ମୋଦିଙ୍କୁ ‘ସୁପର ହ୍ୟୁମାନ୍’ କହିଲେ ଅଷ୍ଟ୍ରେଲିଆ ରାଜଦୂତ

ନୂଆଦିଲ୍ଲୀ: କରୋନା ଭାଇରସ ଚୀନରୁ ଉତ୍ପତ୍ତି ହୋଇଥିବା କୁହାଯାଉଛି। ଏହି ଭାଇରସ ଅନେକ ଶକ୍ତିଶାଳୀ ଦେଶର ଆର୍ଥିକ ମେରୁଦଣ୍ଡ ଭାଙ୍ଗିବା ସହିତ ବିଶ୍ୱରେ ୨ ଲକ୍ଷରୁ ଅଧିକ ଲୋକଙ୍କର ଜୀବନ ନେଇ ସାରିଛି। ଏଥିରୁ ପ୍ରମାଣିତ ଏହି ଭାଇରସ କେତେ ମାରାତ୍ମକ। ଅନେକ ଦେଶରେ ଆକ୍ରାନ୍ତ ଏବଂ ମୃତ୍ୟୁ ହାର ବଢ଼ିଚାଲିଛି। ହେଲେ ସେହି ତୁଳନାରେ ଭାରତର ହାର କମ୍ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ନିଜ ଦେଶ ନୁହଁ ଅନ୍ୟ ଦେଶକୁ ମଧ୍ୟ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ […]

ustralia-barry-farrel

ustralia-barry-farrel

Subhransu Sekhar
  • Published: Wednesday, 06 May 2020
  • Updated: 06 May 2020, 01:17 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଭାଇରସ ଚୀନରୁ ଉତ୍ପତ୍ତି ହୋଇଥିବା କୁହାଯାଉଛି। ଏହି ଭାଇରସ ଅନେକ ଶକ୍ତିଶାଳୀ ଦେଶର ଆର୍ଥିକ ମେରୁଦଣ୍ଡ ଭାଙ୍ଗିବା ସହିତ ବିଶ୍ୱରେ ୨ ଲକ୍ଷରୁ ଅଧିକ ଲୋକଙ୍କର ଜୀବନ ନେଇ ସାରିଛି। ଏଥିରୁ ପ୍ରମାଣିତ ଏହି ଭାଇରସ କେତେ ମାରାତ୍ମକ। ଅନେକ ଦେଶରେ ଆକ୍ରାନ୍ତ ଏବଂ ମୃତ୍ୟୁ ହାର ବଢ଼ିଚାଲିଛି। ହେଲେ ସେହି ତୁଳନାରେ ଭାରତର ହାର କମ୍ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ନିଜ ଦେଶ ନୁହଁ ଅନ୍ୟ ଦେଶକୁ ମଧ୍ୟ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ଯୋଗାଇ ମାନବିକତାର ପରିଚୟ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଯେଉଁଭଳି ଭାବରେ କରୋନାକୁ ହରାଇବା ପାଇଁ ଲକାଡାଉନ୍ ଭଳି ପଦକ୍ଷେପ ନେଇଛନ୍ତି। କରୋନା ଯୋଦ୍ଧାଙ୍କ ମନୋବଳକୁ ବଢ଼ାଇବା ପାଇଁ ତାଙ୍କ ନେତୃତ୍ୱାଧୀନ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମୋଦିଙ୍କୁ ନେତୃତ୍ୱ ଓ ଭାରତବାସୀ ଲକଡାଉନ୍ ନିୟମକୁ ମାନୁଥିବାରୁ ବିଦେଶରେ ଏହାକୁ ପ୍ରଶଂସା କରାଯାଇଛି। ଡିଡି ନ୍ୟୁଜର ବରିଷ୍ଠ ପରାମର୍ଶ ସମ୍ପାଦକ ରମେଶ ରାମଚନ୍ଦ୍ରନ ଟୁଇଟ୍ କରି ସୂଚନା ଦେଇଛନ୍ତି।

https://twitter.com/RRRameshRRR/status/1257253140627206147

ଭାରତରେ ଥିବା ଅଷ୍ଟ୍ରେଲିଆର ରାଜଦୂତ ଓ’ ଫ୍ରେଲ୍ ଡିଡି ନ୍ୟୁଜକୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହିତ ସୁପର ହ୍ୟୁମାନ (ମହାମାନବ) ବୋଲି କହିଛନ୍ତି। ସାକ୍ଷାତକାର ଦେବା ବେଳେ ଓ’ ଫେରେଲ କହିଛନ୍ତି, “ମୋଦି ସମୟ ପୂର୍ବରୁ ଲକଡାଉନ୍ ଘୋଷଣା କରିଛନ୍ତି। ସର୍ବାଧିକ ଜନସଂଖ୍ୟାରେ ଦ୍ୱିତୀୟ ଦେଶ ଭାରତର ନେତୃତ୍ୱ ନେଉଛନ୍ତି ମୋଦି। ଏହାପରେ ବି ଅନେକ ଦେଶର ନେତାଙ୍କ ସହିତ ମୋଦି କରୋନା ବାବଦରେ ଆଲୋଚନା କରୁଛନ୍ତି”।

ସେ ଆହୁରି କହିଛନ୍ତି, "ଲକଡାଉନ୍ ପାଇଁ ଅଷ୍ଟ୍ରେଲିଆର ଅନେକ ଛାତ୍ରଛାତ୍ରୀ ନାଗରିକ ଭାରତରେ ଫସି ହୋଇଯାଇଥିଲେ। ଏହାପରେ ମୋଦିଙ୍କ ସହଯୋଗ କ୍ରମେ ସମସ୍ତେ ଅଷ୍ଟ୍ରେଲିଆକୁ ଫେରିଛନ୍ତି ବୋଲି ଓ’ ଫ୍ରେଲ୍"।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story