ନୀତୀଶଙ୍କୁ ‘ବାତ୍‌ ବିହାର କୀ’ ଧମକ ଦେଲେ ପିକେ

ପାଟନା: ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ‘ବାତ୍‌ ବିହାର କୀ’ ଧମକ ଦେଇଛନ୍ତି। ବିହାର ନିର୍ବାଚନ ପୂର୍ବରୁ ହିଁ ସେ କହିଛନ୍ତି ଏହି ନାମରେ ଏକ ଅଭିଯାନ ଆରମ୍ଭ କରିବେ। ବିହାରର ବିକାଶକୁ ମୁଖ୍ୟ ପ୍ରସଙ୍ଗ କରି ନୀତୀଶଙ୍କୁ ପିକେ ବେଶ୍‌ ସମାଲୋଚନା ମଧ୍ୟ କରିଛନ୍ତି। ପିକେ କହିଛନ୍ତି, ସେ ୧୦୦ ଦିନ ବିହାର ବୁଲିବେ ଏବଂ ନୀତୀଶ ସରକାରର କୁଶାସନ ବାବଦରେ ସଚେତନ କରାଇବେ। ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ […]

PK-Nitish

PK-Nitish

Subrat Kumar Nayak
  • Published: Tuesday, 18 February 2020
  • Updated: 18 February 2020, 02:28 PM IST

Sports

Latest News

ପାଟନା: ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ‘ବାତ୍‌ ବିହାର କୀ’ ଧମକ ଦେଇଛନ୍ତି। ବିହାର ନିର୍ବାଚନ ପୂର୍ବରୁ ହିଁ ସେ କହିଛନ୍ତି ଏହି ନାମରେ ଏକ ଅଭିଯାନ ଆରମ୍ଭ କରିବେ। ବିହାରର ବିକାଶକୁ ମୁଖ୍ୟ ପ୍ରସଙ୍ଗ କରି ନୀତୀଶଙ୍କୁ ପିକେ ବେଶ୍‌ ସମାଲୋଚନା ମଧ୍ୟ କରିଛନ୍ତି।

ପିକେ କହିଛନ୍ତି, ସେ ୧୦୦ ଦିନ ବିହାର ବୁଲିବେ ଏବଂ ନୀତୀଶ ସରକାରର କୁଶାସନ ବାବଦରେ ସଚେତନ କରାଇବେ। ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ କେଉଁଆଡ଼େ ମଧ୍ୟ ଯିବାର ନାହିଁ, ଏଇଠି ବିହାର ପାଇଁ ହିଁ କାମ କରିବି। ମୁଁ ବିହାରର ବିକାଶ ଚାହୁଁଥିବା ଯୁବବର୍ଗକୁ ଆହ୍ୱାନ କରୁଛି ମୋ ସହ ଏହି ‘ବାତ୍‌ ବିହାର କୀ’ ଅଭିଯାନରେ ଯୋଗ ଦିଅନ୍ତୁ।”

ବନ୍ଧୁରୁ ବଇରୀ ସାଜିଥିବା ନୀତୀଶ କୁମାରଙ୍କ ନେତୃତ୍ୱରେ ବିଜେପି-ଜେଡିୟୁ ମେଣ୍ଟକୁ ଟାର୍ଗେଟ୍‌ କରି ସେ କହିଛନ୍ତି, ଆମେ ଦେଖିବା ଏହି ମେଣ୍ଟ ପ୍ରକୃତରେ ବିହାରକୁ ସହାୟକ ହେଉଛି କି ନା। ଏତେ ନିଁପଡ଼ିବା ପରେ ମଧ୍ୟ ଏହା ବିହାରକୁ ସହାୟକ ହେଉଛି କି ନା ଆମକୁ ଦେଖିବାକୁ ହେବ।

ସେ ଆହୁରି ମଧ୍ୟ କହିଛନ୍ତି, ୧୫ ବର୍ଷ ପାଇଁ ନୀତୀଶଙ୍କ ନେତୃତ୍ୱରେ ବିହାର ବହୁତ ବିକାଶ ଦେଖିଛି। କିନ୍ତୁ ଏହି ନୂଆ ବନ୍ଧୁତ୍ୱ ବିହାର ପାଇଁ କିଛି କାମରେ ଲାଗୁଛି କି? ନୀତୀଶ କୁମାର ଗଡ୍‌ସେ ବିଚାରର ଲୋକଙ୍କ ପକ୍ଷ ନେଉଛନ୍ତି। ଗାନ୍ଧି ଓ ଗଡ୍‌ସେ ଏକାଠି ଯାଇପାରିବେନି।

ସେ ନୀତୀଶଙ୍କ ନେତୃତ୍ୱରେ ବିହାରର ବିକାଶ ବାବଦରେ ପ୍ରଶ୍ନ କରିଛନ୍ତି, ବିହାର ୨୦୦୫ ମସିହାରେ ସବୁଠାରୁ ଗରିବ ରାଜ୍ୟ ଥିଲା। ଆଜି ମଧ୍ୟ ତାହା ଅଛି। କେହି ନୀତୀଶଙ୍କ ଶାସନ ମଡେଲ ବାବଦରେ ପ୍ରଶ୍ନ କରୁନାହାନ୍ତି। ମହାରାଷ୍ଟ୍ର ଓ କର୍ଣ୍ଣାଟକା ତୁଳନାରେ ଏହି ରାଜ୍ୟ କେତେ ଉନ୍ନତି କରିଛି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story