ଜୈଶ୍‌ ଟାର୍ଗେଟ୍‌ରେ ମୋଦି, ଶାହ ଏବଂ ଡୋଭାଲ

ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ଟାର୍ଗେଟ୍‌ରେ ଭାରତର ୩ ଶକ୍ତିଶାଳୀ ବ୍ୟକ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଜୈଶ୍‌ରେ ହିଟ୍‌ ଲିଷ୍ଟରେ ଥିବା ଜଣାପଡ଼ିଛି। ବ୍ୟୁରୋ ଅଫ୍‌ ସିଭିଲ ଆଭିଏସନ୍‌ ସିକ୍ୟୁରିଟି ଗତ କିଛି ଦିନ ତଳେ ଏକ ଚିଠି ପାଇଛି ଯେଉଁଥିରେ ଲେଖାଅଛି ଏହି ଆତଙ୍କୀ ସଂଗଠନ ମୋଦି,ଶାହ ଏବଂ ଡୋଭାଲଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି। ଜମ୍ମୁ-କଶ୍ମୀର ପାଇଁ […]

modi-shah-doval

modi-shah-doval

Subrat Kumar Nayak
  • Published: Wednesday, 25 September 2019
  • Updated: 25 September 2019, 05:09 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ଟାର୍ଗେଟ୍‌ରେ ଭାରତର ୩ ଶକ୍ତିଶାଳୀ ବ୍ୟକ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଜୈଶ୍‌ରେ ହିଟ୍‌ ଲିଷ୍ଟରେ ଥିବା ଜଣାପଡ଼ିଛି।

ବ୍ୟୁରୋ ଅଫ୍‌ ସିଭିଲ ଆଭିଏସନ୍‌ ସିକ୍ୟୁରିଟି ଗତ କିଛି ଦିନ ତଳେ ଏକ ଚିଠି ପାଇଛି ଯେଉଁଥିରେ ଲେଖାଅଛି ଏହି ଆତଙ୍କୀ ସଂଗଠନ ମୋଦି,ଶାହ ଏବଂ ଡୋଭାଲଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି। ଜମ୍ମୁ-କଶ୍ମୀର ପାଇଁ ଲାଗୁ ହେଉଥିବା ୩୭୦ ଧାରା ଉଚ୍ଛେଦ ପରେ ପ୍ରତିଶୋଧ ନେବା ପାଇଁ ସେମାନେ ଏହି ଷଡ଼ଯନ୍ତ୍ର କରୁଥିବା ଏଥିରେ ଉଲ୍ଲେଖ କରାଯାଇଛି।

ଏହି ଚିଠିରେ ଦେଶର ୩ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବାବଦରେ ଲେଖାଥିବାରୁ କର୍ତ୍ତୃପକ୍ଷ ଏହି ଘଟଣାକୁ ଗୁରୁତ୍ୱର ସହିତ ନେଇଛନ୍ତି। ଏହାପରେ ବିଭିନ୍ନ ସୁରକ୍ଷା ବିଭାଗକୁ ସତର୍କ ରହିବାକୁ ଆଲର୍ଟ କରାଯାଇଛି।

ଏହି ସୂତ୍ରରୁ ଜଣାପଡ଼ିଛି ଜୈଶ ଭାରତର ୩୦ଟି ପ୍ରମୁଖ ସହରକୁ ମଧ୍ୟ ଆକ୍ରମଣ ତାଲିକାରେ ରଖିଛି। ଏଥିରେ ଜମ୍ମୁ, ପଠାନ୍‌କୋଟ୍‌, ଅମୃତସର, ଜୟପୁର, ଗାନ୍ଧିନଗର, କାନପୁର ଏବଂ ଲକ୍ଷ୍ନୌ ଆଦି ସହର ରହିଛି। ଏହି ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ ରହିଥିଲା ଜୈଶ ୪ଟି ବିମାନବନ୍ଦର ଉପରେ ମଧ୍ୟ ଆକ୍ରମଣ କରିବ।

ମିଳିଥିବା ସୂଚନା ଅନୁଯାୟୀ, ଆତଙ୍କୀ ସଂଗଠନ ଜୈଶ ମୋଦି, ଶାହ ଏବଂ ଡୋଭାଲଙ୍କୁ ଟାର୍ଗେଟ୍‌ କରିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ପ୍ରସ୍ତୁତ କରୁଛି। ପୂର୍ବଅରୁ ଚର୍ଚ୍ଚା ହେଉଥିଲା ଆତଙ୍କୀ ସଂଗଠନ ଲସ୍କର-ଇ-ତାଏବା ମୋଦିଙ୍କ ନିର୍ବାଚନୀ କ୍ଷେତ୍ର ବାରଣାସୀରେ ଆକ୍ରମଣ ଯୋଜନା କରୁଥିଲା। ହାଫିଜ ସୟିଦ୍‌ ନେତୃତ୍ୱରେ ଥିବା ଏହି ସଂଗଠନ ଉତ୍ତରପ୍ରଦେଶର ବାରଣାସୀଠାରେ ଏକ ଆତଙ୍କୀ ବେସ୍‌ ପ୍ରତିଷ୍ଠା କରିବାର ଯୋଜନାରେ ଥିଲା। ଭାରତର ଅନ୍ୟତମ ଧାର୍ମିକ ପ୍ରାଣକେନ୍ଦ୍ର ଏହି ପୂରାତନ ସହରରେ ଏଭଳି ଆକ୍ରମଣ ବାବଦରେ ସୂଚନା ମିଳିବା ପରେ ସୁରକ୍ଷାବାହିନୀକୁ ସତର୍କ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story