ଚାରି ଗୋଡ଼ିଆ ଶିଶୁକୁ ଦେଖିବାକୁ ଡାକ୍ତରଖାନାରେ ଭିଡ଼

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର କାକିନାଡାର  ତପସ୍ୱରମ୍ ଗ୍ରାମରେ ମଣି ନାମକ ଜଣେ ଯୁବତୀ ଏକ ସରକାରୀ ଚିକିତ୍ସାଳୟରେ ଚାରି ଗୋଡ ଥିବା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ମା ଓ ଶିଶୁ ଉଭୟ ସୁରକ୍ଷିତ ଅଛନ୍ତି। ଶିଶୁଟିକୁ ଏବେ ଏନ୍.ଆଇ.ସିୟୁରେ ରଖାଯାଇଛି। ଏହି ଶିଶୁଟିକୁ ଦେଖିବା ପାଇଁ ଡାକ୍ତରଖାନାରେ ଲୋକଙ୍କ ଭିଡ଼ ଜମୁଛି।  

leg

Rakesh Mallick
  • Published: Saturday, 24 June 2017
  • , Updated: 24 June 2017, 10:33 AM IST

Related story