ଆଣ୍ଠୁମାଡ଼ି ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଲେ ପୁଲିସ୍ ଅଧିକାରୀ; ସୋଶାଲ୍ ମିଡିଆରେ ଚର୍ଚ୍ଚା

ଗୋରଖପୁର: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଗୋରଖପୁରର ଜଣେ ପୁଲିସ୍ ଅଧିକାରୀଙ୍କର କିଛି ଫଟୋ ଏବେ ସୋଶାଲ୍‌ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଫଟୋଗୁଡ଼ିକ ମଧ୍ୟରୁ ଗୋଟିକରେ ପୁଲିସ୍ ଅଧିକାରୀ ଜଣଙ୍କ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ହାତ ଯୋଡ଼ି ମୁଣ୍ଡ ନୁଆଁଇ ବସିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ଆଶୀର୍ବାଦ ଦେଉଛନ୍ତି। ଆଉଏକ ଫଟୋରେ ପୁଲିସ୍ ଅଧିକାରୀ ଜଣଙ୍କ ମୁଖ୍ୟମନ୍ତ୍ରୀଙ୍କ ମଥାରେ ତିଳକ ଲଗାଇ ଦେଉଛନ୍ତି। ଅନ୍ୟଏକ ଫଟୋରେ ସେ ଯୋଗୀ ଆଦିତ୍ୟନାଥଙ୍କୁ ଫୁଲ ହାର ପିନ୍ଧାଉଛନ୍ତି। […]

jogi

jogi

Rakesh Mallick
  • Published: Saturday, 28 July 2018
  • Updated: 28 July 2018, 02:17 PM IST

Sports

Latest News

ଗୋରଖପୁର: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଗୋରଖପୁରର ଜଣେ ପୁଲିସ୍ ଅଧିକାରୀଙ୍କର କିଛି ଫଟୋ ଏବେ ସୋଶାଲ୍‌ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଫଟୋଗୁଡ଼ିକ ମଧ୍ୟରୁ ଗୋଟିକରେ ପୁଲିସ୍ ଅଧିକାରୀ ଜଣଙ୍କ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ହାତ ଯୋଡ଼ି ମୁଣ୍ଡ ନୁଆଁଇ ବସିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ଆଶୀର୍ବାଦ ଦେଉଛନ୍ତି। ଆଉଏକ ଫଟୋରେ ପୁଲିସ୍ ଅଧିକାରୀ ଜଣଙ୍କ ମୁଖ୍ୟମନ୍ତ୍ରୀଙ୍କ ମଥାରେ ତିଳକ ଲଗାଇ ଦେଉଛନ୍ତି। ଅନ୍ୟଏକ ଫଟୋରେ ସେ ଯୋଗୀ ଆଦିତ୍ୟନାଥଙ୍କୁ ଫୁଲ ହାର ପିନ୍ଧାଉଛନ୍ତି।

ଏହି ପୁଲିସ୍ ଅଧିକାରୀଙ୍କ ନାଁ ପ୍ରବୀଣ କୁମାର ସିଂହ। ସେ ନିଜେ ଏହି ଫଟୋଗୁଡ଼ିକୁ ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ପୋଷ୍ଟ୍ କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ ଗୁରୁପୂର୍ଣ୍ଣିମା ଅବସରରେ ସେ ମୁଖ୍ୟମନ୍ତ୍ରୀଙ୍କଠାରୁ ନୁହେଁ, ଗୋରଖନାଥ ମନ୍ଦିରର ମହନ୍ତଙ୍କଠାରୁ ଆଶୀର୍ବାଦ ନେଉଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖନାଥ ମନ୍ଦିରର ମହନ୍ତ ପଦରେ ମଧ୍ୟ ଅଛନ୍ତି।

jogi3
ତେବେ ଏହି ଫଟୋଗୁଡ଼ିକ ସାମ୍ନାକୁ ଆସିବା ପରେ ବିବାଦ ଦେଖାଯାଇଛି। ପୁଲିସ୍ ପୋଷାକ ପିନ୍ଧି ପ୍ରବୀଣ କୁମାର ସିଂହ ଏମିତି କରିବା କଥା ନୁହେଁ ବୋଲି କୁହାଯାଉଛି। ଫେସ୍‌ବୁକ୍ ଓ ଟ୍ୱିଟ୍‌ରରେ କେହି କେହି ତାଙ୍କ ସପକ୍ଷରେ ପ୍ରତିକ୍ରିୟା ଦେଇଥିବା ବେଳେ ଆଉ କେହି କେହି ବିରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story