ଗୁରୁବାର ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିବେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର (ଜୁଲାଇ ୨୩) ମଣିପୁର ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏହି ଉଦଘାଟନ ହେବ। ରାଜଧାନୀ ଇମ୍ଫାଲଠାରେ ଏହି ଅବସରରେ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ, ସାଂସଦ ଓ ବିଧାୟକମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ‘ହର୍‌ ଘର୍‌ ଜଲ୍‌’ ଲକ୍ଷ୍ୟ ନେଇ ୨୦୨୪ ସୁଦ୍ଧା ଦେଶର ଗ୍ରାମାଞ୍ଚଳର ସବୁ ପରିବାରକୁ ଆବଶ୍ୟକ ପରିମାଣର ନିରାପଦ ପାନୀୟଜଳ ଯୋଗାଇଦେବା ପାଇଁ କେନ୍ଦ୍ର […]

modi

modi

Subhransu Sekhar
  • Published: Wednesday, 22 July 2020
  • Updated: 22 July 2020, 09:56 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର (ଜୁଲାଇ ୨୩) ମଣିପୁର ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏହି ଉଦଘାଟନ ହେବ। ରାଜଧାନୀ ଇମ୍ଫାଲଠାରେ ଏହି ଅବସରରେ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ, ସାଂସଦ ଓ ବିଧାୟକମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

‘ହର୍‌ ଘର୍‌ ଜଲ୍‌’ ଲକ୍ଷ୍ୟ ନେଇ ୨୦୨୪ ସୁଦ୍ଧା ଦେଶର ଗ୍ରାମାଞ୍ଚଳର ସବୁ ପରିବାରକୁ ଆବଶ୍ୟକ ପରିମାଣର ନିରାପଦ ପାନୀୟଜଳ ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ଜଳ ଜୀବନ ମିଶନ ଆରମ୍ଭ କରିଛନ୍ତି । ଏଥିରେ ଜଳଉତ୍ସର ସୁରକ୍ଷା ମଧ୍ୟ ଅନ୍ତର୍ଭୁକ୍ତ । ପରିତ୍ୟକ୍ତ ଜଳର ବିଶୋଧନ, ଜଳ ସଂରକ୍ଷଣ, ବର୍ଷା ଜଳ ଅମଳ ଏବଂ ଜଳ ପୁନଃକ୍ଷରଣ ବ୍ୟବସ୍ଥାରେ ମୌଳିକ ଜଳଉତ୍ସକୁ ସର୍ବଦା ବ୍ୟବହାର ଉପଯୋଗୀ ରଖିବା ଏହି ଯୋଜନାର ଏକ ଅପରିହାର୍ଯ୍ୟ ଦିଗ । ସେଥିପ୍ରତି ମଧ୍ୟ ଯଥୋଚିତ ଧ୍ୟାନ ଦିଆଯାଉଛି।

ଜଳ ଜୀବନ ମିଶନ ଗୋଷ୍ଠୀଗତ ଆଭିମୁଖ୍ୟ ନେଇ କାର୍ଯ୍ୟକାରୀ ହେଉଛି । ଗୋଟିଏ ଜନଗୋଷ୍ଠୀ ପାଇଁ ଜଳର ଆବଶ୍ୟକତା, ଏହାର ସଂରକ୍ଷଣ, ଉପଯୁକ୍ତ ବିନିଯୋଗ ଆଦି ସଂପର୍କରେ ସଚେତନତା ସୃଷ୍ଟି ପାଇଁ ଲୋକଙ୍କୁ ଶିକ୍ଷା, ସୂଚନା ମାଧ୍ୟମରେ ଉଦ୍ୟମ କରାଯାଉଛି । ଜଳ ସଂରକ୍ଷଣକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ସହିତ ସମସ୍ତଙ୍କ ବିଚାରରେ ଏହାକୁ ସର୍ବାଗ୍ରେ ରଖିବା ପାଇଁ ସରକାର ଉଦ୍ୟମ କରୁଛନ୍ତି ।

