ପାକିସ୍ତାନୀ ଅଭିନେତ୍ରୀଙ୍କୁ ଗୁଳି କରି ମାରି ଦେଲେ ସ୍ୱାମୀ

ଇସ୍‌ଲାମବାଦ୍: ପାକିସ୍ତାନୀ ଅଭିନେତ୍ରୀ ତଥା ଗାୟିକା ରେଶ୍‌ମାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।  ଖାଇବର ପଖ୍‌ତୁନ୍‌ଖ୍ୱାର ନୌଶେରା କଲାନ୍ ଅଞ୍ଚଳରେ ଏହି ଘଟଣା ଘଟିଛି। ଜିଓ ଟିଭିର ଏକ ରିପୋର୍ଟ ଅନୁଯାୟୀ, ରେଶମା ଅଭିଯୁକ୍ତଙ୍କର ଚତୁର୍ଥ ସ୍ତ୍ରୀ ଥିଲେ। ସେ ତାଙ୍କ ଭାଇଙ୍କ ସହିତ ହାକିମ୍‌ବାଦ୍ ଅଞ୍ଚଳରେ ରହୁଥିଲେ। ପୁଲିସ୍‌ର କହିବା ଅନୁଯାୟୀ, ଅଭିଯୁକ୍ତ ଘରେ ପଶି ହଠାତ୍ ରେଶ୍‌ମାଙ୍କ ଉପରକୁ ଗୁଳି କରିଥିଲେ। ତା’ପରେ ସେ ସେଠାରୁ ଖସି ପଳାଇଥିଲେ। […]

hhh

hhh

Ordigital Desk
  • Published: Thursday, 09 August 2018
  • Updated: 09 August 2018, 10:12 AM IST

Sports

Latest News

ଇସ୍‌ଲାମବାଦ୍: ପାକିସ୍ତାନୀ ଅଭିନେତ୍ରୀ ତଥା ଗାୟିକା ରେଶ୍‌ମାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।  ଖାଇବର ପଖ୍‌ତୁନ୍‌ଖ୍ୱାର ନୌଶେରା କଲାନ୍ ଅଞ୍ଚଳରେ ଏହି ଘଟଣା ଘଟିଛି।

ଜିଓ ଟିଭିର ଏକ ରିପୋର୍ଟ ଅନୁଯାୟୀ, ରେଶମା ଅଭିଯୁକ୍ତଙ୍କର ଚତୁର୍ଥ ସ୍ତ୍ରୀ ଥିଲେ। ସେ ତାଙ୍କ ଭାଇଙ୍କ ସହିତ ହାକିମ୍‌ବାଦ୍ ଅଞ୍ଚଳରେ ରହୁଥିଲେ।

ପୁଲିସ୍‌ର କହିବା ଅନୁଯାୟୀ, ଅଭିଯୁକ୍ତ ଘରେ ପଶି ହଠାତ୍ ରେଶ୍‌ମାଙ୍କ ଉପରକୁ ଗୁଳି କରିଥିଲେ। ତା’ପରେ ସେ ସେଠାରୁ ଖସି ପଳାଇଥିଲେ।  ଘରୋଇ କଳିରୁ ଏପରି ଘଟିଛି।

ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଖାଇବର ପଖ୍‌ତୁନ୍‌ଖ୍ୱାରେ ଚଳିତ ବର୍ଷ ଏହା ହେଉଛି ୧୫ତମ ଘଟଣା ଯେଉଁଥିରେ ଜଣେ ମହିଳା କଳାକାର ହିଂସାର ଶିକାର ହୋଇଛନ୍ତି।

ସୌଜନ୍ୟ- ଏନ୍‌ଡିଟିଭି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story