'ଲକ୍ଷ ଲକ୍ଷ ଲୋକ ଏହି ପ୍ରକଳ୍ପ ଦ୍ୱାରା ସ୍ୱଚ୍ଛ ପାନୀୟଜଳର ସୁବିଧା ପାଇବେ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନ୍‌ଫରେନସ ଜରିଆରେ ମଣିପୁର ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସାରା ଦେଶ ଏବେ କରୋନା ବିରୋଧରେ ଲଢେଇ ଜାରି ରଖିଥିବାବେଳେ ପୂର୍ବ ଏବଂ ଉତ୍ତରପୂର୍ବ ଭାରତ ଦ୍ୱୈତ ଆହ୍ୱାନର ସମ୍ମୁଖୀନ ହୋଇଛି। କରୋନା ସହିତ ଏବେ ଏ ଅଞ୍ଚଳରେ ବର୍ଷା ଓ ବନ୍ୟା ବିତ୍ପାତ ଦେଖାଦେଇଛି। ବନ୍ୟା ଓ ବର୍ଷା ଫଳରେ ଅନେକ ଲୋକ ବାସହରା ହେଉଥିବାବେଳେ ବିଭିନ୍ନ ସ୍ଥାନରେ ଜୀବନହାନୀ ଘଟୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ […]

modi-manipur-water-project

modi-manipur-water-project

Subhransu Sekhar
  • Published: Thursday, 23 July 2020
  • Updated: 23 July 2020, 08:35 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନ୍‌ଫରେନସ ଜରିଆରେ ମଣିପୁର ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସାରା ଦେଶ ଏବେ କରୋନା ବିରୋଧରେ ଲଢେଇ ଜାରି ରଖିଥିବାବେଳେ ପୂର୍ବ ଏବଂ ଉତ୍ତରପୂର୍ବ ଭାରତ ଦ୍ୱୈତ ଆହ୍ୱାନର ସମ୍ମୁଖୀନ ହୋଇଛି। କରୋନା ସହିତ ଏବେ ଏ ଅଞ୍ଚଳରେ ବର୍ଷା ଓ ବନ୍ୟା ବିତ୍ପାତ ଦେଖାଦେଇଛି। ବନ୍ୟା ଓ ବର୍ଷା ଫଳରେ ଅନେକ ଲୋକ ବାସହରା ହେଉଥିବାବେଳେ ବିଭିନ୍ନ ସ୍ଥାନରେ ଜୀବନହାନୀ ଘଟୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୩ ହଜାର କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟର ଜଳସଂକଟ ଦୂର ହେବ। ଏହାଦ୍ୱାରା ମହିଳାମାନେ ବିଶେଷଭାବେ ଉପକୃତ ହେବେ ଏବଂ ସେମାନଙ୍କୁ ପାଣି ଚିନ୍ତାରୁ ବଡ ଆଶ୍ୱସ୍ତି ମିଳିବ। ଗ୍ରେଟର ଇମ୍ଫାଲ ସହରକୁ ଜଳଯୋଗାଣ ସହିତ ଏହି ଯୋଜନାରେ ରାଜ୍ୟର ୨୫ଟି କ୍ଷୁଦ୍ର ସହର ଏବଂ ୧୭୦୦ ଗ୍ରାମକୁ ପାନୀୟ ଜଳଯୋଗାଣ ସୁବିଧା ଯୋଗାଇ ଦିଆଯିବ । ଆସନ୍ତା ୨୦ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପର ଡିଜାଇନ ପ୍ରସ୍ତୁତ କରାଯାଇଛି।

ଏହି ପ୍ରକଳ୍ପ ଦ୍ୱାରା ନିୟୁତ ନିୟୁତ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳର ସୁବିଧା ନିଜ ଘରେ ମିଳିବ ଏବଂ ଏହାଦ୍ୱାରା ହଜାର ହଜାର ଲୋକ ନିଯୁକ୍ତି ସୁବିଧା ପାଇବେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତବର୍ଷ ଆରମ୍ଭ ହୋଇଥିବା ଜଳ ଜୀବନ ମିଶନ ମାଧ୍ୟମରେ ୧୫ କୋଟି ଘରକୁ ପାଇପ ଯୋଗେ ଜଳ ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି । ଏବେ ଏହି ଯୋଜନାରେ ପ୍ରତିଦିନ ଏକଲକ୍ଷ ଘରକୁ ପାଇପ ଜଳ ସଂଯୋଗ ସୁବିଧା ଦିଆଯାଉଛି।

ଏଥିରେ ଜନସାଧାରଣଙ୍କର ସହଯୋଗ ରହିଛି । ସେ କହିଛନ୍ତି ଯେ ଉତ୍ତମ ଜୀବନ ଧାରଣ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଣ ଅପରିହାର୍ଯ୍ୟ । ଏହା ଯେତେ ସହଜ ହେବ ଲୋକଙ୍କ ଜୀବନ ଧାରଣର ମାନ ସେତେ ବଢିବ । ଭଲରେ ବଞ୍ଚିବା ଏବଂ ଏଥିପାଇଁ ସୁବିଧା ପାଇବା ଗରିବଙ୍କ ସମେତ ସମସ୍ତଙ୍କର ଏକ ଅଧିକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜୀବନ ଧାରଣକୁ ସହଜ କରି ଏହାର ମାନରେ ଉନ୍ନତି ଆଣିବା ପାଇଁ ଗତ ୬ ବର୍ଷ ମଧ୍ୟରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଗରିବ ଲୋକଙ୍କ ପାଇଁ ଏ କ୍ଷେତ୍ରରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି। ଉତ୍ତର ପୂର୍ବାଞ୍ଚଳର ତ୍ରିପୁରା, ମିଜୋରାମ, ମଣିପୁର ଓ ନାଗାଲାଣ୍ଡର ୪ଟି ଯାକ ରାଜଧାନୀକୁ ସଂଯୋଗ କରିବା ପାଇଁ ଉଦ୍ୟମ ଚାଲିଛି ଏବଂ ଏଥିପାଇଁ ଦୁଇଟିକିଆ ସଡ଼କ ମାନ ସବୁ ଜିଲା ସଦର ମହକୁମାରୁ ରାଜ୍ୟ ରାଜଧାନୀକୁ ସଂଯୋଗ କରିବା ନିମନ୍ତେ କାର୍ଯ୍ୟ  କରାଯାଉଛି ବୋଲି ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ୱାସ୍ଥ୍ୟ, ଶିକ୍ଷା, ଦକ୍ଷତା ବିକାଶ, ଷ୍ଟାର୍ଟଅପ୍‌ ଓ ଅନ୍ୟାନ୍ୟ ତାଲିମ ପାଇଁ ଏବେ ଉତ୍ତର ପୂର୍ବାଞ୍ଚଳରେ ଅନେକ ପ୍ରତିଷ୍ଠାନ ନିର୍ମାଣ କରାଯାଉଛି । କ୍ରୀଡା ବିଶ୍ୱବିଦ୍ୟାଳୟ ଓ ବିଶ୍ୱସ୍ତରୀୟ ଷ୍ଟାଡିୟମମାନ କାର୍ଯ୍ୟକ୍ଷମ ହେବାପରେ ମଣିପୁର ଦେଶର କ୍ରୀଡା ପ୍ରତିଭାମାନଙ୍କ ପାଇଁ ଏକ ବୃହତ୍‌ ହବ୍‌ରେ ପରିଣତ ହେବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story