ମୁମ୍ବାଇ: ପଙ୍କଜାଙ୍କ ନାଁରେ ୨୦୬ କୋଟି ଟଙ୍କା ଦୁର୍ନୀତି ଅଭିଯୋଗ

ମୁମ୍ୱାଇ: ୨୦୬ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ଫସି ଯାଇଛନ୍ତି ଭାଜପା ନେତା ତଥା ମହାରାଷ୍ଟ୍ର ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପଙ୍କଜା ମୁଣ୍ଡେ। ଟେଣ୍ଡର ନଡ଼ାକି ପଙ୍କଜାଙ୍କ ବାଭାଗ ସିଧାସଳଖ ଭାବେ ଗୋଟିଏ ଦିନରେ ୨୦୬ କୋଟି ଟଙ୍କାର ସାମଗ୍ରୀ କିଣିଥିବା ଯୋଗୁ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି କଂଗ୍ରେସ। ଆଉ ଏହାର ସିବିଆଇ ତଦନ୍ତ ବି ଦାବି କରିଛି ଦଳ। ଅଭିଯୋଗ ଅନୁଯାୟୀ ମହାରାଷ୍ଟ୍ର ସରକାରଙ୍କ ମହିଳା ଓ ଶିଶୁ […]

pankaja

pankaja

Rakesh Mallick
  • Published: Wednesday, 24 June 2015
  • Updated: 24 June 2015, 04:54 PM IST

Sports

Latest News

ମୁମ୍ୱାଇ: ୨୦୬ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ଫସି ଯାଇଛନ୍ତି ଭାଜପା ନେତା ତଥା ମହାରାଷ୍ଟ୍ର ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପଙ୍କଜା ମୁଣ୍ଡେ। ଟେଣ୍ଡର ନଡ଼ାକି ପଙ୍କଜାଙ୍କ ବାଭାଗ ସିଧାସଳଖ ଭାବେ ଗୋଟିଏ ଦିନରେ ୨୦୬ କୋଟି ଟଙ୍କାର ସାମଗ୍ରୀ କିଣିଥିବା ଯୋଗୁ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି କଂଗ୍ରେସ। ଆଉ ଏହାର ସିବିଆଇ ତଦନ୍ତ ବି ଦାବି କରିଛି ଦଳ।

ଅଭିଯୋଗ ଅନୁଯାୟୀ ମହାରାଷ୍ଟ୍ର ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସମନ୍ୱିତ ଶିଶୁ ବିକାଶ ସେବା ଯୋଜନା ଅଧୀନରେ ଖାଦ୍ୟପଦାର୍ଥ, ସପ, ବିଭିନ୍ନ ଉପକରଣ ଓ ବହି ଆଦି ଟେଣ୍ଡର ଯୋଗେ କିଣା ନଯାଇ ସିଧାସଳଖ କିଣାଯାଇଛି। ପୁଣି ଗୋଟିଏ ଦିନରେ ଏତେ ଟଙ୍କାର ଜିତିଷ ଖରିଦ କରାଯାଇଛି। ୨୦୬ କୋଟି ଟଙ୍କାର ଜିନିଷ କିଣିବା ପାଇଁ ପଙ୍କଜା କାହିଁକି ଟେଣ୍ଡର ଡାକିଲେନି ବୋଲି କଂଗ୍ରେସ ପ୍ରଶ୍ନ କରିଛି।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚଭନ ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି। ତା’ସହିତ ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଜବାବ ରଖନ୍ତୁ ବୋଲି ସେ କହିଛନ୍ତି।

ଦୁର୍ନୀତି ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ ପଙ୍କଜା ମୁଣ୍ଡେ। ଭାରତ ବାହାରେ ଥିବା ପଙ୍କଜା ଇ-ମେଲ ଯୋଗେ ବାର୍ତ୍ତା ପଠାଇଛନ୍ତି ଯେ ସେ କୌଣସି ଦୁର୍ନୀତି କରି ନାହାନ୍ତି। ସବୁ ଜିନିଷ ସ୍ୱଚ୍ଛତାର ସହିତ କିଣା ଯାଇଛି। ସେ ନିଜେ ପୂରା ପ୍ରକ୍ରିୟା ଉପରେ ନଜର ରଖିଥିଲେ। ଶିଶୁ ମାନଙ୍କ ପାଇଁ ଉନ୍ନତମାନର ଜିନିଷ କିଣାଯାଇଛି। ଏହି ସାମଗ୍ରୀ କିଣାରେ ଦୁର୍ନୀତି ଆଶଙ୍କାକୁ ହ୍ରାସ କରିବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିଲେ। ଆଉ ଏହା ନିୟମ ଅନୁଯାୟୀ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story