ଟ୍ରମ୍ପଙ୍କ ଟୁଇଟର ଜବାବ ଦେଲେ ମୋଦି, କହିଲେ ଏଭଳି ସମୟରେ ବନ୍ଧୁହିଁ ପାଖକୁ ଆସିଥାଏ

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ ଆମେରିକା ମାଗିଥିବା ଏବଂ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ (HCQ)କୁ ଭାରତ ପଠାଇବ ବୋଲି ଅନୁମତି ଦେଇଛି। ଏହାକୁ ନେଇ ଭାରତକୁ ଧନ୍ୟବାଦ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବୁଧବାର ଟୁଇଟ୍ କରି ଟ୍ରମ୍ପ ଭାରତକୁ ଧନ୍ୟବାଦ ଦେଇଥିଲେ। ଏଥସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି ଟ୍ରମ୍ପ। Fully agree with you President @realDonaldTrump. Times like these bring friends closer. The India-US partnership is stronger […]

trump

trump

Subhransu Sekhar
  • Published: Thursday, 09 April 2020
  • Updated: 09 April 2020, 01:35 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ ଆମେରିକା ମାଗିଥିବା ଏବଂ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ (HCQ)କୁ ଭାରତ ପଠାଇବ ବୋଲି ଅନୁମତି ଦେଇଛି। ଏହାକୁ ନେଇ ଭାରତକୁ ଧନ୍ୟବାଦ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବୁଧବାର ଟୁଇଟ୍ କରି ଟ୍ରମ୍ପ ଭାରତକୁ ଧନ୍ୟବାଦ ଦେଇଥିଲେ। ଏଥସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି ଟ୍ରମ୍ପ।

https://twitter.com/narendramodi/status/1248110109487591424

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁ ଟୁଇଟ୍ କରିଥିଲେ ସେଥିରେ ସହମତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ। ଏଭଳି ସମୟରେ ବନ୍ଧୁ ହିଁ ନିକଟତର ହୋଇଥାଏ। ଏବେ ଭାରତ-ଆମେରିକାର ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ମଜଭୁତ। COVID-19 ବେଳେ ଭାରତ ମାନବିକତା ଦେଖାଇବାକୁ ସମସ୍ତ ପ୍ରୟାସ କରିବ ବୋଲି ମୋଦି କହିଛନ୍ତି।

ଟ୍ରମ୍ପ ଟୁଇଟ୍ କରି କହିଥିଲେ ‘ଭାରତ ପ୍ରତି ମୁଁ ମୋର କୃତଜ୍ଞତା ଜ୍ଞାପନ କରୁଛି। ଭାରତର ସାହାଯ୍ୟକୁ କେବି ଭୁଲି ହେବନି। ସହଯୋଗର ହାତ ବଢ଼ାଇ ଭାରତ ମାନବିକତାର ପରିଚୟ ଦେଇଛି। ଏଭଳି ସ୍ଥିତିରେ ନିକଟତମ ବନ୍ଧୁଙ୍କର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟଙ୍କୁ ମୁଁ ଧନ୍ୟବାଦ ଦେଉଛି’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story