ଆରବିଆଇକୁ ୨ କୋଟି ତଣ୍ଡ ଗଣିବ ପିଏନ୍‌ବି

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ୨ କୋଟି ଟଙ୍କାର ଜୋରିମାନା ଦେବାକୁ ଆଦେଶ ଦେଇଛନ୍ତି। ଅନ୍ତର୍ଜାତୀୟ ମେସେଜିଂ ସଫ୍ଟୱେର ‘ସ୍ୱିଫ୍ଟ’ର ନିୟମ ଉଲ୍ଲଂଘନ କରିଥିବା ନେଇ ଏହି ଦଣ୍ଡ ବିଧାନ କରାଯାଇଛି। ଗତବର୍ଷ ହିଁ ହୀରା ବ୍ୟବସାୟୀ ନିରବ ମୋଦି ଏବଂ ତାଙ୍କ ମାମୁ ମେହୁଲ ଚୋକସି ଏହି ସଫ୍ଟୱେର ଜରିଆରେ ୧୪,୦୦୦ କୋଟି ଟଙ୍କା ଠକି ନେଇଥିଲେ। ମାର୍ଚ୍ଚ ୨୫ ତାରିଖରେ ପଠାଯାଇଥିବା ଏକ ଚିଠି ଜରିଆରେ ଆରବିଆଇ ବ୍ୟାଙ୍କକୁ ଏହି […]

rbi

rbi

Subrat Kumar Nayak
  • Published: Tuesday, 26 March 2019
  • Updated: 26 March 2019, 07:21 PM IST

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ୨ କୋଟି ଟଙ୍କାର ଜୋରିମାନା ଦେବାକୁ ଆଦେଶ ଦେଇଛନ୍ତି। ଅନ୍ତର୍ଜାତୀୟ ମେସେଜିଂ ସଫ୍ଟୱେର ‘ସ୍ୱିଫ୍ଟ’ର ନିୟମ ଉଲ୍ଲଂଘନ କରିଥିବା ନେଇ ଏହି ଦଣ୍ଡ ବିଧାନ କରାଯାଇଛି। ଗତବର୍ଷ ହିଁ ହୀରା ବ୍ୟବସାୟୀ ନିରବ ମୋଦି ଏବଂ ତାଙ୍କ ମାମୁ ମେହୁଲ ଚୋକସି ଏହି ସଫ୍ଟୱେର ଜରିଆରେ ୧୪,୦୦୦ କୋଟି ଟଙ୍କା ଠକି ନେଇଥିଲେ।

ମାର୍ଚ୍ଚ ୨୫ ତାରିଖରେ ପଠାଯାଇଥିବା ଏକ ଚିଠି ଜରିଆରେ ଆରବିଆଇ ବ୍ୟାଙ୍କକୁ ଏହି ଜୋରିମାନା ଦଣ୍ଡ ବିଷୟରେ ଜଣାଇଛି।

ଚଳିତ ବର୍ଷ ହିଁ ଆରବିଆଇ ୩୬ଟି ରାଷ୍ଟ୍ରାୟତ୍ତ୍ୱ, ଘରୋଇ ଏବଂ ବିଦେଶୀ ବ୍ୟାଙ୍କଙ୍କୁ ନିର୍ଦ୍ଦିଷ୍ଟ ସମୟରେ ‘ସ୍ୱିଫ୍ଟ’ ଲାଗୁ ନହେବା ଏବଂ ନିୟମ ଉଲ୍ଲଂଘନ ଆଦି ମାମଲାରେ ୭୧ କୋଟି ଟଙ୍କାର ଜୋରିମାନା ଲଗାଇଥିଲା। ଏହି ତାଲିକାରେ କିନ୍ତୁ ପିଏନ୍‌ବି ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story