ଉନ୍ନାଓ ଦୁଷ୍କର୍ମ ମାମଲା: ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଏମ୍ସରେ ପ୍ରତିଷ୍ଠା ହେଲା ଅସ୍ଥାୟୀ କୋର୍ଟ

ନୂଆଦିଲ୍ଲୀ: ଉନ୍ନାଓ ବଳାତ୍କର ମାମଲାରେ ଶୁଣାଣି ପାଇଁ ଆଜି ଦିଲ୍ଲୀ ଏମ୍ସରେ ଅସ୍ଥାୟୀ କୋର୍ଟ ତିଆରି ହୋଇଥିଲା। ଏହି ଦୁଷ୍କର୍ମ ମାମଲରା ପୀଡିତା ଦୁର୍ଘଟଣାର ଶିକାର ହୋଇ ଏମ୍ସରେ ଭର୍ତ୍ତି ହୋଇଥିବାରୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏମ୍ସରେ ଅସ୍ଥାୟୀ କୋର୍ଟ ପ୍ରତିଷ୍ଠା କରାଯାଇ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି। ଏହି ବୟାନ ରେକର୍ଡ ବେଳେ ମିଡିଆ କର୍ମୀ ଏବଂ ସାଧାରଣ ଲୋକଙ୍କୁ ଦେଖିବା ପାଇଁ ଛଡ଼ା ଯାଇନଥିଲା। ବୟାନ ରେକର୍ଡ ପାଇଁ ମୁଖ୍ୟ ଅଭିଯୁକ୍ତ ତଥା ଉନ୍ନାଓ […]

unnao

unnao

Subhransu Sekhar
  • Published: Wednesday, 11 September 2019
  • Updated: 11 September 2019, 05:25 PM IST

Sports

Latest News

ନୂଆଦିଲ୍ଲୀ: ଉନ୍ନାଓ ବଳାତ୍କର ମାମଲାରେ ଶୁଣାଣି ପାଇଁ ଆଜି ଦିଲ୍ଲୀ ଏମ୍ସରେ ଅସ୍ଥାୟୀ କୋର୍ଟ ତିଆରି ହୋଇଥିଲା। ଏହି ଦୁଷ୍କର୍ମ ମାମଲରା ପୀଡିତା ଦୁର୍ଘଟଣାର ଶିକାର ହୋଇ ଏମ୍ସରେ ଭର୍ତ୍ତି ହୋଇଥିବାରୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏମ୍ସରେ ଅସ୍ଥାୟୀ କୋର୍ଟ ପ୍ରତିଷ୍ଠା କରାଯାଇ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି। ଏହି ବୟାନ ରେକର୍ଡ ବେଳେ ମିଡିଆ କର୍ମୀ ଏବଂ ସାଧାରଣ ଲୋକଙ୍କୁ ଦେଖିବା ପାଇଁ ଛଡ଼ା ଯାଇନଥିଲା।

ବୟାନ ରେକର୍ଡ ପାଇଁ ମୁଖ୍ୟ ଅଭିଯୁକ୍ତ ତଥା ଉନ୍ନାଓ ବିଧାୟକ କୁଲଦୀପ ସିଂହ ସେନଗେର ଏବଂ ସହ ସହଯୋଗୀ ଶଶି ସିଂହଙ୍କୁ ଏମ୍ସ ଅଣାଯାଇଥିଲା। ଏହି ସମୟରେ ପୀଡିତା ଓ  ଅଭିଯୁକ୍ତ ଯେମିତି ସାମ୍ନାସାମ୍ନି ନହେବେ ସେଥିପାଇଁ ଗୁରୁତ୍ୱ ଦିଆଯାଇଥିଲା।

ସୂଚନାଯୋଗ୍ୟ, ୨୦୧୭ରେ ଉନ୍ନାଓ ବିଧାୟକ ଚାକିରି ଲୋଭ ଦେଖାଇ କୁଲଦୀପ ସେନଗେର ଦୁଷ୍କର୍ମ କରିଥିଲେ। ଘଟଣାର ଦୀର୍ଘ ଗୋଟିଏ ବର୍ଷ ପରେ ଅର୍ଥାତ ଗତବର୍ଷ ଏପ୍ରିଲ ମାସରେ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଅଭିଯୁକ୍ତ ବିଧାୟକ କୁଲଦୀପଙ୍କୁ ଗିରଫ କରିଥିଲା। ତିହାର ଜେଲାକୁ ସ୍ଥାନାନ୍ତର ହେବା ପୂର୍ବରୁ କୁଲଦୀପ ୟୁପିର ଏକ ଜେଲରେ ଥିଲେ। ସେତେବେଳେ ପୀଡ଼ିତା ଏବଂ ତାଙ୍କ ପରିବାର ଲୋକଙ୍କୁ ବାରମ୍ବାର ଧମକ ଦେଉଥିଲେ।

ଏହାପରେ ଜୁଲାଇ ୨୮ରେ ଉନ୍ନାଓ ପୀଡ଼ିତା ତାଙ୍କ ପରିବାର ସହ କାରରେ ରାଏବରେଲିରେ ଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଯାଉଥିବା ବେଳେ ନମ୍ୱର ଘୋଡ଼ାଯାଇଥିବା ଏକ ଟ୍ରକ ଆସି ତାଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ଉନ୍ନାଓ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ବିଧାୟକ କୁଲଦୀପ ସିଂହ ସେନଗାରଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ଆସିବା ପରେ ମାମଲାର ତଦନ୍ତ ସିବିଆଇ କରୁଛି। ଏବେ ଉଭୟ ପୀଡ଼ିତା ଏବଂ ତାଙ୍କ ଓକିଲ ଦିଲ୍ଲୀ ଏମ୍ସରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ବିଧାୟକ ସେନଗାର ଏବେ ଦିଲ୍ଲୀ ତିହାର ଜେଲରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story