ନୂଆ ବର୍ଷର ଶୁଭକାମନା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସାରା ଦୁନିଆରେ ନୂଆ ବର୍ଷର ଉତ୍ସବ ମନାଯାଉଛି। ଭାରତରେ ମଧ୍ୟ ନୂଆ ବର୍ଷର ଉତ୍ସାହ ଦେଖିବାକୁ ମିଳିଛି। ପ୍ରତିଟି ଲୋକ ନିଜ ନିଜର ଉପାୟରେ ନୂଆ ବର୍ଷ ପାଳନ କରୁଛି। ଏହି ଅବସରରେ ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନୂଆ ବର୍ଷର ଶୁଭକାମନା ଜଣାଇଛନ୍ତି। ରାଷ୍ଟ୍ରପତି ନୂଆ ବର୍ଷରେ ଦେଶବାସୀଙ୍କ ସୁସ୍ଥ ଓ ସୁରକ୍ଷିତ କାମନା କରିଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ଟୁଇଟ୍ କରି ବର୍ଷଟି ଉତ୍ତମ ସ୍ୱାସ୍ଥ୍ୟ, ଆନନ୍ଦ […]

prez

prez

Ranjit Kumar Jena
  • Published: Friday, 01 January 2021
  • Updated: 01 January 2021, 09:00 AM IST

Sports

Latest News

ନୂଆଦିଲ୍ଲୀ: ସାରା ଦୁନିଆରେ ନୂଆ ବର୍ଷର ଉତ୍ସବ ମନାଯାଉଛି। ଭାରତରେ ମଧ୍ୟ ନୂଆ ବର୍ଷର ଉତ୍ସାହ ଦେଖିବାକୁ ମିଳିଛି। ପ୍ରତିଟି ଲୋକ ନିଜ ନିଜର ଉପାୟରେ ନୂଆ ବର୍ଷ ପାଳନ କରୁଛି। ଏହି ଅବସରରେ ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନୂଆ ବର୍ଷର ଶୁଭକାମନା ଜଣାଇଛନ୍ତି। ରାଷ୍ଟ୍ରପତି ନୂଆ ବର୍ଷରେ ଦେଶବାସୀଙ୍କ ସୁସ୍ଥ ଓ ସୁରକ୍ଷିତ କାମନା କରିଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ଟୁଇଟ୍ କରି ବର୍ଷଟି ଉତ୍ତମ ସ୍ୱାସ୍ଥ୍ୟ, ଆନନ୍ଦ ଓ ସମୃଦ୍ଧି ହେଉ ବୋଲି କାମନା କରିଛନ୍ତି।

https://twitter.com/rashtrapatibhvn/status/1344803939066073089?s=20

ନୂଆ ବର୍ଷ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ୍ କରି ଲେଖିଛନ୍ତି, ନୂଆ ବର୍ଷର ହାର୍ଦ୍ଦିକ ବଧେଇ ଓ ଶୁଭକାମନା। ନୂଆ ବର୍ଷ ଏକ ନୂଆ ଆରମ୍ଭ କରିବାର ସୁଯୋଗ ହୋଇଥାଏ ଏବଂ ବ୍ୟକ୍ତିଗତ ଓ ସାମୂହିକ ବିକାଶର ସଂକଳ୍ପକୁ ଶକ୍ତି ଦେଇଥାଏ। କୋଭିଡ୍-୧୯ କାରଣରୁ ଉତ୍ପନ୍ନ ହୋଇଥିବା ଚ୍ୟାଲେଞ୍ଜକୁ ସାମ୍ନା କରିବାର ସମୟ ଏବଂ ଆମ ସମସ୍ତଙ୍କ ପାଇଁ ଏକାଠି ହୋଇ ଆଗକୁ ବଢ଼ିବାର ସମୟ।

ରାଷ୍ଟ୍ରପତି ଆଉ ଏକ ଟୁଇଟରେ ଲେଖିଛନ୍ତି, ଆସନ୍ତୁ ଆମେ ସମସ୍ତେ ମିଶି ପ୍ରେମ ଓ କରୁଣାର ଭାବନାରେ ଏକ ଏଭଳି ସମାଜ ଗଠନ କରିବା, ଯେଉଁଠାରେ ଶାନ୍ତି ଓ ସଦଭାବନାକୁ ଅଗ୍ରାଧିକାର ମିଳିବ। ମୋର ଏତିକି କାମନା ଯେ ଆପଣ ସମସ୍ତେ ସୁସ୍ଥ ଓ ସୁରକ୍ଷିତ ରହିବା ସହ ନୂଆ ଶକ୍ତି ଉଜାଗର କରି ଦେଶର ପ୍ରଗତିରେ ହାତ ବଢ଼ାନ୍ତୁ।

https://twitter.com/narendramodi/status/1344826208631070720?s=20

ସେହିପରି ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, ସମସ୍ତଙ୍କୁ ୨୦୨୧ ବର୍ଷର ହାର୍ଦ୍ଦିକ ଶୁଭକାମନା। ଏହି ବର୍ଷ ଉତ୍ତମ ସ୍ୱାସ୍ଥ୍ୟ, ଆନନ୍ଦ ଓ ସମୃଦ୍ଧି ଆଣୁ। ବର୍ଷଟି ସମସ୍ତଙ୍କ ଆଶା ଓ ଆକାଂକ୍ଷା ପୂରଣ କରୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story