ଭାରତରେ ଏବେ ପ୍ରାୟ ମୋଟ ୧୯ କୋଟି ପରିବାର ବସବାସ କରୁଛନ୍ତି । ସେମାନଙ୍କ ମଧ୍ୟରୁ ମାତ୍ର ୨୪ ପ୍ରତିଶତଙ୍କ ପାଖରେ ସ୍ୱଚ୍ଛ ଜଳ ସୁବିଧା ପାଇବା ପାଇଁ ଟ୍ୟାପ ସଂଯୋଗ ବ୍ୟବସ୍ଥା ଅଛି । ଜଳ ଜୀବନ ମିଶନରେ ୧୪ କୋଟି ୩୩ ଲକ୍ଷ ୨୧ ହଜାର ୪୯ ପରିବାରକୁ ଅଂଶୀଦାର ଭିତ୍ତିରେ ପାଇପ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ସରକାର, ପଞ୍ଚାୟତିରାଜ ପ୍ରତିଷ୍ଠାନ ଏବଂ ସ୍ଥାନୀୟ ସମୁଦାୟଙ୍କୁ ଏଥିରେ ସାମିଲ କରାଯାଇଛି।

ଜଳ ଜୀବନ ମିଶନ ଯୋଜନାରେ ଭାରତ ସରକାର ମଣିପୁରକୁ ପାଣ୍ଠି ଯୋଗାଇ ଦେଇଛନ୍ତି । ଏଥିରେ ୧୧୮୫ ଗାଁର ୧ ଲକ୍ଷ ୪୨ ହଜାର ୭୪୯ ପରିବାରକୁ ପାଇପ ଜଳ ସୁବିଧା ଯୋଗାଇ ଦିଆଯିବ। ରାଜ୍ୟରେ ଆଉ ଯେଉଁ ପରିବାର ବାକି ରହିଲେ ସେଥିପାଇଁ ରାଜ୍ୟ ସରକାର ଅତିରିକ୍ତ ପାଣ୍ଠି ବ୍ୟବସ୍ଥା କରିବେ । ଉତ୍ତର ପୂର୍ବାଞ୍ଚଳ ବିକାଶ ବିଭାଗରୁ ମଧ୍ୟ ଏଥିପାଇଁ ଅର୍ଥ ଅଣାଯାଇପାରିବ ।
ବାହ୍ୟ ଆର୍ଥିକ ସହାୟତାରେ କାର୍ଯ୍ୟକାରୀ ହେଉଥିବା ମଣିପୁର ଜଳଯୋଗାଣ ପ୍ରକଳ୍ପ ମାଧ୍ୟମରେ ଗ୍ରେଟର ଇମ୍ଫାଲ ପ୍ଲାନିଂ ଏରିଆରେ ପିଇବା ପାଣି ସୁବିଧା ନ ଥିବା, ଅବଶିଷ୍ଟ ସବୁ ଘର, ରାଜ୍ୟର ୨୫ଟି ସହର ଏବଂ ୧୭୩୧ଟି ଗ୍ରାମରେ ପାଇପ ପାଣି ଯୋଗାଣ ବ୍ୟବସ୍ଥା କରାଯିବ।

ଏହାଫଳରେ ମଣିପୁରରର ୧୬ଟି ଜିଲ୍ଲାର ୨ ଲକ୍ଷ ୮୦ ହଜାର ୭୫୬ ପରିବାର ଉପକୃତ ହେବେ । ଏହି ପ୍ରକଳ୍ପରେ ମୋଟ ୩୦୫୪.୫୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏଥିପାଇଁ ଆବଶ୍ୟକ ଋଣ ନିଉ ଡେଭଲପ୍‌ମେଣ୍ଟ ବ୍ୟାଙ୍କ ଯୋଗାଇଦେବ । ୨୦୨୪ ସୁଦ୍ଧା ଏହି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାର ଲକ୍ଷ୍ୟ ରଖାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story