ବେଲଗାମ ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଲଗାତର ୧୬ଦିନ ହେବ ତେଲ ଦର ବଢିବାରେ ଲାଗିଛି। ଆଜି ପେଟ୍ରୋଲ ୧୬ ପଇସା ଓ ଡିଜେଲ ୧୫ ପଇସା ବଢିଛି। ମୁମ୍ବାଇରେ ଦେଶର ସବୁଠୁ ମହଙ୍ଗା ପେଟ୍ରୋଲ ଏବଂ ଡିଜେଲ ବିକ୍ରି ହେଉଛି। ଆଜି ମୁମ୍ବାଇରେ ବର୍ଦ୍ଧିତ ପେଟ୍ରୋଲ ଦର ୮୬ ଟଙ୍କା ୨୪ ପଇସା ହୋଇଥିବା ବେଳେ ଦେଶର ରାଜଧାନୀ ଦିଲ୍ଲୀରେ ୭୮ ଟଙ୍କା ୪୩ ପଇସା ରହିଛି। ସେହିଭଳି ଚେନ୍ନାଇରେ ୮୧ଟଙ୍କା ୨୬ ପଇସା ଏବଂ କୋଲକାତାରେ ୮୦ ଟଙ୍କା ୯୧ […]

aa-Cov

aa-Cov

Rakesh Mallick
  • Published: Tuesday, 29 May 2018
  • Updated: 29 May 2018, 04:11 PM IST

Sports

Latest News

ନୂଆଦିଲ୍ଲୀ: ଲଗାତର ୧୬ଦିନ ହେବ ତେଲ ଦର ବଢିବାରେ ଲାଗିଛି। ଆଜି ପେଟ୍ରୋଲ ୧୬ ପଇସା ଓ ଡିଜେଲ ୧୫ ପଇସା ବଢିଛି। ମୁମ୍ବାଇରେ ଦେଶର ସବୁଠୁ ମହଙ୍ଗା ପେଟ୍ରୋଲ ଏବଂ ଡିଜେଲ ବିକ୍ରି ହେଉଛି। ଆଜି ମୁମ୍ବାଇରେ ବର୍ଦ୍ଧିତ ପେଟ୍ରୋଲ ଦର ୮୬ ଟଙ୍କା ୨୪ ପଇସା ହୋଇଥିବା ବେଳେ ଦେଶର ରାଜଧାନୀ ଦିଲ୍ଲୀରେ ୭୮ ଟଙ୍କା ୪୩ ପଇସା ରହିଛି। ସେହିଭଳି ଚେନ୍ନାଇରେ ୮୧ଟଙ୍କା ୨୬ ପଇସା ଏବଂ କୋଲକାତାରେ ୮୦ ଟଙ୍କା ୯୧ ପଇସାରେ ବିକ୍ରି ହେଉଛି।

ବଢ଼ୁଥିବା ତୈଳ ଦରକୁ ନେଇ ଗ୍ରାହକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କ୍ରମାଗତ ତେଲଦର ବଢୁଥିବାରୁ ଏହାର ପ୍ରଭାବ ବିଭିନ୍ନ ସାମଗ୍ରୀ ଉପରେ ପଡିଛି।

କିଛି ଦିନ ପୂର୍ବରୁ  ତୈଳ ଦର ବୃଦ୍ଧି ନେଇ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ,“ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା ଯୋଗୁଁ ଦର ବଢ଼ୁଛି। କେନ୍ଦ୍ର  ବିଚାରବିମର୍ଷ କରୁଛି। ସମାଧାନର ରାସ୍ତା ବାହାର କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story