ଅଗଷ୍ଟ ୧୭ ସୁଦ୍ଧା ପ୍ରିମେଡିକାଲ ଟେଷ୍ଟ ପରୀକ୍ଷାଫଳ ପ୍ରକାଶ କରିବାକୁ ସିବିଏସଇକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଅଲ ଇଣ୍ଡିଆ ପ୍ରି ମେଡିକାଲ ଟେଷ୍ଟ ବା ଏଆଇପିଏମଟି ପ୍ରବେଶିକାର ପୁନଃପରୀକ୍ଷା ସମୟସୀମା ବୃଦ୍ଧି କରିଛନ୍ତି ସୁପ୍ରିମକୋର୍ଟ। ଏଥି ସହିତ ଆସନ୍ତା ଅଗଷ୍ଟ ୧୭ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସିବିଏସ୍ଇକୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଏହି ମାମଲାରେ ଜୁଲାଇ ୧୫ ସୁଦ୍ଧା ପରୀକ୍ଷା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ସମୟ ସୀମା ମଧ୍ୟରେ ପରୀକ୍ଷା ପରିଚାଳନା କରିବା ଅସମ୍ଭବ ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ସିବିଏସ୍ଇ […]

sssss

Rakesh Mallick
  • Published: Friday, 19 June 2015
  • , Updated: 19 June 2015, 09:34 AM IST

ଭୁବନେଶ୍ୱର: ଅଲ ଇଣ୍ଡିଆ ପ୍ରି ମେଡିକାଲ ଟେଷ୍ଟ ବା ଏଆଇପିଏମଟି ପ୍ରବେଶିକାର ପୁନଃପରୀକ୍ଷା ସମୟସୀମା ବୃଦ୍ଧି କରିଛନ୍ତି ସୁପ୍ରିମକୋର୍ଟ। ଏଥି ସହିତ ଆସନ୍ତା ଅଗଷ୍ଟ ୧୭ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସିବିଏସ୍ଇକୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଏହି ମାମଲାରେ ଜୁଲାଇ ୧୫ ସୁଦ୍ଧା ପରୀକ୍ଷା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ସମୟ ସୀମା ମଧ୍ୟରେ ପରୀକ୍ଷା ପରିଚାଳନା କରିବା ଅସମ୍ଭବ ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ସିବିଏସ୍ଇ । ପରୀକ୍ଷା କରିବା ଲାଗି ଅତିକମରେ ୩ ମାସ ସମୟ ମାଗି ସିବିଏସ୍ଇ କୋର୍ଟରେ ଆବେଦନ କରିଥିଲା । ସର୍ବୋଚ୍ଚ ଅଦାଲତ ବୋର୍ଡର ପିଟିସନକୁ ଗ୍ରହଣ କରି ଶୁକ୍ରବାର ଏହି ରାୟ ଦେଇଛନ୍ତି।।

Related story