ଏହି ସହରରେ ଗୁପ୍‌ଚୁପ୍‌ ମନା

ଅହମଦାବାଦ: ପାଟିକୁ ସୁଆଦିଆ ଲାଗୁଥିବା ଗୁପଚୁପ୍‌ ଉପରେ ଏବେ ଲାଗିଛି ବ୍ୟାନ୍‌। ଗୁଜରାଟର ଭଦୋଦରାରେ ପ୍ରଶାସନ ପ୍ରସିଦ୍ଧ ଗୁପଚୁପ୍‌ ବା ପାନିପୁରି ଉପରେ ରୋକ ଲଗାଇଛି। ‌ଅସ୍ୱାସ୍ଥ୍ୟକର ପରିବେଶରେ ଗୁପଚୁପ୍‌ ପ୍ରସ୍ତୁତି ହେଉଛି। ଏହାକୁ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ଯୁବଗୋଷ୍ଠୀ ଖାଉଛନ୍ତି। ଫଳରେ ଏହାର କୁପ୍ରଭାବ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଗୁପଚୁପ୍‌ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିବାରୁ […]

4427862788_5f5e76b279_z

4427862788_5f5e76b279_z

Rakesh Mallick
  • Published: Friday, 27 July 2018
  • Updated: 27 July 2018, 04:39 PM IST

Sports

Latest News

ଅହମଦାବାଦ: ପାଟିକୁ ସୁଆଦିଆ ଲାଗୁଥିବା ଗୁପଚୁପ୍‌ ଉପରେ ଏବେ ଲାଗିଛି ବ୍ୟାନ୍‌। ଗୁଜରାଟର ଭଦୋଦରାରେ ପ୍ରଶାସନ ପ୍ରସିଦ୍ଧ ଗୁପଚୁପ୍‌ ବା ପାନିପୁରି ଉପରେ ରୋକ ଲଗାଇଛି। ‌ଅସ୍ୱାସ୍ଥ୍ୟକର ପରିବେଶରେ ଗୁପଚୁପ୍‌ ପ୍ରସ୍ତୁତି ହେଉଛି। ଏହାକୁ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ଯୁବଗୋଷ୍ଠୀ ଖାଉଛନ୍ତି। ଫଳରେ ଏହାର କୁପ୍ରଭାବ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଗୁପଚୁପ୍‌ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିବାରୁ ଏହାକୁ ଖାଇବା ଦ୍ୱରା ଟାଇଫଏଡ୍‌, ଜଣ୍ଡିସ୍‌ ଓ ଫୁଡ୍‌ ପଏଜନିଂ ହେବାର ଆଶଙ୍କା ରହିଛି। ପୂର୍ବରୁ ଏଭଳି ଘଟଣା ସାମ୍ନାକୁ ଆସିଥିଲା। ଏବେ ମୌସୁମୀ ଋତୁ ଚାଲିଥିବାରୁ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ନିର୍ଦ୍ଦେଶନାମା ପରେ ପୌରପାଳିକା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ଚଢ଼ଉ ବେଳେ ହଜାର ହଜାର କେଜି ଓଜନର ଗୁପଚୁପ୍‌ ପ୍ରସ୍ତୁତି ସାମଗ୍ରୀକୁ ନଷ୍ଟ କରିଦିଆଯାଇଛି। ମୌସୁମୀ ଋତୁ ସରିବା ପର୍ଯ୍ୟନ୍ତ ଏଭଳି ବ୍ୟାନ୍ ବଳବତ୍ତର ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story