ମୋଦି ସରକାର ସମସ୍ତଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଦେଉଛନ୍ତି ଶୁଣି ବ୍ୟାଙ୍କରେ ଲାଗିଲା ଲମ୍ବା ଲାଇନ୍‌

ଥିରୁଭନନ୍ତପୁରମ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଆଡ଼େ ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଡିପୋଜିଟ୍‌ କରାଉଛନ୍ତି। ଏହି ଗୁଜବ ସୋଶାଲ ମିଡିଆ ଜରିଆରେ ପ୍ରଚାରିତ ହୋଇଯିବା ପରେ ଲୋକେ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ ପହଞ୍ଚିଯାଇଥିଲେ। ଏପରିକି ଘଣ୍ଟା ଘଣ୍ଟା ଧରି ଖରାରେ ଛିଡ଼ା ହେବାକୁ ମଧ୍ୟ ପଛାଇନଥିଲେ। କିନ୍ତୁ ଯେତେବେଳେ ଖବର ମିଳିଲା ଯେ ଏହା ଏକ ଗୁଜବ, ଲୋକଙ୍କ ମଧ୍ୟରେ ନିରାଶା ଖେଳି ଯାଇଥିଲା। ଲୋକଙ୍କ ଆକାଶ ଉଚ୍ଚର ସ୍ୱପ୍ନ ନିମିଷକରେ ଭୁଶୁଡ଼ି ପଡ଼ିଥିଲା। […]

bank

bank

Subrat Kumar Nayak
  • Published: Thursday, 01 August 2019
  • Updated: 01 August 2019, 05:37 PM IST

Sports

Latest News

ଥିରୁଭନନ୍ତପୁରମ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଆଡ଼େ ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଡିପୋଜିଟ୍‌ କରାଉଛନ୍ତି। ଏହି ଗୁଜବ ସୋଶାଲ ମିଡିଆ ଜରିଆରେ ପ୍ରଚାରିତ ହୋଇଯିବା ପରେ ଲୋକେ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ ପହଞ୍ଚିଯାଇଥିଲେ। ଏପରିକି ଘଣ୍ଟା ଘଣ୍ଟା ଧରି ଖରାରେ ଛିଡ଼ା ହେବାକୁ ମଧ୍ୟ ପଛାଇନଥିଲେ। କିନ୍ତୁ ଯେତେବେଳେ ଖବର ମିଳିଲା ଯେ ଏହା ଏକ ଗୁଜବ, ଲୋକଙ୍କ ମଧ୍ୟରେ ନିରାଶା ଖେଳି ଯାଇଥିଲା। ଲୋକଙ୍କ ଆକାଶ ଉଚ୍ଚର ସ୍ୱପ୍ନ ନିମିଷକରେ ଭୁଶୁଡ଼ି ପଡ଼ିଥିଲା।

ଗୁରୁବାର କେରଳରେ ଏଭଳି ଗୁଜବ ସୋଶାଲ ମିଡିଆରେ ଭାଇରାଲ ହେଉଥିଲା। ମେସେଜ୍‌ରେ କୁହାଯାଇଥିଲା, ଯାହାର ବ୍ୟାଙ୍କ ଆକାଉଣ୍ଟ ଥିବ ତାଙ୍କୁ ମୋଦିଙ୍କ ଏହି ଯୋଜନାର ଲାଭ ମିଳିବ। ଏହି ବାର୍ତ୍ତା ଏବଂ ପୋଷ୍ଟକୁ ସତ ମାନି ବିଭିନ୍ନ ପୋଷ୍ଟ ଅଫିସ୍‌ ଏବଂ ବ୍ୟାଙ୍କରେ ଲୋକେ ଗହଳି ଜମାଇବା ଆରମ୍ଭ କରିଥିଲେ। ଲାଇନ୍‌ରେ ଠିଆ ହୋଇଥିବା ଲୋକେ କହୁଥିଲେ, ମୋଦି ଆଗରୁ ଥରେ ପ୍ରତିଶ୍ରୁତି ଦେଇଥିଲେ ଏବଂ ତାକୁ ସେ ଏବେ ପୂରଣ କରୁଛନ୍ତି।

କେରଳର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ମୁନ୍ନାରର ଚା' ବଗିଚାରେ କାର୍ଯ୍ୟରତ ଶ୍ରମିକମାନେ କାମ ଛାଡ଼ି ବ୍ୟାଙ୍କ ଆଗରେ ଲାଇନ୍ ଲମ୍ବାଇ ଥିଲେ। କେବଳ ମୁନ୍ନାର ଡାକଘରେ ୩ ଦିନରେ ୧୦୫୦ ଜଣ ନୂଆ ଆକାଉଣ୍ଟ ଖୋଲିସାରିଥିବା ଜଣାପଡ଼ିଛି। ପୂର୍ବରୁ ଘର ନଥିବା ଲୋକଙ୍କୁ ଘର ଦିଆଯାଉଛି ବୋଲି ଗୁଜବ ପ୍ରଚାର ହୋଇ ନାନା ସମସ୍ୟା ସୃଷ୍ଟି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story