ପୁଣି ବଢ଼ିଲା ପେଟ୍ରୋଲ୍ ଓ ଡିଜେଲ ଦର

ନୂଆଦିଲ୍ଲୀ: କ୍ରମାଗତ ଦଶମ ଦିନ ପାଇଁ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା ୪୭ ପଇସା ଓ ଡିଜେଲ ଲିଟର ପିଛା ୫୭ ପଇସା ବଢ଼ିଛି। ଗତକାଲି ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଯଥାକ୍ରମେ ୪୮ ପଇସା ଓ ୫୯ ପଇସା ବଢ଼ିଥିଲା। ଆଜିର ନୂଆ ଦର ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୬.୭୩ ଟଙ୍କା ଓ ଡିଜେଲ ଲିଟର ପିଛା ୭୫.୧୯ ଟଙ୍କା ହୋଇଛି। ସେହିପରି […]

fuel

fuel

Jitendra Garnayak
  • Published: Tuesday, 16 June 2020
  • Updated: 16 June 2020, 10:00 AM IST

ନୂଆଦିଲ୍ଲୀ: କ୍ରମାଗତ ଦଶମ ଦିନ ପାଇଁ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା ୪୭ ପଇସା ଓ ଡିଜେଲ ଲିଟର ପିଛା ୫୭ ପଇସା ବଢ଼ିଛି। ଗତକାଲି ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଯଥାକ୍ରମେ ୪୮ ପଇସା ଓ ୫୯ ପଇସା ବଢ଼ିଥିଲା।

ଆଜିର ନୂଆ ଦର ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୬.୭୩ ଟଙ୍କା ଓ ଡିଜେଲ ଲିଟର ପିଛା ୭୫.୧୯ ଟଙ୍କା ହୋଇଛି। ସେହିପରି ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ଦର ୮୩.୬୨ ଟଙ୍କା ଓ ଡିଜେଲ ୭୩.୭୫ ଟଙ୍କା ରହିଛି।

ଚେନ୍ନାଇରେ ଲିଟର ପିଛା ୮୦.୩୭ ଟଙ୍କାରେ ପେଟ୍ରୋଲ ମିଳୁଥିବା ବେଳେ ଡିଜେଲ ଦର ୭୩.୧୭ ଟଙ୍କା ହୋଇଛି। କୋଲକାତାରେ ପେଟ୍ରୋଲର ଲିଟର ପିଛା ଦର ୭୮.୫୫ ଟଙ୍କା ଓ ଡିଜେଲ ୭୦.୮୪ ଟଙ୍କାରେ ମିଳୁଛି।

ଏହି ୧୦ ଦିନ ମଧ୍ୟରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୫ ଟଙ୍କାରୁ ଅଧିକ ବଢ଼ି ସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story