୨୦୧୪ ପରେ ଭାରତ ପାଇଁ ସମ୍ମାନ ବୃଦ୍ଧି ପାଇଛି: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ ସାରି ଆଜି ଭାରତ ଫେରିଛନ୍ତି। ‘ହାଓଡି ମୋଦି’ ଏବଂ ଜାତିସଂଘ ସାଧାରଣ ଅଧିବେଶନ ଭଳି କାର୍ଯ୍ୟକ୍ରମରେ ଯୋଗଦେବା ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ପରେ ଶନିବାର ସେ ସ୍ୱଦେଶ ଫେରିଛନ୍ତି। ଏହି ଅବସରରେ ବିଜେପି ପକ୍ଷରୁ ତାଙ୍କ ପାଇଁ ଭବ୍ୟ ସ୍ୱାଗତ ଉତ୍ସବ ଆୟୋଜନ କରାଯାଇଥିଲା। ପାଲମ୍‌ ଟେକ୍ନିକାଲ ଏୟାରପୋର୍ଟ ନିକଟରେ ଏହି ଉତ୍ସବ ଆୟୋଜିତ ହୋଇଥିଲା। ଏହି ଅବସରରେ […]

modi

modi

Subrat Kumar Nayak
  • Published: Saturday, 28 September 2019
  • Updated: 28 September 2019, 09:49 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ ସାରି ଆଜି ଭାରତ ଫେରିଛନ୍ତି। ‘ହାଓଡି ମୋଦି’ ଏବଂ ଜାତିସଂଘ ସାଧାରଣ ଅଧିବେଶନ ଭଳି କାର୍ଯ୍ୟକ୍ରମରେ ଯୋଗଦେବା ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ପରେ ଶନିବାର ସେ ସ୍ୱଦେଶ ଫେରିଛନ୍ତି। ଏହି ଅବସରରେ ବିଜେପି ପକ୍ଷରୁ ତାଙ୍କ ପାଇଁ ଭବ୍ୟ ସ୍ୱାଗତ ଉତ୍ସବ ଆୟୋଜନ କରାଯାଇଥିଲା। ପାଲମ୍‌ ଟେକ୍ନିକାଲ ଏୟାରପୋର୍ଟ ନିକଟରେ ଏହି ଉତ୍ସବ ଆୟୋଜିତ ହୋଇଥିଲା।

ଏହି ଅବସରରେ ମୋଦି ଅଭିଭାଷଣ ମଧ୍ୟ ରଖିଥିଲେ। ସେ ଭାଷଣ ଆରମ୍ଭରେ ଉପସ୍ଥିତ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ, ବହୁ ସଂଖ୍ୟାରେ ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଏହା ଏକ ସ୍ମରଣୀୟ ସ୍ୱାଗତ। ଏହି ଅବସରରେ ମୁଁ ସମଗ୍ର ଭାରତବାସୀଙ୍କୁ ପ୍ରଣାମ ଜଣାଉଛି।

ସେ ଆମେରିକା ଗସ୍ତ ବାବଦରେ କହିଥିଲେ, ୨୦୧୪ ମସିହାରେ ମୁଁ ଦାୟିତ୍ୱ ନେବା ପରେ ମୁଁ ଜାତିସଂଘ ଯାଇଥିଲି। ଏବେ ମଧ୍ୟ ଜାତିସଂଘ ଯାଇଥିଲି। ଭାରତ ପାଇଁ ଏହି ୫ ବର୍ଷରେ କ୍ରମାଗତ ଭାବେ ସମ୍ମାନରେ ବୃଦ୍ଧି ଘଟିଛି। ଏହା ୧୩୦ କୋଟି ଭାରତୀୟମାନଙ୍କ ପାଇଁ ସମ୍ଭବପର ହୋଇଛି।

ସେ ଆହୁରି ମଧ୍ୟ କହିଥିଲେ, ୨୦୧୩ ମସିହାରେ ମୁଁ ମଧ୍ୟ ଆମେରିକା ଯାଇଥିଲା। ୨୦୧୯ରେ ମଧ୍ୟ ଗଲି। ମୁଁ ଲକ୍ଷ୍ୟ କଲି ବହୁତ ପରିବର୍ତ୍ତନ ଆସିଛି। ଭାରତର ପ୍ରତିଷ୍ଠା ବୃଦ୍ଧି ପାଇଛି। ହ୍ୟୁଷ୍ଟନ୍‌ଠାରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମ ବୃହତ ଥିଲା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି କାର୍ଯ୍ୟକ୍ରମରେ ଯୋଗଦେବା ସ୍ୱତନ୍ତ୍ର ଥିଲା। ସେଠାରେ ଉଭୟ ରିପବ୍ଲିକାନ୍‌ ଏବଂ ଡେମୋକ୍ରାଟ୍‌ ଯୋଗ ଦେଇଥିଲେ। ଭାରତୀୟ ଗୋଷ୍ଠୀ ଆମେରିକା, ଟେକ୍ସାସ୍‌ ଏବଂ ହ୍ୟୁଷ୍ଟନ୍‌ଠାରେ ଯେଉଁଭଳି ନିଜର ଉପସ୍ଥିତି ଜାହିର କରିଲେ ତାହା ଉଲ୍ଲେଖନୀୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story