ମୋଦି ଡାକିଲେ ଜରୁରୀ କ୍ୟାବିନେଟ୍‌ ବୈଠକ

ନୂଆଦିଲ୍ଲୀ: ଭୋଟ ଗଣତି ଜାରି ରହିଥିବା ବେଳେ ଏନ୍‌ଡିଏ ସରକାରରେ ମଧ୍ୟ ହଲଚଲ ଆରମ୍ଭ ହୋଇଯାଇଛି। ଚଳିତ ଥର ପୁଣିଥରେ ଏନ୍‌ଡିଏ କ୍ଷମତା ଦଖଲ କରିବ ବୋଲି ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଏଥିପାଇଁ ବିଜେପି ଶିବିରରେ ମଧ୍ୟ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି। ଆଜି ପ୍ରଧାନମନ୍ତ୍ରୀ ଦଳୀୟ କର୍ମୀଙ୍କୁ ଭେଟିବେ। ଏହାପରେ ଆସନ୍ତାକାଲି ମୋଦି ଜରୁରୀ କ୍ୟାବିନେଟ୍‌ ବୈଠକ ଡାକିଛନ୍ତି। ବୈଠକର କାରଣ ସମ୍ପର୍କରେ ଜଣାପଡ଼ି ନଥିଲେ ହେଁ ପରବର୍ତ୍ତୀ ସରକାର ଗଠନ ସମ୍ପର୍କରେ ଏଥିରେ […]

ui

Hemant Lenka
  • Published: Thursday, 23 May 2019
  • , Updated: 23 May 2019, 12:37 PM IST

ନୂଆଦିଲ୍ଲୀ: ଭୋଟ ଗଣତି ଜାରି ରହିଥିବା ବେଳେ ଏନ୍‌ଡିଏ ସରକାରରେ ମଧ୍ୟ ହଲଚଲ ଆରମ୍ଭ ହୋଇଯାଇଛି। ଚଳିତ ଥର ପୁଣିଥରେ ଏନ୍‌ଡିଏ କ୍ଷମତା ଦଖଲ କରିବ ବୋଲି ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଏଥିପାଇଁ ବିଜେପି ଶିବିରରେ ମଧ୍ୟ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି।

ଆଜି ପ୍ରଧାନମନ୍ତ୍ରୀ ଦଳୀୟ କର୍ମୀଙ୍କୁ ଭେଟିବେ। ଏହାପରେ ଆସନ୍ତାକାଲି ମୋଦି ଜରୁରୀ କ୍ୟାବିନେଟ୍‌ ବୈଠକ ଡାକିଛନ୍ତି। ବୈଠକର କାରଣ ସମ୍ପର୍କରେ ଜଣାପଡ଼ି ନଥିଲେ ହେଁ ପରବର୍ତ୍ତୀ ସରକାର ଗଠନ ସମ୍ପର୍କରେ ଏଥିରେ ଆଲୋଚନା ହେବ ବୋଲି କୁହାଯାଉଛି।

Related story