ପାକିସ୍ତାନରୁ ଆସୁଥିଲା ନକଲି ନୋଟ୍, ବିମାନ ବନ୍ଦରରେ ଧରିଲା କ୍ରାଇମବ୍ରାଞ୍ଚ

ମୁମ୍ୱାଇ: ମୁମ୍ୱାଇ କ୍ରାଇମ ବ୍ରାଞ୍ଚ ଟିମ୍ ୨୪ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିଛି। ଦୁବାଇରୁ ମୁମ୍ୱାଇ ଆସିଥିବା ଜଣେ ବ୍ୟକ୍ତି ଏହି ନକଲି ନୋଟ୍ ନେଇ ଆସିଥିଲେ। ମୁମ୍ୱାଇ ବିମାନ ବନ୍ଦରର ବସ ଷ୍ଟପରେ ଛିଡ଼ା ହୋଇଥିବା ବେଳେ କ୍ରାଇମବ୍ରାଞ୍ଚ ଟିମ୍ ସନ୍ଦେହ ପ୍ରକାଶ କରି ନକଲି ନୋଟ୍ ଜବତ କରିବା ସହିତ ସେହି ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ମୁମ୍ୱାଇର କଲଓ୍ୱା ନିବାସୀ ଜାଭେଦ୍ ଶେଖ (୩୬)। ସେ ଦୁବାଇ ଏବଂ […]

PAK NOTE

PAK NOTE

Subhransu Sekhar
  • Published: Monday, 10 February 2020
  • Updated: 10 February 2020, 03:58 PM IST

Sports

Latest News

ମୁମ୍ୱାଇ: ମୁମ୍ୱାଇ କ୍ରାଇମ ବ୍ରାଞ୍ଚ ଟିମ୍ ୨୪ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିଛି। ଦୁବାଇରୁ ମୁମ୍ୱାଇ ଆସିଥିବା ଜଣେ ବ୍ୟକ୍ତି ଏହି ନକଲି ନୋଟ୍ ନେଇ ଆସିଥିଲେ। ମୁମ୍ୱାଇ ବିମାନ ବନ୍ଦରର ବସ ଷ୍ଟପରେ ଛିଡ଼ା ହୋଇଥିବା ବେଳେ କ୍ରାଇମବ୍ରାଞ୍ଚ ଟିମ୍ ସନ୍ଦେହ ପ୍ରକାଶ କରି ନକଲି ନୋଟ୍ ଜବତ କରିବା ସହିତ ସେହି ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ମୁମ୍ୱାଇର କଲଓ୍ୱା ନିବାସୀ ଜାଭେଦ୍ ଶେଖ (୩୬)। ସେ ଦୁବାଇ ଏବଂ ବ୍ୟାଙ୍କକ ଯାଇଥିଲେ। ଏବେ ସେ ଏହି ନକଲି ନୋଟ୍ ଆଣି କାହାକୁ ଦେବାର ଥିଲା ପୂର୍ବରୁ ଏଭଳି ନକଲି ନୋଟ୍ ଆଣି କାହାକୁ ଦେଇଛି ଏସବୁ କିଛି ପ୍ରଶ୍ନ ଜାଭେଦକୁ ପଚାରୁଛି ପୁଲିସ। ପ୍ରାଥମିକ ପଚରାଉଚରା ବେଳେ ପୁଲିସକୁ ବଡ଼ ପ୍ରମାଣ ମିଳିଛି ବୋଲି ଜଣାପଡ଼ିଛି।

ପାକିସ୍ତାନରେ ଏହି ନକଲି ନୋଟ୍ ଛପାଯାଇ ଭାୟା ଦୁବାଇ ଭାରତକୁ ଆସୁଥିଲା ବୋଲି ପୁଲିସ କହିଛି। ନକଲି ନୋଟ୍ ମଧ୍ୟରେ ଅଧିକାଂଶ ୨ ହଜାର ଟଙ୍କିଆ ଥିଲା। ନୋଟର ଗୁଣବତ୍ତା ମଧ୍ୟ ଭଲ ଥିଲା। ଭାରତୀୟ ୨୦୦୦ ଟଙ୍କିଆ ନୋଟ୍‌ରେ ଥିବା ୯ଟି ନିରାପତ୍ତା ଛାପ ମଧ୍ୟରୁ ୭ଟି  ନିରାପତ୍ତା ଛାପ ଏହି ନୋଟ୍‌ଗୁଡ଼ିକରେ ରହିଛି। ୨୦୧୬ରେ ନୋଟବନ୍ଦୀ ପରେ ଏହି ନୂଆ ୨ ହଜାର ଟଙ୍କା ଛାପିଥିଲା ଆରବିଆଇ। ହେଲେ ଏହି ନୋଟର ଅବିକଳ ନକଲ ହୋଇପାରିବ ବୋଲି ଏନଆଇଏ କହିବା ପରେ ୨୦୧୯ରୁ ଏହି ନୋଟ୍ ଛାପିବା ଉପରେ ଆରବିଆଇ ରୋକ୍ ଲଗାଇଛି।

ଗିରଫ ବ୍ୟକ୍ତି ଜଣଙ୍କ ବିମାନ ବନ୍ଦରରୁ ବାହାରକୁ ଆସିଥିଲା। ଏହି ସମୟରେ ସେ ସମସ୍ତ ଚେକିଂ ପ୍ରକ୍ରିୟାକୁ ସାମ୍ନା କରିଥିଲା। ହେଲେ ନକଲି ନୋଟ୍ ବାବଦରେ ଧରାପଡ଼ିନଥିଲା। କାରଣ ଟ୍ରଲି ବ୍ୟାଗରେ କପଡ଼ା ତଳେ ନକଲି ନୋଟ୍ ବଣ୍ଡଲ ଭଳି ରଖିବା ପରିବର୍ତ୍ତେ ଏଣେ ତେଣେ ବିଛାଇ ରଖାଯାଇଥିଲା ଟଙ୍କା। ତେଣୁ ଚେକିଂ ବେଳେ ମେସିନ ନକଲି ନୋଟ୍ ବାବଦରେ ଜାଣିପାରି ନଥିଲା। ହେଲେ ଜାଭେଦ ବସ୍ ଷ୍ଟପରେ ଛିଡ଼ା ହୋଇଥିବା ବେଳେ କ୍ରାଇମବ୍ରାଞ୍ଚ ପୁଲିସ ଅଧିକାରୀ ସନ୍ତୋଷ ରସ୍ତୋଗୀ ସନ୍ଦେହ ପ୍ରକାଶ କରି ପଚରାଉଚରା କରିବା ପରେ ସେ ଧରାପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story