ପ୍ରଧାନମନ୍ତ୍ରୀ ଡାକିଲେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଲଦାଖରେ ଭାରତ ଓ ଚୀନ ମଧ୍ୟରେ ବହୁତ ଦିନ ହେଲା ଦେଖାଯାଇଥିବା ଉତ୍ତେଜନାମୂଳକ ପରିସ୍ଥିତି ଏବେ ସବୁ ସୀମା ପାର କରି ଯାଇଛି। ସୋମବାର ଗଲୱାନ ଉପତ୍ୟକାରେ ଚୀନ ସେନାର ଆକ୍ରମଣରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ କର୍ଣ୍ଣେଲ ମଧ୍ୟ ଅଛନ୍ତି। ଭାରତୀୟ ସୈନଙ୍କ ପାଲଟା ଜବାବରେ ଚୀନର ୪୩ ଯବାନ ମୃତାହତ ହୋଇଥିବା ଜଣାପଡ଼ିଛି। ଉଭୟ ଦେଶ କୁଟନୈତିକ ସ୍ତରରେ ଏହି ମାମଲାକୁ ଶାନ୍ତ କରିବାକୁ ପ୍ରୟାସ […]

modi1

modi1

Jitendra Garnayak
  • Published: Wednesday, 17 June 2020
  • Updated: 17 June 2020, 02:08 PM IST

ନୂଆଦିଲ୍ଲୀ: ଲଦାଖରେ ଭାରତ ଓ ଚୀନ ମଧ୍ୟରେ ବହୁତ ଦିନ ହେଲା ଦେଖାଯାଇଥିବା ଉତ୍ତେଜନାମୂଳକ ପରିସ୍ଥିତି ଏବେ ସବୁ ସୀମା ପାର କରି ଯାଇଛି। ସୋମବାର ଗଲୱାନ ଉପତ୍ୟକାରେ ଚୀନ ସେନାର ଆକ୍ରମଣରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ କର୍ଣ୍ଣେଲ ମଧ୍ୟ ଅଛନ୍ତି। ଭାରତୀୟ ସୈନଙ୍କ ପାଲଟା ଜବାବରେ ଚୀନର ୪୩ ଯବାନ ମୃତାହତ ହୋଇଥିବା ଜଣାପଡ଼ିଛି। ଉଭୟ ଦେଶ କୁଟନୈତିକ ସ୍ତରରେ ଏହି ମାମଲାକୁ ଶାନ୍ତ କରିବାକୁ ପ୍ରୟାସ କରୁଛନ୍ତି। ତେବେ ଏହା ମଧ୍ୟରେ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକ ଡାକିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ପିଏମ୍‌ଓରୁ ମିଳିଥିବା ସୂଚନା ଅନୁଯାୟୀ, ଜୁନ୍‌ ୧୯ ତାରିଖର ଅପରାହ୍ଣ ୫ଟାରେ ଏହି ସର୍ବଦଳୀୟ ବୈଠକ ବସିବ। ବିଭିନ୍ନ ରାଜନୈତିକ ଦଳର ସଭାପତିମାନେ ଏହି ଭର୍ଚୁଆଲ ବୈଠକରେ ସାମିଲ ହେବେ।

ଏହା ପୂର୍ବରୁ ଆଜି ସକାଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଟ୍ୱିଟ୍ କରି ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ କାହିଁକି ଚୁପ୍ ଅଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ଏହା ସହିତ ପ୍ରକୃତ ତଥ୍ୟ ଦେବାକୁ ସେ ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story