅଧିକାରୀ ଶହୀଦ ହେବା ପରେ ପାକିସ୍ତାନ ଏବେ ଭୟଭୀତ ହୋଇଯାଇଛି। ପୂର୍ବରୁ ଭାରତ ଯେତେବେଳେ ପାକିସ୍ତାନ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ୍ ଓ ଏୟାର ଷ୍ଟ୍ରାଇକ୍ କରିଥିଲା ସେତେବେଳେ ମଧ୍ୟ ଭାରତୀୟ ସେନାର ଜଣେ ବଡ଼ ଅଧିକାରୀ ଶହୀଦ ହୋଇଥିଲେ। ତେଣୁ ଏବେ ପୂର୍ବକଥାକୁ ମନେ ପକାଇ ପାକିସ୍ତାନ ଆହୁରି ଭୟଭୀତ ହୋଇଥିବା ସୂଚନା ରହିଛି।

ପାକିସ୍ତାନ ଏବେ ସୀମାରେ ଆମେରିକା ପାଖରୁ ଆଣିଥିବା ଏଫ୍-୧୬ ଏବଂ ଚୀନ ପାଖରୁ ଆଣିଥିବା ଜେଫ୍-୧୭କୁ ଆକାଶମାର୍ଗରେ ନିୟୋଜିତ କରିଛି। ଅନ୍ୟପଟେ ଭାରତ ମଧ୍ୟ ସୀମାରେ ସମସ୍ତ କ୍ୟାମ୍ପକୁ ଆହୁରି ଆକ୍ଟିଭ୍ କରିଛି।

ସୂଚନାଯୋଗ୍ୟ, ନିକଟରେ କଶ୍ମୀର ଦାୟିତ୍ୱରେ ଥିବା ପାକ୍ ଆତଙ୍କୀ ସଂଗଠନ ହିଜବୁଲର ଟପ୍ କମାଣ୍ଡର ରିଆଜ ନାୟକୁ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ନିପାତ ହୋଇଛି। ଏହାପରେ ହିଜବୁଲର ମୁଖ୍ୟ ସୟଦ ସଲ୍ଲାଉଦ୍ଦିନ୍ ମଧ୍ୟ ଏବେ ଚିନ୍ତାରେ। ସଲ୍ଲାଉଦ୍ଦିନର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଭାରତର ପଲା ଭାରି ରହିଛି ବୋଲି ନିଜେ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story