ଟ୍ରେନରେ ବୋମା ଥିବା ନେଇ ଯାତ୍ରୀଙ୍କ ଟୁଇଟ୍, ଅଟକିଲା ରାଜଧାନୀ ଏକ୍ସପ୍ରେସ୍

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଦିବ୍ରୁଗଡ଼ ଯାଉଥିବା ରାଜଧାନୀ ଏକ୍ସପ୍ରେସରେ ୫ଟି ବୋମା ଥିବା ନେଇ ଦାଦରୀ (ନୋଏଡା)ରେ ଜଣେ ଯାତ୍ରୀ କହିଥିଲେ। ଦିଲ୍ଲୀରେ ହିଂସା ପାଇଁ ସ୍ଥିତି ଖରାପ ରହିଥିବାରୁ ଏହାକୁ ନଜରରେ ରଖି ରାଜଧାନୀ ଏକ୍ସପ୍ରେସ ହଠାତ୍ ଅଟକିଥିଲା। https://twitter.com/sanjeevriyana1/status/1233341673482010626 ସଞ୍ଜୀବ କୁମାର ଗୁର୍ଜର ନାମକ ବ୍ୟକ୍ତି ଟୁଇଟ୍ କରି କହିଥିଲେ, ଦିଲ୍ଲୀରୁ କାନପୁର ଯାଉଥିବା ରାଜଧାନୀ ଏକ୍ସପ୍ରେସ(୧୨୪୨୪)ରେ ୫ଟି ବୋମା ରହିଛି। ଦୁର୍ଘଟଣାକୁ ଏଡ଼ାଇବା ପାଇଁ ରେଲଓ୍ୱେ ପୁଲିସ ଆବଶ୍ୟକ ପଦକ୍ଷେପ ନେବା ଦରକାର। ଗୁର୍ଜର […]

DELHI DIBRUGHAD

DELHI DIBRUGHAD

Subhransu Sekhar
  • Published: Friday, 28 February 2020
  • Updated: 28 February 2020, 08:09 PM IST

Sports

Latest News

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଦିବ୍ରୁଗଡ଼ ଯାଉଥିବା ରାଜଧାନୀ ଏକ୍ସପ୍ରେସରେ ୫ଟି ବୋମା ଥିବା ନେଇ ଦାଦରୀ (ନୋଏଡା)ରେ ଜଣେ ଯାତ୍ରୀ କହିଥିଲେ। ଦିଲ୍ଲୀରେ ହିଂସା ପାଇଁ ସ୍ଥିତି ଖରାପ ରହିଥିବାରୁ ଏହାକୁ ନଜରରେ ରଖି ରାଜଧାନୀ ଏକ୍ସପ୍ରେସ ହଠାତ୍ ଅଟକିଥିଲା।

https://twitter.com/sanjeevriyana1/status/1233341673482010626

ସଞ୍ଜୀବ କୁମାର ଗୁର୍ଜର ନାମକ ବ୍ୟକ୍ତି ଟୁଇଟ୍ କରି କହିଥିଲେ, ଦିଲ୍ଲୀରୁ କାନପୁର ଯାଉଥିବା ରାଜଧାନୀ ଏକ୍ସପ୍ରେସ(୧୨୪୨୪)ରେ ୫ଟି ବୋମା ରହିଛି। ଦୁର୍ଘଟଣାକୁ ଏଡ଼ାଇବା ପାଇଁ ରେଲଓ୍ୱେ ପୁଲିସ ଆବଶ୍ୟକ ପଦକ୍ଷେପ ନେବା ଦରକାର। ଗୁର୍ଜର ଏହି ଟୁଇଟ୍ ରେଲଓ୍ୱେ ମନ୍ତ୍ରଣାଳୟ, ରେଳ ମନ୍ତ୍ରୀ ପୀୟୂଷ ଗୋଏଲ, ଦିଲ୍ଲୀ ପୁଲିସ ଏବଂ ଆଇଆରସିଟିସିକୁ ଟ୍ୟାଗ କରିଥିଲେ। ଏହାପରେ ଟ୍ରେନଟି ଦାଦରୀ ନିକଟରେ ଅଟକିବା ପରେ ସୁରକ୍ଷା କର୍ମୀ ସଙ୍ଗେସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

ଗୁର୍ଜରଙ୍କ ଟୁଇଟର ଜବାବ ଦେଇ ଆଗ୍ରା ଜିଆରପି ପକ୍ଷରୁ ଟୁଇଟ କରାଯାଇଥିଲା। ଟୁଇଟରୁ ମିଳିଥିବା ସୂଚନା ଅନୁସାରେ ସମସ୍ତ ରେଳ ଅଧିକାରୀଙ୍କୁ ଏବାବଦରେ ଅବଗତ କରାଇ ଦିଆଯାଇଛି। ଟ୍ରେନକୁ ଜିଆରପି ଦାଦରୀ ପୋଷ୍ଟ ନିକଟରେ ଅଟକାଯାଇଛି। ଆରପିଏଫ ଏବଂ ଜିଆରପିଏଫ ମିଶି ଟ୍ରେନ ଭିତରେ ତଦନ୍ତ କରୁଛନ୍ତି।

https://twitter.com/spgrpagra/status/1233357562323591169

ଦିଲ୍ଲୀରୁ ଦିବ୍ରୁଗଡ ଯାଉଥିବା ଏହି ଟ୍ରେନ୍ ଅପରାହ୍ନ ୪ଟା ୧୦ରେ ଦିଲ୍ଲୀ ଛାଡ଼ିଥିଲା। ଶନିବାର ସକାଳ ୭ଟାରେ ଦିବ୍ରୁଗଡ଼ରେ ଏହି ଟ୍ରେନ ପହଞ୍ଚିବାର ସମୟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story