ଏହି ବିଶେଷ ଆସନରେ ଯୋଗ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏଥର ଜୁନ୍ ୨୧ ତାରିଖରେ ଝାରଖଣ୍ଡର ରାଜଧାନୀ ରାଞ୍ଚିରେ ଆୟୋଜିତ ହେବ ପଞ୍ଚମ ଅନ୍ତର୍ଜାତୀୟ ଯୋଗ ଦିବସ। ଏଥିରେ ହଜାର ହଜାର ଲୋକଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇ ଯୋଗ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଏଥିରେ ପ୍ରଧାନମନ୍ତ୍ରୀ ଏକ ବିଶେଷ ପ୍ରକାର ଆସନରେ ବସି ଯୋଗ କରିବେ ବୋଲି ଜଣାପଡ଼ିଛି। ଏହି ଆସନ ପ୍ରସ୍ତୁତ କରିବା ପାଇଁ ଖଦି ଗ୍ରାମୋଦ୍ୟୋଗ ବୋର୍ଡକୁ ଅର୍ଡର ମିଳିଛି। ତେବେ […]

modi

modi

Jitendra Garnayak
  • Published: Friday, 07 June 2019
  • Updated: 07 June 2019, 11:16 AM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏଥର ଜୁନ୍ ୨୧ ତାରିଖରେ ଝାରଖଣ୍ଡର ରାଜଧାନୀ ରାଞ୍ଚିରେ ଆୟୋଜିତ ହେବ ପଞ୍ଚମ ଅନ୍ତର୍ଜାତୀୟ ଯୋଗ ଦିବସ। ଏଥିରେ ହଜାର ହଜାର ଲୋକଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇ ଯୋଗ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଏଥିରେ ପ୍ରଧାନମନ୍ତ୍ରୀ ଏକ ବିଶେଷ ପ୍ରକାର ଆସନରେ ବସି ଯୋଗ କରିବେ ବୋଲି ଜଣାପଡ଼ିଛି।

ଏହି ଆସନ ପ୍ରସ୍ତୁତ କରିବା ପାଇଁ ଖଦି ଗ୍ରାମୋଦ୍ୟୋଗ ବୋର୍ଡକୁ ଅର୍ଡର ମିଳିଛି। ତେବେ କେବଳ ମୋଦିଙ୍କ ପାଇଁ ନୁହେଁ, ଏଭଳି ୬୦୦୦ ଆସନ ତିଆରି କରିବା ପାଇଁ ଖଦି ଗ୍ରାମୋଦ୍ୟୋଗ ବୋର୍ଡକୁ ଅର୍ଡର ଦିଆଯାଇଛି। ପ୍ରତି ଆସନ ପାଇଁ ଆୟୁଷ ମନ୍ତ୍ରଣାଳୟ ଖଦି ଗ୍ରାମୋଦ୍ୟୋଗ ବୋର୍ଡକୁ ୩୨୦ ଟଙ୍କା ଦେବ। ଏଥିପାଇଁ ମନ୍ତ୍ରଣାଳୟ ଏକ କୋଟି ୯୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବ।

ଖଦି ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ହରିୟାଣାରେ ଥିବା ୧୭ଟି ଖଦି ସଂସ୍ଥାରେ ଏହି ଆସନ ତିଆରି ଚାଲିଛି। ଜୁନ୍ ୧୨ ତାରିଖ ସୁଦ୍ଧା ଆୟୁଷ ମନ୍ତ୍ରଣାଳୟକୁ ଏହି ସବୁ ଆସନ ଯୋଗାଇ ଦିଆଯିବ।

ଜୁନ୍ ୨୧ ତାରିଖରେ ଯୋଗ ଦିବସ ଅବସରରେ ରାଞ୍ଚିରେ ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଓ ଆୟୁଷ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ ଉପସ୍ଥିତ ରହିବେ। ପ୍ରଥମ ଥର ପାଇଁ ୨୦୧୫ ଜୁନ୍ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା। ଜୁନ୍‌ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଘୋଷଣା କରିବା ପ୍ରସ୍ତାବ ୨୦୧୪ ଡିସେମ୍ବର ୧୧ ତାରିଖରେ ଜାତିସଂଘରେ ପାରିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story