ହାରିଲେ ସଞ୍ଜୟ ଦତ୍ତଙ୍କ ଭଉଣୀ

ମୁମ୍ବାଇ: ବଲିଉଡ୍‌ ଷ୍ଟାର ସଞ୍ଜୟ ଦତ୍ତଙ୍କ ଭଉଣୀ ପ୍ରିୟା ଦତ୍ତଙ୍କୁ ଶେଷରେ ପରାସ୍ତ ହେବାକୁ ପଡ଼ିଛି। ସେ ଚଳିତ ନିର୍ବାଚନରେ କଂଗ୍ରେସ ଟିକେଟ୍‌ରୁ ଉତ୍ତର-କେନ୍ଦ୍ରୀୟ ମୁମ୍ବାଇରୁ ପ୍ରାର୍ଥୀ ହୋଇଥିଲେ। ତେବେ ତାଙ୍କୁ ବିଜେପିର ପୁନମ ମହାଜନ ପରାସ୍ତ କରିଛନ୍ତି। ପରାଜୟ ନେଇ ପ୍ରିୟା ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ ମୋତେ ସମର୍ଥନ କରିଥିବା ସମସ୍ତ କର୍ମୀ ଓ ଜନତାଙ୍କୁ ଧନ୍ୟବାଦ ଦେଉଛି। ତେବେ ଲୋକଙ୍କ ନିଷ୍ପତ୍ତି ଏବେ ସାମ୍ନାକୁ ଆସିଛି। ମୁଁ […]

w

Hemant Lenka
  • Published: Thursday, 23 May 2019
  • , Updated: 23 May 2019, 05:09 PM IST

ମୁମ୍ବାଇ: ବଲିଉଡ୍‌ ଷ୍ଟାର ସଞ୍ଜୟ ଦତ୍ତଙ୍କ ଭଉଣୀ ପ୍ରିୟା ଦତ୍ତଙ୍କୁ ଶେଷରେ ପରାସ୍ତ ହେବାକୁ ପଡ଼ିଛି। ସେ ଚଳିତ ନିର୍ବାଚନରେ କଂଗ୍ରେସ ଟିକେଟ୍‌ରୁ ଉତ୍ତର-କେନ୍ଦ୍ରୀୟ ମୁମ୍ବାଇରୁ ପ୍ରାର୍ଥୀ ହୋଇଥିଲେ। ତେବେ ତାଙ୍କୁ ବିଜେପିର ପୁନମ ମହାଜନ ପରାସ୍ତ କରିଛନ୍ତି।

ପରାଜୟ ନେଇ ପ୍ରିୟା ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ ମୋତେ ସମର୍ଥନ କରିଥିବା ସମସ୍ତ କର୍ମୀ ଓ ଜନତାଙ୍କୁ ଧନ୍ୟବାଦ ଦେଉଛି। ତେବେ ଲୋକଙ୍କ ନିଷ୍ପତ୍ତି ଏବେ ସାମ୍ନାକୁ ଆସିଛି। ମୁଁ ଏହାକୁ ସମ୍ମାନ ଜଣାଉଛି। ଏଥିସହ ପୁନମଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଉଛି।”

Related story