ସିଏଏ ବିବାଦ, ଅମିତ ଶାହଙ୍କୁ ପ୍ରଶାନ୍ତ କିଶୋରଙ୍କ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଜନତା ଦଳ ୟୁନାଇଟେଡ (ଜେଡିୟୁ)ର ଉପସଭାପତି ତଥା ରାଜନୀତିକ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ବାରମ୍ୱାର ବିରୋଧ କରିଆସୁଛନ୍ତି। ବିରୋଧ ସତ୍ତ୍ୱେ ସିଏଏ ହଟିବ ନାହିଁ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର କହିଥିଲେ। ଏହାପରେ ବୁଧବାର ଟୁଇଟ୍ କରି ପ୍ରଶାନ୍ତ କିଶୋର ଅମିତ ଶାହଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। https://twitter.com/PrashantKishor/status/1219824934484152326 ପ୍ରଶାନ୍ତ କିଶୋର ଟୁଇଟ୍ କରି କହିଛନ୍ତି, ସିଏଏକୁ ନେଇ ବିରୋଧ ସତ୍ତ୍ୱେ ସରକାର ଏହାକୁ ନହଟାଇବାର ଅର୍ଥ […]

prashant-koshor-amit-shah

prashant-koshor-amit-shah

Subhransu Sekhar
  • Published: Wednesday, 22 January 2020
  • Updated: 22 January 2020, 02:41 PM IST

Sports

Latest News

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଜନତା ଦଳ ୟୁନାଇଟେଡ (ଜେଡିୟୁ)ର ଉପସଭାପତି ତଥା ରାଜନୀତିକ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ବାରମ୍ୱାର ବିରୋଧ କରିଆସୁଛନ୍ତି। ବିରୋଧ ସତ୍ତ୍ୱେ ସିଏଏ ହଟିବ ନାହିଁ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର କହିଥିଲେ। ଏହାପରେ ବୁଧବାର ଟୁଇଟ୍ କରି ପ୍ରଶାନ୍ତ କିଶୋର ଅମିତ ଶାହଙ୍କୁ ଚ୍ୟାଲେଞ୍ଜ କରିଛନ୍ତି।

https://twitter.com/PrashantKishor/status/1219824934484152326

ପ୍ରଶାନ୍ତ କିଶୋର ଟୁଇଟ୍ କରି କହିଛନ୍ତି, ସିଏଏକୁ ନେଇ ବିରୋଧ ସତ୍ତ୍ୱେ ସରକାର ଏହାକୁ ନହଟାଇବାର ଅର୍ଥ ଶକ୍ତିଶାଳୀ ବୋଲି କୁହାଯାଇପାରିବନି। ଯଦି ସିଏଏ, ଏନଆରସିକୁ ବିରୋଧ କରୁଥିବା ଲୋକଙ୍କ ବାବଦରେ ଆପଣ ଯଦି ଚିନ୍ତା କରୁ ନାହାନ୍ତି ତା’ହେଲେ ସିଏଏ ପରେ ଏନଆରସି କାହିଁକି ଧାରାବାହିକ ଭାବରେ ଲାଗୁ କରୁନାହାନ୍ତି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଲକ୍ଷ୍ନୌଠାରେ ସିଏଏ ସମର୍ଥନରେ ବିଜେପି ଆୟୋଜିତ ଏକ ଶୋଭାଯାତ୍ରାରେ ଯୋଗଦେଇ ଶାହ କହିଥିଲେ, କଂଗ୍ରେସ, ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ ତୃଣମୂଳ କଂଗ୍ରେସ ଆଜି ବିରୋଧୀ ଦଳମାନେ ଭୋଟ୍‌ବ୍ୟାଙ୍କ ପଲିଟିକ୍ସ ପାଇଁ ମିଛର ପ୍ରଚାର କରୁଛନ୍ତି। କୌଣସି ପରିସ୍ଥିତିରେ କେନ୍ଦ୍ର ସରକାର ଏହି ଆଇନକୁ ପ୍ରତ୍ୟାହାର କରିବେ ନାହିଁ ବୋଲି ଶାହ ସ୍ପଷ୍ଟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story