ଐତିହ୍ୟ କୀର୍ତ୍ତିରାଜିର ୧୦୦ ମିଟର ପରିଧି ଭିତରେ ପ୍ଲାଷ୍ଟିକ୍‌ ନିଷିଦ୍ଧ ହେବ

ନୂଆଦିଲ୍ଲୀ: ବୁଧବାର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲ ପ୍ଲାଷ୍ଟିକ୍‌ ବ୍ୟାନ୍‌କୁ ନେଇ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଐତିହ୍ୟ କୀର୍ତ୍ତିରାଜିର ୧୦୦ ମିଟର ପରିଧି ମଧ୍ୟରେ ସିଙ୍ଗିଲ ୟୁଜ୍‌ ପ୍ଲାଷ୍ଟିକ୍‌ ନିଷିଦ୍ଧ ହେବ। ଅର୍ଥାତ କୀର୍ତ୍ତିରାଜିକୁ ପ୍ଲାଷ୍ଟିକ୍‌ମୁକ୍ତ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ସିଙ୍ଗିଲ ୟୁଜ୍‌ ପ୍ଲାଷ୍ଟିକ୍‌ରୁ ମୁକ୍ତ କରିବା ପାଇଁ ଘୋଷଣା କରିବା ପରେ ଏଭଳି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ। ନୂଆଦିଲ୍ଲୀଠାରେ ‘ପର୍ଯ୍ୟଟନ ପର୍ବ’ ନାମକ ଏକ କାର୍ଯ୍ୟକ୍ରମରେ ଯୋଗ […]

monument

monument

Subrat Kumar Nayak
  • Published: Wednesday, 02 October 2019
  • Updated: 02 October 2019, 11:00 PM IST

Sports

Latest News

ନୂଆଦିଲ୍ଲୀ: ବୁଧବାର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲ ପ୍ଲାଷ୍ଟିକ୍‌ ବ୍ୟାନ୍‌କୁ ନେଇ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଐତିହ୍ୟ କୀର୍ତ୍ତିରାଜିର ୧୦୦ ମିଟର ପରିଧି ମଧ୍ୟରେ ସିଙ୍ଗିଲ ୟୁଜ୍‌ ପ୍ଲାଷ୍ଟିକ୍‌ ନିଷିଦ୍ଧ ହେବ। ଅର୍ଥାତ କୀର୍ତ୍ତିରାଜିକୁ ପ୍ଲାଷ୍ଟିକ୍‌ମୁକ୍ତ କରାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ସିଙ୍ଗିଲ ୟୁଜ୍‌ ପ୍ଲାଷ୍ଟିକ୍‌ରୁ ମୁକ୍ତ କରିବା ପାଇଁ ଘୋଷଣା କରିବା ପରେ ଏଭଳି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ। ନୂଆଦିଲ୍ଲୀଠାରେ ‘ପର୍ଯ୍ୟଟନ ପର୍ବ’ ନାମକ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏପରି କହିଛନ୍ତି।

ସରକାର ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ସିଙ୍ଗିଲ ୟୁଜ୍‌ ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ କଟକଣା ଲଗାଇବା ନେଇ ଯୋଜନା ବାବଦରେ କହିଛନ୍ତି। ୬ ପ୍ରକାର ଉତ୍ପାଦ ଏହା ଜରିଆରେ ବନ୍ଦ ହେବ। ତେବେ ବର୍ତ୍ତମାନ ଅର୍ଥନୀତିକ ମାନ୍ଦାବସ୍ଥା ମୁଣ୍ଡ ଟେକିଥିବାରୁ ଏହାର କେତେ ଦୂର ବାସ୍ତବ ରୂପ ନେବ ତାହା ଦେଖିବାକୁ ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story