ଶରିଜଲଙ୍କୁ ଗିରଫ ପାଇଁ ସହଯୋଗ କରିଥିଲା ଗାର୍ଲପ୍ରେଣ୍ଡ!

ପାଟନା: ଦେଶଦ୍ରୋହ ଅଭିଯୋଗରେ ଗିରଫ ହୋଇଛନ୍ତି ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର ଛାତ୍ର ଶରଜିଲ ଇମାମ। ତାଙ୍କୁ ଗିରଫ କରିବା ପାଇଁ ଦେଶର ଛଅଟି ରାଜ୍ୟର ପୁଲିସ ପଛରେ ପଡ଼ିଥିଲେ। ହେଲେ ବିହାର ପୁଲିସର ସହାୟତାରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ପୁଲିସ ଶରଜିଲଙ୍କୁ ମଙ୍ଗଳବାର ଗିରଫ କରିଛି। ତେବେ କେମିତି ଶରଜିଲଙ୍କ ନିକଟରେ ପୁଲିସ ପହଞ୍ଚିଥିଲା ତାହା ଏବେ ଆଲୋଚନାର ବିଷୟ। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶରଜିଲଙ୍କୁ ଗିରଫ କରିବା ପାଇଁ ସୋମବାର ବିହାରର ଜେହାନାବାଦ ଯାଇ […]

Sharjeel-Imam

Sharjeel-Imam

Subhransu Sekhar
  • Published: Thursday, 30 January 2020
  • Updated: 30 January 2020, 09:04 PM IST

Sports

Latest News

ପାଟନା: ଦେଶଦ୍ରୋହ ଅଭିଯୋଗରେ ଗିରଫ ହୋଇଛନ୍ତି ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର ଛାତ୍ର ଶରଜିଲ ଇମାମ। ତାଙ୍କୁ ଗିରଫ କରିବା ପାଇଁ ଦେଶର ଛଅଟି ରାଜ୍ୟର ପୁଲିସ ପଛରେ ପଡ଼ିଥିଲେ। ହେଲେ ବିହାର ପୁଲିସର ସହାୟତାରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ପୁଲିସ ଶରଜିଲଙ୍କୁ ମଙ୍ଗଳବାର ଗିରଫ କରିଛି। ତେବେ କେମିତି ଶରଜିଲଙ୍କ ନିକଟରେ ପୁଲିସ ପହଞ୍ଚିଥିଲା ତାହା ଏବେ ଆଲୋଚନାର ବିଷୟ।

ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶରଜିଲଙ୍କୁ ଗିରଫ କରିବା ପାଇଁ ସୋମବାର ବିହାରର ଜେହାନାବାଦ ଯାଇ ଶରଜିଲଙ୍କ ପୈତୃକ ଘରେ ପୁଲିସ ରେଡ୍ କରିଥିଲା। ଶରଜିଲଙ୍କ ବାବଦରେ କିଛି ସୂଚନା ନମିଳିବା ପରେ ତାଙ୍କ ସାନ ଭାଇକୁ ପୁଲିସ ଉଠାଇ ଆଣିଥିଲା। ଏହି ସମୟରେ ପୁଲିସ ତାଙ୍କୁ ପଚାରଉଚରା କରି ଶରଜିଲଙ୍କୁ ସାଙ୍ଗ ଇମରାନଙ୍କ ବାବଦରେ ଜାଣିବାକୁ ପାଇଥିଲା। ଇମରାନଙ୍କ ପାଖରୁ ଶରଜିଲଙ୍କ ଗାର୍ଲଫ୍ରେଣ୍ଡ ବା ପ୍ରେମିକାଙ୍କ ବାବଦରେ ପୁଲିସ ସୂଚନା ପାଇଥିଲା।

ଏହାପରେ ଶରଜିଲଙ୍କ ପ୍ରେମିକାଙ୍କ ପାଖରେ ପହଞ୍ଚି ଚାପ ପକାଇଥିଲା। ଶେଷରେ ଶରଜିଲଙ୍କୁ ତାଙ୍କ ପ୍ରେମିକା ମଲିକ ଟୋଲା ନିକଟକୁ ଦେଖା କରିବା ପାଇଁ ଡାକିଥିଲେ। ଶରଜିଲ ତାଙ୍କ ସାଙ୍ଗଙ୍କ ସହ ପ୍ରେମିକାଙ୍କୁ ଦେଖା କରିବାକୁ ପହଞ୍ଚିଥିଲେ। ଏହାପରେ ପୁଲିସ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଶରଜିଲଙ୍କୁ ଗିରଫ କରିଥିଲା। ଶରଜିଲଙ୍କୁ ଗିରଫ କରିବା ପାଇଁ ଗଠିତ ହୋଇଥିବା ଟିମର ନେତୃତ୍ୱ ନେଇଥିଲେ ଦିଲ୍ଲୀ କ୍ରାଇମବ୍ରାଞ୍ଚର ଡିସିପି ରାଜେଶ ଦେବ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଶରଜିଲ ଦେଶ ବିରୋଧୀ ମନ୍ତବ୍ୟ ଦେଇଥିଲେ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଅଲିଗଡ ମୁସଲିମ୍ ବିଶ୍ୱବିଦ୍ୟାଳୟ (ଏଏମୟୁ) ମଞ୍ଚରୁ ଆସାମକୁ ଭାରତରୁ ଅଲଗା କରିବା ପାଇଁ ଧମକ ଦେଇଥିଲେ।

ଶରିଜଲଙ୍କ ଏଭଳି ମନ୍ତବ୍ୟକୁ ଆଧାର କରି ଦିଲ୍ଲୀ ପୁଲିସ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛି। ଏହା ବାଦ ଆସାମର ଗୌହାଟି ଏବଂ ଉତ୍ତର ପ୍ରଦେଶର ଅଲିଗଡ଼ରେ ପୃଥକ ପୃଥକ ମାମଲା ରୁଜୁ ହୋଇଛି। ଯେଉଁଥିରେ ଦେଶଦ୍ରୋହ ମାମଲା ମଧ୍ୟ ରହିଛି। ଛଅଟି ରାଜ୍ୟର ପୁଲିସ ପାଇଁ ସେ ଓ୍ୱାଣ୍ଟେଡ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story