ଆନ୍ଧ୍ରପ୍ରଦେଶ ପରେ ଛତିଶଗଡ଼ରେ ବିଷାକ୍ତ ଗ୍ୟାସ୍ ଲିକ୍

ରାୟଗଡ଼: ଆନ୍ଧ୍ରପ୍ରଦେଶ ପରେ ଛତିଶଗଡ଼ର ଏକ ପେପର ମିଲରେ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଛି। ଛତିଶଗଡ଼ର ରାୟଗଡ଼ରେ ଥିବା ଏକ ପେପର ମିଲରେ ବିଷାକ୍ତ କ୍ଲୋରିନ୍ ଗ୍ୟାସ୍ ଲିକ୍ ହୋଇଛି। ତିନି ଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଆଉ କିଛି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ପେପର ମିଲର ମାଲିକ ବିଷାକ୍ତ ଗ୍ୟାସ ଲିକ୍ ଘଟଣା ଖବରକୁ ଚପାଇବା ପାଇଁ ଚେଷ୍ଟା କରିଥିବା ସୂଚନା ରହିଛି। ରାୟଗଡ଼ ଏସପି ସନ୍ତୋଷ ସିଂହ କହିଛନ୍ତି, […]

toxic-gas-leak-in-chhattisgarh--raigad-paper-mill-7-workers-unconscious-3-in-critical

Subhransu Sekhar
  • Published: Thursday, 07 May 2020
  • Updated: 07 May 2020, 06:19 PM IST

Sports

Latest News

ରାୟଗଡ଼: ଆନ୍ଧ୍ରପ୍ରଦେଶ ପରେ ଛତିଶଗଡ଼ର ଏକ ପେପର ମିଲରେ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଛି। ଛତିଶଗଡ଼ର ରାୟଗଡ଼ରେ ଥିବା ଏକ ପେପର ମିଲରେ ବିଷାକ୍ତ କ୍ଲୋରିନ୍ ଗ୍ୟାସ୍ ଲିକ୍ ହୋଇଛି। ତିନି ଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଆଉ କିଛି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ପେପର ମିଲର ମାଲିକ ବିଷାକ୍ତ ଗ୍ୟାସ ଲିକ୍ ଘଟଣା ଖବରକୁ ଚପାଇବା ପାଇଁ ଚେଷ୍ଟା କରିଥିବା ସୂଚନା ରହିଛି।

ରାୟଗଡ଼ ଏସପି ସନ୍ତୋଷ ସିଂହ କହିଛନ୍ତି, ଶ୍ରମିକମାନେ ପେପର ମିଲ୍ ଭିତରେ ଏକ ଟାଙ୍କି ସଫା କରୁଥିଲେ। ଏହି ସମୟରେ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଥିଲା। ଶ୍ରମିକମାନେ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସିବାରୁ ଗୁରୁତର ହୋଇପଡ଼ିଛନ୍ତି। ଏବେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରାୟଗଡ଼ର ଜିଲ୍ଲାପାଳ ଯଶବନ୍ତ କୁମାର ଅପରାହ୍ନରେ ଏସପିଙ୍କୁ ଭେଟିବା ପରେ ଆହତଙ୍କୁ ଭେଟିଥିଲେ। ଏହାପରେ ଉଭୟ କହିଥିଲେ ପେପର ମିଲ୍ ମାଲିକ ବିଷାକ୍ତ ଗ୍ୟାସ ଲିକ୍ ହେବା ଖବରକୁ ଲୁଚାଇବାକୁ ଚେଷ୍ଟା କରିଥିଲେ। ତେଣୁ ପୁଲିସକୁ ସୂଚନା ଦେଇନଥିଲେ। ଏହାପରେ ମିଲ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଜିଲ୍ଲାର ଦୁଇ ପ୍ରମୁଖ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଏହି ଘଟଣା ପୂର୍ବରୁ ଗୁରୁବାର ସକାଳେ ବିଶାଖପାଟଣମର ଏଲଜି ପଲିମର୍ସ କାରଖାନାରେ ବିଷାକ୍ତ ଷ୍ଟାଇରିନ୍ ଗ୍ୟାସ ଲିକ୍ ହୋଇଥିଲା। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୧୧ ଛୁଇଁଥିବା ବେଳେ ଶତାଧିକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story